भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567891314Next >

f-distribution (central)

ଏଫ-ପରିବଣ୍ଟନ (କେନ୍ଦ୍ରୀୟ)

F.C.S. and R and C.C (Free of capture, seizure and riots and civil commotions)

ଧୃତ, ଅବରୋଧ, ଦଙ୍ଗା ଓ ନାଗରିକ କ୍ଷୋଭରୁ ମୁକ୍ତ

F.I.A (full interest admitted)

ପୂର୍ଣ୍ଣ ସ୍ଵତ୍ଵ ସ୍ଵୀକୃତ

F.P. (floating policy)

ଚଳମାନ ପଲିସି/ବୀମାପତ୍ର

F.P.I.L (full premium if lost)

ନଷ୍ଟ ହେତୁ ପୁରା ପ୍ରିମିୟମ ଫେରସ୍ତ

fabricated material

ସଂବିରଚିତ ମାଲ

face amount

ଅଙ୍କିତ ରାଶି

face value

ଅଙ୍କିତ ମୂଲ୍ୟ

facilitation

ସୁଗମୀକରଣ

facilitators

ସହାୟକାରୀ

facilities cost

ସୁବିଧାଗତ ପରିବ୍ୟୟ

facility of payment clause

ଅର୍ଥପ୍ରଦାନ ସୁବିଧା ଧାରା

factor

ମଧ୍ୟ ବଣିକ

factor analysis

ଉପାଦାନ ବିଶ୍ଳେଷଣ

factor reversal test

ଉପାଦାନ ଓଲଟପାଲଟ ପରୀକ୍ଷଣ

factor saturation

ଉପାଦାନ ସଂତୃପ୍ତି

factorage

ମଧ୍ୟ ବଣିକର କମିଶନୀ

factored

ଖଣ୍ଡିତ

factorial notation

ଫ୍ୟୋକୋଟରିଆଲ ସଂକେତନ

factoring

ମଧ୍ୟ ବଣିକର କାର୍ଯ୍ୟ
< previous1234567891314Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App