भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567894344Next >

C.I.F (Cost, insurance and freight)

ପରିବ୍ୟୟ, ବୀମା ଓ ଭଡ଼ାଯୁକ୍ତ ମୂଲ୍ୟ

C/L (craft loss)

ନୌକା କ୍ଷତି

cabinet

ଖୋପଯୁକ୍ତ ଆଲମାରୀ; କ୍ୟାବିନେଟ୍‌

cable gram

ବର୍ହିଦେଶୀୟ ତାରବାର୍ତ୍ତା

cabotage (=coastal trading)

ଅନୁତଟ ବ୍ୟାପାର

calculating machine

ଗଣନା ଯନ୍ତ୍ର

call

ତଲବ, ଆହ୍ଵାନ, ଦାବୀ

call and put option

କ୍ରୟ-ବିକ୍ରୟ ବିକଳ୍ପ

call book

ତଲବ ପୁସ୍ତକ, ଆହ୍ଵାନ ପୁସ୍ତକ

call deposit (=demand deposit)

ତଲବ ଜମା, ଦାବୀ ଜମା, ଆହ୍ଵାନ ଜମା

call in pay

ଉପସ୍ଥିତି ବେତନ

call letter

ଆହ୍ଵାନ/ଡ଼ାକରା ପତ୍ର

call money

ତଲବ ଅର୍ଥ ରାଶି

call money market

ତଲବ ମୁଦ୍ରା ବଜାର

call notice

ତଲବ୍‌ ନୋଟିସ୍‌/ବିଜ୍ଞପ୍ତି

call option

କ୍ରୟ ବିକଳ୍ପ

call price

ଆହ୍ଵାନ ମୂଲ୍ୟ

call rate

ତଲବ ହାର

call slip (call card)

ଆହ୍ଵାନ ଚିରକୁଟ/ପତ୍ରକ

call-back approach

ପୁନଃ ସାକ୍ଷାତ
< previous1234567894344Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App