भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଆୟୋଜନ

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜନ କରାଯାଏ
Kisan Word: ଆଙ୍ଗଟି
Kisan Sentence: ଆଙ୍ଗଟିଦ୍‍ ଧାରାଗେ ସାହାୟତା କାମିଦ୍‍
Oraon Word: ମୋଗଡ଼ାନା
Oraon Sentence: ସ୍କୁଲନୁ ବାଷିୟା ଡ଼େଓହାର ଯୋଗଡ଼ାନାର

ଆହୁରି

ଭଲ ଫଳ ପାଇବାକୁ ହେଲେ ଆହୁରି ପରିଶ୍ରମ କର
Kisan Word: ଆରୁ
Kisan Sentence: ବାନା ହାଖାଗେ ହାଲେ ଆରୁ ଖାଟା
Oraon Word: ଆରୁ
Oraon Sentence: ବାନା ହାଖାଗେ ହାଲେ ଆରୁ ଖାଟା

ଇଶ୍ୱର

ଇଶ୍ୱର ଆମର ସୃଷ୍ଟିକର୍ତ୍ତା ଅଟନ୍ତି
Kisan Word: ଭଗବାନ
Kisan Sentence: ଭଗବାନସ ନାମ୍‌ହାଏ ସିର୍ଜାନ୍‌ସ
Oraon Word: ଧର୍ମେସ
Oraon Sentence: ଧାର୍ମେସ ନାମହାଏ ସିର୍ଜାନକର୍ତ୍ତା ଡାଲଦାସ

ଇଟା

ଇଟା ଗଢ଼ି ପୋଡ଼ାଯାଏ
Kisan Word: ଇଟା
Kisan Sentence: ଇଟା ଗାଢିକିରି ବାସା କାଇ
Oraon Word: ଇଟ୍ଟା
Oraon Sentence: ଇଟ୍ଟା କାମଆଳି ବାସନାର

ଇସ୍ତ୍ରୀ

ଇସ୍ତ୍ରୀ କରିବା ପରେ ପୋଷାକ ପିନ୍ଧିବା ଭଲ
Kisan Word: ଇସ୍ତ୍ରୀ
Kisan Sentence: ଇସ୍ତ୍ରୀ କାମଚକା ବାନେ ଚିଢ଼ାପାଟା ଆତ୍‌ନା ପଜରନା ବାନେ
Oraon Word: ଇସ୍ତ୍ରୀ
Oraon Sentence: ଇସ୍ତ୍ରୀ କାମଚକା ପାଛେ ଚିଢ଼ାପାଟା ଆତ୍‌ନା ପଜରନା ବାନେ

ଉତ୍ତର

ପ୍ରଶ୍ନର ସଠିକ୍‍ ଉତ୍ତର ଦିଅ
Kisan Word: ଉତ୍ତର
Kisan Sentence: ପ୍ରଶ୍ନଘି ସଠିକ ଉତ୍ତର ଚିଆ
Oraon Word: ଉତ୍ତର
Oraon Sentence: ପ୍ରଶ୍ନଘି ସଠିକ ଉତ୍ତର ଚିଆ

ଉଚିତ

ପିଲା ମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ
Kisan Word: ଠିକ
Kisan Sentence: ହାଦ୍‌ଦାରିନ ଠିକ ଶିକ୍ଷା ଚିଆ
Oraon Word: ଦାଓ
Oraon Sentence: ହାଦ୍‌ଦାରିନ ଦାଓ ବୁଦ୍ଧି ଚିଆ

ଉଦୟ

ପ୍ରତିଦିନ ଠିକ୍‍ ସମୟରେ ସୂର୍ଯ୍ୟ ଉଦୟ ହୁଏ
Kisan Word: ବିଡ଼ ଆର୍‌ଗନା
Kisan Sentence: ରୋଜ ଠିକ ବେଡାନୁ ବିଡି ଆରଗି
Oraon Word: ବିଡ଼ ଆର୍‌ଗନା
Oraon Sentence: ରୋଜ ଠିକ ବେଡାନୁ ବିଡି ଆରଗି

ଉପାଧି

ବିଜ୍ଞ ଲୋକମାନଙ୍କୁ ଯୋଗ୍ୟ ଉପାଧି ଦିଆଯାଏ
Kisan Word: ପାହ୍ୟା
Kisan Sentence: ବୁଦ୍ଧିଆଲ ଆଲାରଗେ ସଠିକ ପାହ୍ୟା ଚିଆ କାଇ
Oraon Word: ଝାବା
Oraon Sentence: ବୁଦ୍ଧିମାନ ଆଲାରଗେ ଉଚିତ ଝାବାନୁ ଝାବରାନାର

ଉପଯୁକ୍ତ

ରୋଗୀକୁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ
Kisan Word: ସଠିକ
Kisan Sentence: ବେମାରିଆସକେ ସଠିକ ସେବାସୁତର ଦାରକାର
Oraon Word: ସଠିକ
Oraon Sentence: ବେମାରିଆସଗେ ସଠିକ ସେବାସୁତର ଦାରକାର

ଉଦ୍ଭାବନ

ମାର୍କୋନି ରେଡ଼ିଓ ଉଦ୍ଭାବନ କରିଥିଲେ
Kisan Word: ଉଦ୍ଭାବନ
Kisan Sentence: ମାର୍କୋନି ରେଡ଼ିଓ ବନ ଉଦ୍ଭାବନ କାମ୍‌ଚାକା ଚାସ
Oraon Word: ଉଦ୍ଭାବନ
Oraon Sentence: ମାର୍କୋନି ରେଡ଼ିଓ ବନ ଉଦ୍ଭାବନ କାମ୍‌ଚାକା ଚାସ

ଉହାଡ଼

ପାହାଡ଼ ଉହାଡ଼ରେ ସୂର୍ଯ୍ୟ ଲୁଚିଗଲେ
Kisan Word: ପାଛଲି
Kisan Sentence: ପାର୍ତ୍ତାଘି ପାଛଲି ବିଡ଼ି ନୁହୁରା କେରା
Oraon Word: ପାଛଲି
Oraon Sentence: ପାର୍ତ୍ତାଘି ପାଛଲି ବିଡ଼ି ନୁହୁରା କେରା

ଉପାୟ

ମନ ଥିଲେ ଉପାୟ ଆସେ
Kisan Word: ଉପାୟ
Kisan Sentence: ମନ ରାଚକୁନ ଉପାୟ ବାରି
Oraon Word: ଉପାୟ
Oraon Sentence: ମନ ରାଚକୁନ ଉପାୟ ବାରି

ଉଚ୍ଚତା

ରବି ଉଚ୍ଚତାରେ ସବୁଠୁ ଡେଙ୍ଗା ପିଲା ଅଟେ
Kisan Word: ମେଚ୍ଛା
Kisan Sentence: ରବିସ ମେଚ୍ଛାନୁ ସାଫାର ଘିନତିନ ଲାମ୍ବା କୁକ୍କୋସ
Oraon Word: ମେଚ୍ଛା
Oraon Sentence: ରବିସ ମେଚ୍ଛାନୁ ହୋରମାରଃ ମେଚ୍ଛା କୁକୋସ ହିକଦାସ

ଉନ୍ନତି

ପିତାମାତା ପିଲାମାନଙ୍କର ଉନ୍ନତି କାମନା କରନ୍ତି
Kisan Word: ମିୟା ଆରଗନା
Kisan Sentence: ବାଙ୍ଗ ଆୟାଙ୍ଗ ଜାମାର ହାଦ୍‌ଦାରଘି ମିୟା ଆରଗନାନ୍‍ କାମନା କାମନାୟ
Oraon Word: ପାରଦ୍‌ନା
Oraon Sentence: କାଙ୍ଗାୟୋର ଖଦ୍ଦାରଘି ଆଗେ ପାରଦନାନ୍‍ ଇଚ୍ଛା କାମନାର

ଉର୍ଦ୍ଧକ୍ରମ

ଉର୍ଦ୍ଧକ୍ରମରେ ସଜାଇ ରଖ
Kisan Word: ମିରତିତାରତି
Kisan Sentence: ମିରତିତାରତି ସଜାବ ଉୟା
Oraon Word: କୋହାସାନ୍ନି
Oraon Sentence: କୋହାନ୍ତି ସାନ୍ନି ସାଜାଭାୟା ଭୟା

ଉତ୍ସାହିତ

ପ୍ରଶଂସା ମିଳିଲେ ସମସ୍ତେ ଉତ୍ସାହିତ ହୁଅନ୍ତି
Kisan Word: ପାଙ୍ଗପାଙ୍ଗରାନା
Kisan Sentence: ପ୍ରଶଂସା ହାକ୍କୁନ ସାଫାର ପାଙ୍ଗପାଙ୍ଗରାନା
Oraon Word: ଖୁସି
Oraon Sentence: ମାଇନ ମରଜାଜ ଖାଳୁନ୍ତେ ହରମାର ଖୁସି ମାନ୍ନାର

ଉପରେ

ଚାଳ ଉପରେ କାଉଟିଏ ବସିଛି
Kisan Word: ମିଁୟା
Kisan Sentence: ହାମି ମିଁୟା ହାହା ଅଣ୍ଟା ଅକ୍କିଚିଦ୍‍
Oraon Word: ମିଁୟା
Oraon Sentence: ମେସ୍‌ଗା ମିଁୟା କାୱା ଅଣ୍ଟା ଭଳିରି

ଉତ୍ତମ

ମୀନା ଜଣେ ଉତ୍ତମ ବାଳିକା ଅଟେ
Kisan Word: ବାନେ
Kisan Sentence: ମିନାବଦ୍‍ ଅଣ୍ଟା ବାନେ କୁକାଏଦ୍‍
Oraon Word: ବାନେ
Oraon Sentence: ମିନାବଦ୍‍ ଅଣ୍ଟା ବାନେ କୁକାଏଦ୍‍

ଉଡ଼ିବା

ଛୁଆ ପକ୍ଷୀ ମାଆଠାରୁ ଉଡ଼ିବା ଶିଖେ
Kisan Word: ଉଡ଼ିଆରାନା
Kisan Sentence: ହାଦ୍‌ଦୁ ଅଡ଼ା ତଙ୍ଗିୟତିନ ଉଡ଼ିଆରା ଶିଖରିଦ୍‍
Oraon Word: ଉଡ଼ିଆରାନା
Oraon Sentence: ହାଦ୍‌ଦୁ ଅଡ଼ା ତଙ୍ଗିୟତିନ ଉଡ଼ିଆରା ଶିଖରିଦ୍‍

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App