भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଉପଦେଶ

ଗୁରୁଜନମାନଙ୍କର ଉପଦେଶ ମାନି ଚଳ
Kisan Word: ଉପଦେଶ
Kisan Sentence: ବାଡ଼କାଆଲାର୍‌ଘି ଉପଦେଶ ମାନା ଆରୁ ଚାଳରା
Oraon Word: ଉପଦେଶ
Oraon Sentence: କୋହାଆଲାର୍‌ଘି ଉପଦେଶାନ ମାନଆ ଆରୁ ଚାଲରା

ଉଭା

ଘନ ମେଘ ଆସ୍ତରଣ ମଧ୍ୟରେ ସୂର୍ଯ୍ୟ ଉଭା ହେଲେ
Kisan Word: ଫୁଟାଣି
Kisan Sentence: ଗର୍ବୀସ୍‌ଖି ଫୁଟାଣି ବୁଦ୍ଧିଦ୍‍ ତାଙ୍ଘାଏ ବିନାଶଘି କାରଣ
Oraon Word: ନୁଖୁରା
Oraon Sentence: ମଖାର ଜାଦାଲ ଭିତରେ ବିତିନ୍‍ ନୁଖ୍‌ରା

ଉଚ୍ଚସ୍ୱର

ରମା ମୋତେ ଉଚ୍ଚସ୍ୱରରେ ଡାକିଲା
Kisan Word: ଚିରରାରା
Kisan Sentence: ଉମାଦ ଏଙ୍ଗାନ୍‍ ଚିରରାରାଦ୍‍ ମେହିୟାଦ୍‍
Oraon Word: ଖାରଖାରାଏ
Oraon Sentence: ରମାଦ୍‍ ଏଙ୍ଗାନ ଖାରଖାରାଏଲେ ମିଖିଆ

ଉପକାର

ଅସହାୟ ଲୋକର ଉପକାର କର
Kisan Word: ଉପକାର
Kisan Sentence: ଅସହାୟ ଆଲାରଘି ଉପକାର କାମା
Oraon Word: ସାହେତା
Oraon Sentence: ଆସାହାୟ ଆଲାରିନ୍‍ ସାହେତା ନାନା

ଉଦ୍‌ଯୋଗ

ଦେଶ ସେବାରେ ଉଦ୍‌ଯୋଗ ଥିବା ଆବଶ୍ୟକ
Kisan Word: ଉଦ୍‌ଯୋଗ
Kisan Sentence: ରାଜୀ ସେବା କାମାଗେ ଉଦ୍‌ଯୋଗ ରାଆନା ଦାରକାର
Oraon Word: ଉଦ୍‌ଯୋଗ
Oraon Sentence: ରାଜୀ ସେବା କାମାଗେ ଉଦ୍‌ଯୋଗ ରାଆନା ଦାରକାର

ଉଇ

ଉଇ ବହି ପତ୍ର ଖାଇଯାଏ
Kisan Word: ଇମା
Kisan Sentence: ଇମା ବହି ପତର ମହି ଚି
Oraon Word: ଇମା
Oraon Sentence: ଇମା ବହି ପତରନ ମୁଁଖି ଚିଲ

ଉତ୍ତାପ

ଜ୍ୱର ହେଲେ ଦେହର ଉତ୍ତାପ ବଢ଼େ
Kisan Word: ଅରନା
Kisan Sentence: ନାଣୀ ଅନ୍ଦ୍ରକୁନ୍‍ ମେଦୁ ଘି ଅରନା ପାରଦିକାଇ
Oraon Word: ଅରନା
Oraon Sentence: ନାଣୀ ଅନ୍ଦ୍ରକୁନ୍‍ ମେଦୁ ଘି ଅରନା ପାରଦିକାଇ

ଉତ୍ପାଦନ

କୃଷି ଉତ୍ପାଦନ ବଢ଼ାଇବା ଆବଶ୍ୟକ
Kisan Word: ଉତ୍ପାଦନ
Kisan Sentence: ଖେତିବାଡିଘି ଉତ୍ପାଦନ ବାଢ଼ାବାନା ଦାରକାର
Oraon Word: ଉତ୍ପାଦନ
Oraon Sentence: ଖେତିବାଡିଘି ଉତ୍ପାଦନ ବାଢ଼ାବାନା ଦାରକାର

ଉଷୁମ

ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଭଲ
Kisan Word: ଉଷୁମ
Kisan Sentence: ପାଁୟା ଉଲ୍ଲା ଉଷୁମ ଆମ୍ମୁତି ଏମାନ୍‍ ବାନେଦ୍‍
Oraon Word: ଉଷୁମ
Oraon Sentence: ପାଁୟା ଉଲ୍ଲା ଉଷୁମ ଆମ୍ମୁତି ଏମାନ୍‍ ବାନେଦ୍‍

ଉଚିତ

ପିଲାମାନେ ପିତାମାତାଙ୍କର ଆଜ୍ଞାବହ ହେବା ଉଚିତ
Kisan Word: ଉଚିତ
Kisan Sentence: ହାଦ୍‌ଦାର ଆୟାଙ୍ଗ ବାଙ୍ଗରଘି କାଥା ମେନ୍ନା ଉଚିତ
Oraon Word: ଉଚିତ
Oraon Sentence: ହାଦ୍‌ଦାର ଆୟାଙ୍ଗ ବାଙ୍ଗରଘି କାଥା ମେନ୍ନା ଉଚିତ

ଉପକରଣ

ପାଠ ଉପକରଣ ସାଇତି ରଖ
Kisan Word: ଉପକରଣ
Kisan Sentence: ପାଢ଼ା ଉପକରଣ ସାଜାବା ଉୟା
Oraon Word: ଉପକରଣ
Oraon Sentence: ପାଢ଼ା ଉପକରଣ ସାଜାବା ଉୟା

ଉପସ୍ଥିତ

ଶିକ୍ଷକ ଡାକିବା ମାତ୍ରେ ମୁଁ ଉପସ୍ଥିତ ରହେ
Kisan Word: ଉପସ୍ଥିତ
Kisan Sentence: ମାଷ୍ଟରସ ମେହନା ଖାଣିନ୍‍ ଏନ୍‍ ଉପସ୍ଥିତ ମାନ୍ଦାନ
Oraon Word: ହାଜିର
Oraon Sentence: ମାଷ୍ଟାରାସଘି ମେଖ୍‌ନା ଖାନେମ୍‍ ହାଜିର ମାନ୍ଦାନ

ଉକୁଣି

ଅପରିଷ୍କାର ମୁଣ୍ଡରେ ଉକୁଣି ଜାତ ହୁଅନ୍ତି
Kisan Word: ପେନୁ
Kisan Sentence: ମାଇଲା କୁକ୍କୁନୁ ପେନୁ ମାନିଦ୍‍
Oraon Word: ପେନ୍‍
Oraon Sentence: ମାଇଲା କୁକୁନୁ ପେନ୍‍ ସିର୍‌ଜିରି

ଉତ୍ତର ଦିଗ

ଉତ୍ତର ଦିଗରୁ ଥଣ୍ଡା ପବନ ବହେ
Kisan Word: ଉତର ଦିଗ୍‍
Kisan Sentence: ଉତର ଦିଗ୍‍ନ୍ତି ଠାଣ୍ଡା ହାଉଆ ବାରି
Oraon Word: ଉତ୍ତାର କୋଣା
Oraon Sentence: ଉତ୍ତାର କୋଣାନ୍ତି ଠାଣ୍ଡା ତାକାବାରି

ଉତ୍କୃଷ୍ଟ

କନ୍ଧମାଳରେ ଉତ୍କୃଷ୍ଟ ହଳଦୀ ଉତ୍ପାଦନ କରାଯାଏ
Kisan Word: ବାଢ଼ିଆ
Kisan Sentence: କନ୍ଧମାଲନୁ ବାଢ଼ିଆ ବାଆଲ୍‌କା ଚାସ କାମା କାଇ
Oraon Word: ବାଢ଼ିଆ
Oraon Sentence: କନ୍ଧମାଲନୁ ବାଢ଼ିଆ ବାଆଲ୍‌କା ଭବବାନାର

ଉତ୍ପାଦିକା

ଜମିର ଉତ୍ପାଦିକା ଶକ୍ତି କମି ଗଲାଣି
Kisan Word: ଉପ୍‌ଜନ
Kisan Sentence: ହାଲ୍ଲୁଘି ଉପ୍‌ଜନ ଶକତି କମାରା କେରାଦିନ୍‍
Oraon Word: ଉପ୍‌ଜନ
Oraon Sentence: ହାଲ୍ଲୁଘି ଉପ୍‌ଜନ ଶକ୍‌ତି କମାରା କେରାଦିମ୍‍

ଉଚ୍ଚ

ଶାଗୁଣା ଖୁବ୍‍ ଉଚ୍ଚରେ ଉଡ଼ିପାରେ
Kisan Word: ମିଁୟା
Kisan Sentence: ରାବାଁଣଦ୍‍ ଖୁବ ମିଁୟା ଉଡ଼ିଆରା ଅଙ୍ଗି
Oraon Word: ମିଁୟା
Oraon Sentence: କାନ୍‌ହେରାଦ ଖୁବ ମିଁୟା ଉଡ଼ିଆରା ଅଙ୍ଗି

ଉଚ୍ଚାସନ

ସମ୍ମାନୀୟ ଅତିଥିଙ୍କୁ ଉଚ୍ଚ ଆସନରେ ବସାଯାଏ
Kisan Word: ମିଁୟାଜାଗା
Kisan Sentence: ସମ୍ମାନୀୟ ପାହ୍ୟାରଗେ ମିଁୟା ଜାଗା ଚିଆକାଇ
Oraon Word: ମିଁୟାଜାଗା
Oraon Sentence: ସମ୍ମାନୀୟ ପାହିସ୍ଥାରିନ ମେଚ୍ଛା ଆଡ଼ାନୁ ଅକତାରି

ଉତ୍ସନ୍ନ

ଦୁର୍ଘଟଣାରେ ତାର ସବୁ ଉତ୍ସନ୍ନ ହୋ‌ଇଗଲା
Kisan Word: ବର୍ବାଦ
Kisan Sentence: ଦୁର୍ଘଟାନା ନୁ ତାଙ୍ଘାଏ ସାଫା ବର୍ବାଦ ମାଞ୍ଚାକେରା
Oraon Word: ବର୍ବାଦ
Oraon Sentence: ଦୁର୍ଘଟାନା ନୁ ତାଙ୍ଘାଏ ସାଫା ବର୍ବାଦ ମାଞ୍ଚାକେରା

ଉତ୍ପାତ

ଦୁଷ୍ଟମାନଙ୍କର ଉତ୍ପାତ ବଢ଼ିବାରେ ଲାଗିଛି
Kisan Word: ଉତ୍‌ପାତ
Kisan Sentence: ବଦମାସ ଜାମାରଘି ଉତ୍‌ପାତ ବାଢ଼ରାଗେ ଲାକିଚି
Oraon Word: ଉତ୍‌ପାତ
Oraon Sentence: ବଦମାସ ଜାମାରଘି ଉତ୍‌ପାତ ବାଢ଼ରାଗେ ଲାକିଚି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App