भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

< previous1234567892021Next >

back hand

ଫେରସ୍ତ କର୍ଷ-ବହନ

backlog

ପିଛିଲା କାମ

backward channel

ଓଲଟ ପ୍ରଣାଳୀ, ତୀପ ପ୍ରଣାଳୀ

backward integration

ପ୍ରତୀପ ଏକୀକରଣ

backward interpolation

ପଶ୍ଚାତ୍‌ଗାମୀ ଅର୍ନ୍ତବେଶନ

backward linkage

ପ୍ରତୀପ ସଂଯୋଗ

backwardation

ମାନ୍ଦା ବଦଲା;ମୂଲ୍ୟପାତୀ ବଦ୍‌ଲା

bad debt

ଅନାଦାୟୀ ଋଣ

bad debts accounts

ଅନାଦାୟୀ ଋଣ ହିସାବ

bad debts recovered account

ଅନାଦାୟୀ ଋଣ ପୁନଃ ପ୍ରାପ୍ତି ହିସାବ

bad debts reserve account

ଅନାଦାୟୀ ଋଣ ସଞ୍ଚିତି ହିସାବ

bad order freight

ବିନିଷ୍ଟ ମାଲ

bad/defective tittle

ତ୍ରୁଟିପୂର୍ଣ୍ଣ/ଦୋଷମୁକ୍ତ ସ୍ଵତ୍ଵ

baggage policy

ମାଲମତା ବୀମା ପଲିସି

bagman

ଝୁଲା ଧାରୀ

bail bond

ଜମାନତ ବନ୍ଧପତ୍ର

bailee

ଜିମ୍ମାଦାର;ଉପନିହିତୀ

bailment

ଉପନିଧାନ, ଜିମ୍ମାଦ୍ରବ୍ୟର ପ୍ରଦାନ

bait

ଥୋପ;ପ୍ରଲୋଭନ

baker’s dozen

ତେରଟିକିଆ ଡଜନ୍‌, ବାରାଧିକ ଡ଼ଜନ୍‌
< previous1234567892021Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App