भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous123Next >

quadruplicate

ଚାରିକିତା

qualification share

ଯୋଗ୍ୟତାସୂଚକ ଅଂଶ

qualified

ଯୋଗ୍ୟ ଉପଯୁକ୍ତ

qualified acceptance

ସସର୍ତ୍ତ ସ୍ଵୀକୃତି

qualified certificate

ସସର୍ତ୍ତ ପ୍ରମାଣପତ୍ର

qualified report

ସସର୍ତ୍ତ ବିବରଣୀ

qualitative

ଗୁଣାତ୍ମକ

quality

ଗୁଣ, ମାନ

quality circle

ଗୁଣବତ୍ତା ବୃତ୍ତ

quality control

ଗୁଣ ନିୟନ୍ତ୍ରଣ, ମାନ ନିୟନ୍ତ୍ରଣ

quality control

ଗୁଣବତ୍ତା ନିୟନ୍ତ୍ରଣ

quality goods

ଉତ୍କୃଷ୍ଟ ପଣ୍ୟ

quality product

ଉତ୍ତମ ପଦାର୍ଥ, ଉତ୍କୃଷ୍ଟ ଦ୍ରବ୍ୟ

quantification

ପରିମାଣୀକରଣ

quantitative approach

ପରିମାଣାତ୍ମକ ଆଭିମୁଖ୍ୟ

quantitative technique

ପରିମାଣାତ୍ମକ କୌଶଳ

quantity

ପରିମାଣ, ମାତ୍ରା, ରାଶି

quantity discount

ପରିମାଣ ଭିତ୍ତିକ ବଟ୍ଟା

quantity statement

ପରିମାଣ ବିବରଣୀ

quantity theory of money

ମୁଦ୍ରା ପରିମାଣ ସିଦ୍ଧାନ୍ତ/ତତ୍ତ୍ଵ
< previous123Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App