भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567892526Next >

daily circulation account

ଦୈନିକ ସଞ୍ଚଳନ ହିସାବ

daily counter payments book

ଦୈନିକ କାଉଣ୍ଟର ପ୍ରଦାନ ବହି

daily counter receipts book

ଦୈନିକ କାଉଣ୍ଟର ପ୍ରାପ୍ତ ବହି

damage

କ୍ଷତି;ଲୋକସାନ

damage policy

କ୍ଷତି ପଲିସି

damage claim

କ୍ଷତିପୂରଣ ଦାବୀ

damage report

କ୍ଷତି ବିବରଣୀ

damages

କ୍ଷତି ପୂରଣ ଦାବୀ

dangerous articles

ବିପଦଜନକ ବସ୍ତୁ

dash sign

ଦ୍ରୁତ ଛବି ବିଜ୍ଞାପନ, ଝଲକ ବିଜ୍ଞାପନ

data

ତଥ୍ୟ, ଉପାୟ, ଡାଟା

data bank

ଡ଼ାଟା ବ୍ୟାଙ୍କ, ତଥ୍ୟ ବ୍ୟାଙ୍କ

data base

ତଥ୍ୟ ଆଧାର

data sheet

ତଥ୍ୟପତ୍ର, ତଥ୍ୟଫର୍ଦ୍ଦ, ଉପାତ୍ତ ଫର୍ଦ୍ଦ

date and time recorder

ତାରିଖ ଓ ସମୟ ଲିଖନ ଯନ୍ତ୍ର

date line

ନିର୍ଦ୍ଦିଷ୍ଟ ତାରିଖ

date of maturity

ନିର୍ଦ୍ଦିଷ୍ଟ ଦେୟ ଦିବସ

dating back

ପୂର୍ବ ତାରିଖ ଲିଖନ

dating back of policy

ପଲିସିର ପୂର୍ବ ତାରିଖ ଲିଖନ

dating terms

ତାରିଖ ସମ୍ବନ୍ଧୀୟ ସର୍ତ୍ତ
< previous1234567892526Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App