भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567891415Next >

I owe you (IOU)

ଆଇ.ଓ.ୟୁ.

ideal par of exchange

ଆଦର୍ଶ ବିନିମୟ ସମମୂଲ୍ୟତା

identical products

ଏକ ପ୍ରକାର ଦ୍ରବ୍ୟ ସମୂହ

idle facilities

ନିଷ୍କ୍ରିୟ ସୁବିଧା

immediate annuity

ତାତ୍‌କ୍ଷଣିକ ବା ଆଶୁ ବାର୍ଷିକୀ

immoral

ଅନୈତିକ

immunity

ପ୍ରତିରୋଧ

impaired risk

ହ୍ରାସିତ ସଙ୍କଟ

impatient customer

ଅଧୈର୍ଯ୍ୟ ଗ୍ରାହକ

impersonal ledger

ଅବ୍ୟକ୍ତିକ ଖତିୟାନ

impersonal payee

ଅବ୍ୟକ୍ତିକ ପ୍ରାପକ

implied acceptance

ନିହିତ/ଅବ୍ୟକ୍ତ ସ୍ଵୀକୃତି, ସହ୍ୟ ସ୍ଵୀକୃତି

implied authority

ନିହିତ/ଅବ୍ୟକ୍ତ ପ୍ରାଧିକାର

implied condition

ନିହିତ/ଅବ୍ୟକ୍ତ ସର୍ତ୍ତ

implied proposal

ନିହିତ/ଅବ୍ୟକ୍ତ ପ୍ରସ୍ତାବନା

implied warranty

ନିହିତ/ଅବ୍ୟକ୍ତ ଆଶ୍ଵସ୍ତି

import

ଆମଦାନୀ

import clearance section

ଆମଦାନୀ ନିକାଶୀ ପ୍ରଭାଗ

import department

ଆମଦାନୀ ବିଭାଗ

import duty

ଆମଦାନୀ ଶୁଳ୍କ
< previous1234567891415Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App