भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଉତ୍କଟ

କିଛି ବର୍ଷ ପରେ ଖଣିଜ ତୈଳର ଉତ୍କଟ ଅଭାବ ହେବ
Kisan Word: ଘୋର
Kisan Sentence: କିଛି ବରଷ ବାଦେ ଖନିଜ ଇସୁଙ୍ଗଘି ଘୋର ଅଭାବ ମାନ
Oraon Word: ଡ଼େର୍‍
Oraon Sentence: କୁଛ ସାଲ ପଛେ ଖନିଜ ଇସୁଙ୍ଗଘି ଡ଼ୋର ଅଭାବ ମାନ

ଉତ୍ପତି

ଜମି ରହୁଥିବା ପାଣି ମଶାର ଉତ୍ପତି ସ୍ଥଳ ଅଟେ
Kisan Word: ସିର୍ଜାନ
Kisan Sentence: ଜାମରକା ଆମ୍ମୁଦ୍‍ ଗୁଁଡିଆଘି ସିର୍ଜାନ ଜାଗାଦ୍‍
Oraon Word: ସିର୍ଜାନ
Oraon Sentence: ଜାମରକା ଆମ୍ମୁଦ୍‍ ଗୁଁଡିଆଘି ସିର୍ଜାନ ଜାଗାଦ୍‍

ଉତ୍ସ

ଗ୍ରୀଷ୍ମ ଋତୁରେ ଉଚ୍ଚ ସ୍ରୋତ ଉତ୍ସ ଶୁଖିଯାଏ
Kisan Word: ହାଲ୍ଲେ
Kisan Sentence: ବିଡିନା ଉଲ୍ଲା ଆମ୍ମୁଘି ହାଲ୍ଲେ ବାତ୍ତି କାଇ
Oraon Word: ହାଲ୍ଲେ
Oraon Sentence: ଜାମ୍‌ରକା ଆମେନୁ ଭୁସଣି ଘି ସିର୍ଜାନ ଆଡ଼ାହିକେ

ଉତ୍ସାହୀ

ଉତ୍ସାହୀ ବ୍ୟକ୍ତି ସବୁ କାମରେ ସଫଳ ହୁଏ
Kisan Word: ଉତ୍‌ସାହି
Kisan Sentence: ଉତ୍‌ସାହି ଆଲାସ୍‍ ସାଫା ନାଲକୁନୁ କାମୟାବ ମାନ୍ଦାସ
Oraon Word: ଉତ୍‌ସାହି
Oraon Sentence: ଉତ୍‌ସାହି ଆଲାସ୍‍ ହୁରମିଁ ନାଲକୁନୁ କାମୟାବ ମାନ୍ଦାସ

ଉତ୍ତୋଳନ

ଖଣିରୁ ଖଣିଜ ପଥର ଉତ୍ତୋଳନ କରାଯାଏ
Kisan Word: ଅଥରନା
Kisan Sentence: ଖାଦାନ୍‌ତି ଖନିଜ ଚାଁଚା ଅଥରା କାଇ
Oraon Word: ଅଥରନା
Oraon Sentence: ଖାଦାନ୍‌ତି ଖନିଜ ପାଖନା ଅଥରନାମନି

ଉପବାସ

ଉପବାସ ଦ୍ୱାରା ପାକସ୍ଥଳି ବିଶ୍ରାମ ପାଇଥାଏ
Kisan Word: ଉପାସ
Kisan Sentence: ଉପାସଘି ଦ୍ୱାରା ହଜମ ପଟ୍ଟାଦ୍‍ ବିଶ୍ରାମ ହାଖିଦ୍‍
Oraon Word: ଉପାସ
Oraon Sentence: ଉପାସରାକାତି କୁଲପଟ୍ଟା ସାଥାର୍‌ନା ଆଓସାର ଖାଳି

ଉଠାଇ

ବେଳେବେଳେ ପବନ ଚାଳକୁ ଉଠାଇ ନେଇଥାଏ
Kisan Word: ଟେକନା
Kisan Sentence: ଅହନ୍‍ ଅହନ୍‍ ଧୁକାଦ ହାମି ଏଡପାନ ଟେକି ହୁଇକି
Oraon Word: ଟେକନା
Oraon Sentence: ଅହନ୍‍ ଅହନ୍‍ ଧୁକାଦ ହାମି ଏଡପାନ ଟେକି ହୁଇକି

ଉଭୟ

ବିଦ୍ୟାଳୟ ସଫା ରଖିବା ଛାତ୍ର ଛାତ୍ରୀ ଉଭୟଙ୍କ କର୍ତ୍ତବ୍ୟ ଅଟେ
Kisan Word: ଦୁହିଲୋକ
Kisan Sentence: ଇସ୍କୁଲନ୍‍ ସାଫା ଉଇନା ପାଢ଼ନା କୁକାଏ କୁକ୍କୋ ଦୁହିଲୋକରଘି କର୍ତ୍ତବ୍ୟତ୍‍
Oraon Word: ଦୁୟୋଝାନ୍‍
Oraon Sentence: ଇସ୍କୁରାନ ସାଫା ଉଇନା ପାଡ଼ାଉ କୁକୋ କୁକେ ଏ ଦୁୟୋଝାନାରଘି ନାଲାଖହକେ

ଉଇକେଟ

କ୍ରିକେଟର ଗୋଟିଏ ଦଳରେ ଏଗାରଟା ଉଇକେଟ ଥାଏ
Kisan Word: ଉଇକେଟ
Kisan Sentence: କିରକେଟଘି ଅଣ୍ଟା ଦଲନୁ ଏଗାରଟା ଉଇକେଟ ରାଇଦ୍‍
Oraon Word: ଉଇକେଟ
Oraon Sentence: କିରକେଟଘି ଅଣ୍ଟା ଦଲନୁ ଏଗାରଟା ଉଇକେଟ ରାଇଦ୍‍

ଉପହାର

ପବନ ଈଶ୍ୱର ଆମକୁ ଦେଇଥିବା ଉପହାର ଅଟେ
Kisan Word: ଉପହାର
Kisan Sentence: ହାୱାଦ‍ ଭଗବାନସଖି ନାମାଗେ ଚିଚକା ଉପହାରଦୁ
Oraon Word: ଉପହାର
Oraon Sentence: ତାକାତ୍‍ ଧାରମେସ ଘି ଚିଚ୍‌କା ଉପହାର ହିକେ

ଉପର

ବାୟୁ ମଣ୍ଡଳର ଉପର ଭାଗରେ ମହାଶୂନ୍ୟ ରହିଛି
Kisan Word: ମିଁୟା
Oraon Word: ମେଁୟା
Oraon Sentence: ତାକା ମାଣ୍ଡଲ ମେଁୟାହିସାନୁ ମାହାଶୂନ୍ୟ (ଆନସୁନ) ରାଇ

ଊଣା

ପାଠ ପଢ଼ା ଊଣା କର ନାହିଁ
Kisan Word: ଊଣା
Kisan Sentence: ପାଠ ପାଢ଼ାଗେ ଊଣା ଆମା କାମା
Oraon Word: ହେଡ଼ା
Oraon Sentence: ପାଠ ପାଢ଼ାଗେ ଊଣା ଆମା କାମା

ଊଳି

ଗ୍ରୀଷ୍ମ ଋତୁରେ ଏକ ଊଳି କାମ କରିବା ଭଲ
Kisan Word: ବେଡ଼ା
Kisan Sentence: ବିଡ଼ନା ଉଲ୍ଲା ଅଣ୍ଟା ବେଡ଼ା ନାଲଖୁ କାମନା ବାନେ
Oraon Word: ବେଡ଼ା
Oraon Sentence: ବିଡ଼ନା ଉଲ୍ଲା ଅଣ୍ଟା ବେଡ଼ା ନାଲଖ ନାନ୍ନା ଦାଓ

ଋତୁ

ଗ୍ରୀଷ୍ମ ଋତୁରେ ଆମ୍ବ ପାଚେ
Kisan Word: ରୁତୁ
Kisan Sentence: ବିଡ଼ନା ରୁତୁ ନୁ ଟାଠା ପାଆନି
Oraon Word: ଗାଲି
Oraon Sentence: ବିଡ଼ନା ଗାଲି ଟାଟ୍‌ଖା ପା-ଆନି

ଏଣେ ତେଣେ

ଆବର୍ଜନା ଏଣେ ତେଣେ ପକାନ୍ତୁ ନାହିଁ
Kisan Word: ଇୟା ହାୟା
Kisan Sentence: ମାଇଲା ଝାଇଲା ଇୟା ହାୟା ଆମା ଟିଡା
Oraon Word: ଇତରା ଆତ୍ରା
Oraon Sentence: କାନଟେ କାସୁହାନ ଆତ୍ରା ଇତ୍‌ରା ଆମା ଟିଡା

ଏଣ୍ଡୁଅ

ଏଣ୍ଡୁଅ କଙ୍କି ମାରି ଖାଏ
Kisan Word: ଟେଟେଙ୍ଗା
Kisan Sentence: ଟେଟେଙ୍ଗା ଫିଡ୍‌ଙ୍ଗି ପିଟିଦ୍‍ ଆରୁ ମହିଦ୍‍
Oraon Word: ଟେଟେଙ୍ଗା
Oraon Sentence: ଟେଟେଙ୍ଗା ତୁଣ୍ଡଲୁନ ପିଟି ମୁଖି

ଏକ

କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅଟେ
Kisan Word: ଅଣ୍ଟା
Kisan Sentence: ଆଲ୍ଲାଦ୍‍ ଅଣ୍ଟା ବିଶ୍ୱାସୀ ଜିବଦ୍‍
Oraon Word: ଅଣ୍ଟା
Oraon Sentence: ଆଲ୍ଲାଦ୍‍ ଅଣ୍ଟା ବିଶ୍ୱାସୀ ଜିବହିକେ

ଅଭ୍ୟାସ

ଗୀତ ଗାଇବା ଅଭ୍ୟାସ କର
Kisan Word: ହେବ୍‍ରା
Kisan Sentence: ଗିତୁ ପାଡାଗେ ହେବ୍‍ରା
Oraon Word: ହେବ୍‍ରା
Oraon Sentence: ଗିତୁ ପାଡାଗେ ହେବ୍‍ରାୟ

ଅଭିନୟ

ରବି ଭଲ ଅଭିନୟ କରି ଜାଣେ
Kisan Word: ନାଲାବେଚା
Kisan Sentence: ରବି ବାନେ ନାଲାବେଚାଗେ ଆହାଦାସ
Oraon Word: ତୋକନା ନାକାଲ
Oraon Sentence: ରବିସ ମେଦାନ ବେଶ ଚକ୍‌କାଆ ଅଖ୍‌ଦାସ

ଏକବାର ଛୁ

କୁକୁରକୁ ଦେଖି ମାଙ୍କଡ଼ ଏକବାର ଛୁ
Kisan Word: ଅହନାସାରେନ ବୁଙ୍ଗନା
Kisan Sentence: ଆଲ୍ଲାନ୍‍ ଏରିକିରି ବାନ୍ଦ୍ରାଦ୍‍ ଅହନାସାରେନ ବୁଙ୍ଗାଦ୍‍
Oraon Word: ଅନସରେ ଭଂନା
Oraon Sentence: ଆଲ୍ଲାନ୍‍ ଏରାକି ବାନ୍ଦ୍ରାନ ବିଦ୍ୟାଭାସନ ଭଂଗା

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App