भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous12345678910Next >

objective clause

ଉଦ୍ଦେଶ୍ୟ ଧାରା

obligation

ଦାୟିତ୍ଵ

obligatory

ବାଧ୍ୟତାମୂଳକ

obligatory re-insurance

ବାଧ୍ୟତାମୂଳକ ପୁନର୍ବୀମା

obliterated crossing

ଅସ୍ପଷ୍ଟ ରେଖାଙ୍କନ; ଦୁର୍ବୋଧ୍ୟ ରେଖାଙ୍କନ

obliterated note

ଅସ୍ପଷ୍ଟ ଟିପ୍ପଣୀ; ଦୁର୍ବୋଧ୍ୟ ଟିପ୍ପଣୀ

obsolescence

ଅପ୍ରଚଳନ

obsolete

ଅପ୍ରଚଳିତ

occupancy

ଦଖଲ

occupational disease

ବୃତ୍ତିଗତ ରୋଗ

occupational mobility

ବୃତ୍ତିଗତ ଗତିଶୀଳତା

occupational rating

ବୃତ୍ତିଗତ ହାର ନିଦ୍ଧାରଣ (ବୀମା)

occupational risk

ବୃତ୍ତିଗତ ସଙ୍କଟ

octroi

ପଣ୍ୟ ଶୁଳ୍କ

odd-lot

ବଳକା-କିତା, ଅସମାଞ୍ଜସ୍ୟ କିତା

odd-lot dealer

ବଳକା-କିତା ବେପାରୀ

odd-lot house

ବଳକା-କିତା ଦୋକାନ

odd-lot trading

ବଳକା-କିତା ବେପାରୀ

off board (securities)

ଅଣ ସୂଚିତ ପ୍ରତିଭୂତି

off load

ଅଦରକାରୀ/ଅତିରିକ୍ତ ସାମଗ୍ରୀ ଅନ୍ତରଣ
< previous12345678910Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App