भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

gross stock

ମୋଟ ଗଚ୍ଛିତ ସାମଗ୍ରୀ

gross weight

ମୋଟ ଭାର

gross yield

ମୋଟ ଉତ୍ପନ୍ନ

grounding clause

ଗନ୍ତବ୍ୟସ୍ଥଳ ଧାରା, ରହଣିସ୍ଥଳ ଧାରା

group life assurance

ଗୋଷ୍ଠୀ ଜୀବନ ବୀମା, ସମୂହ ଜୀବନ ବୀମା

group annuity

ଗୋଷ୍ଠୀ ବାର୍ଷିକୀ

group banking

ଗୋଷ୍ଠୀ ବ୍ୟାଙ୍କ ବ୍ୟବସ୍ଥା

group creditor insurance

ଗୋଷ୍ଠୀ ମହାଜନ ବୀମା

group decision

ଦଳଗତ ନିଷ୍ପତ୍ତି, ଗୋଷ୍ଠୀ ନିଷ୍ପତ୍ତି

group disability insurance

ସମୂହ ବିକଳାଙ୍ଗ ବୀମା, ଗୋଷ୍ଠୀ ବିକଳାଙ୍ଗ ବୀମା

group discount

ଗୋଷ୍ଠୀବଟ୍ଟା, ସମୂହବଟ୍ଟା

group dynamices

ଗୋଷ୍ଠୀ ସକ୍ରୀୟତା

group insurance

ଗୋଷ୍ଠୀ ବୀମା, ସମୂହ ବୀମା

group output norm

ସମୂହ ଉତ୍ପନ୍ନି ମାନଦଣ୍ଡ

group piece wages plan

ସମୂହ ପରିମାଣଗତ ମଜୁରି ଯୋଜନା, ଗୋଷ୍ଠୀ ଠିକାକାମ ମଜୁରୀ ଯୋଜନା

group rate

ସମୂହ ଦର

group supper annuation

ଗୋଷ୍ଠୀ ଅବସର-ଭତ୍ତା

growers’ market

ଉତ୍ପାଦନକାରୀଙ୍କ ବଜାର

growth potential

ଅଭିବୃଦ୍ଧି ସମ୍ଭାବନା

growth stock

ବୃଦ୍ଧିପ୍ରାପ୍ତ ସାମଗ୍ରୀ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App