भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234Next >

haggling

ମୂଲଚାଲ

half and mutilated notes

ଆଂଶିକ ଚିହ୍ନ ଓ ବିକୃତ ନୋଟ (ଟଙ୍କା) ଚିରା ଫଟା ନୋଟ

hall mark

ବିଶୁଦ୍ଧତା ସୂଚକ/ପ୍ରାମାଣିକତା ଚିହ୍ନ

halving principle

ଅର୍ଦ୍ଧକରଣ ସିଦ୍ଧାନ୍ତ

hand bill

ବିଜ୍ଞାପନ ପତ୍ର, ପାର୍ଚ୍ଚା

hand to mouth buying

କାମଚଳା ଖରିଦ୍‌

handling charges

ମାଲ ପରିଚଳନ ଖର୍ଚ୍ଚ

handling facilities

ମାଲ ପ୍ରଚାଳନ ସୁବିଧା

hanging paragraph

ଝୁଲଣ ଅନୁଚ୍ଛେଦ

haphazard sampling

ଅଧା ପନ୍ତରିଆ ନମୁନା

harberdasher

ପୋଷାକ ପରିଚ୍ଛଦ ବେପାରୀ

harbour policy

ପୋତାଶ୍ରୟ ପଲିସି

hard currency

ଦୁର୍ଲଭ ମୁଦ୍ରା/ଧନ

hazard

ବିପତ୍ତିପୂର୍ଣ୍ଣ

hazardous operation

ବିପତ୍ତିପୂର୍ଣ୍ଣ କାର୍ଯ୍ୟ/ପଦକ୍ଷେପ

head of account

ହିସାବ ଶିରୋନାମା

head office accountant

ପ୍ରଧାନ କାର୍ଯ୍ୟାଳୟ ହିସାବ

heading

ଶୀର୍ଷକ/ଶିରୋନାମା

health certificate

ସ୍ଵାସ୍ଥ୍ୟ ପ୍ରମାଣପତ୍ର

health declaration

ସ୍ଵାସ୍ଥ୍ୟ ଘୋଷଣା
< previous1234Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App