भारतीय भाषाओं द्वारा ज्ञान

Knowledge through Indian Languages

Dictionary

GLOSSARY OF COMMERCE (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

accured income

ପ୍ରୋଦ୍‌ଭୂତ ଆୟ, ଉପାର୍ଜ୍ଜିତ ଆୟ

achievment test

ସଫଳତା ପରଖ

acid and chemical

ଅମ୍ଳ ଓ ରାସାୟନିକ

acid test ratio

କଷଟି ଅନୁପାତ, ଏସିଡ଼ ପରୀକ୍ଷଣ ଅନୁପାତ

acknowledgment

ପ୍ରାପ୍ତି ସ୍ୱୀକାର

acquisition

ଅକ୍ତିଆର, ଅଧିକାର ଭୁକ୍ତ

acquisition cost

ସମ୍ପତ୍ତି ବା ବ୍ୟବସାୟ ଅର୍ଜନ ସମ୍ବନ୍ଧୀୟ ପରିବ୍ୟୟ

acquittance

ଋଣ ମୋଚନ, ଅଭିମୁକ୍ତି ନିସ୍ତାରଣ ପତ୍ର

acquittance roll

ନିସ୍ତାରଣ ନାମାବଳୀ

across the board

ଚତୁର୍ଦ୍ଦିଗ

act of god

ଦୈବୀ ସଙ୍କଟ

act of god clause

ଦୈବୀ ସଙ୍କଟଧାରା

act of honour(acceptance for honour)

ମାନ୍ୟାର୍ଥେ ସ୍ୱୀକୃତି

act or omission

କୃତ ବା ଅକୃତ

act of God

ଦୈବୀକୃତ

action display

କାର୍ଯ୍ୟ ପ୍ରଦର୍ଶନ

actionable

ମକଦ୍ଦମା ଯୋଗ୍ୟ

actionable claims

ଅନୁଯୋଜ୍ୟ ଦାବୀ

active circulation of notes

ନୋଟର ସକ୍ରିୟ ପରିଚାଳନା

active deposite

ସକ୍ରୀୟ ବ୍ୟୁତପନ ଜମା

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App