भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଆଦିମ ମଣିଷ

ଆଦିମ ମଣିଷ ଶିକ୍ଷିତ ନ ଥିଲେ
Kisan Word: ପୁରୁଖା ଆଲ
Kisan Sentence: ପୁରୁଖା ଆଲାର ମୁରୁଖ ରାଚାର
Oraon Word: ପୁରୁଖା ଆଲ
Oraon Sentence: ପୁରୁଖା ଆଲାର ମୁରୁଖ ରାଚାର

ଆମ୍ଲେଟ

ଅଣ୍ଡା ଆମ୍ଲେଟ ଖାଇବାକୁ ରୁଚିକର ଲାଗେ
Kisan Word: ଆମଲେଟ
Kisan Sentence: ମାଞ୍ଜି ଆମଲେଟ ମଁହାଗେ ବାନେ ଲାଗିଦ୍‍
Oraon Word: ଆମଲେଟ
Oraon Sentence: ମାଞ୍ଜି ଆମଲେଟ ମଁହାଗେ ବାନେ ଲାଗିଦ୍‍

ଆବଶ୍ୟକ

ବ୍ୟାୟାମ ଆମ ଶରୀର ପାଇଁ ଆବଶ୍ୟକ ଅଟେ
Kisan Word: ଦାରକାର
Kisan Sentence: ବ୍ୟାୟାମ ନାମା ମେଦୁଘି ଲାଗାନ୍‍ ଦାରକାର ଆତ୍‌ଲିଦ୍‍
Oraon Word: ଦାରକାର
Oraon Sentence: ବ୍ୟାୟାମ ନାମା ମେଦୁଘି ଲାଗାନ୍‍ ଦାରକାର ଆତ୍‌ଲିଦ୍‍

ଆମ ଗାଁ

ଆମ ଗାଁ ଉପର ମୁଣ୍ଡରେ ପାହାଡ଼ଟିଏ ଅଛି
Kisan Word: ଏମ୍‌ହାଏ ଡିହି
Kisan Sentence: ଏମ୍‌ହାଏ ଡିହି ମିଁଆନୁ ପାର୍ତ୍ତା ଅଣ୍ଟା ଆତଲିଦ୍‍
Oraon Word: ଏମ୍‌ହାଏ ଡିହି
Oraon Sentence: ଏମ୍‌ହାଏ ଡିହି ମିଁଆନୁ ପାର୍ତ୍ତା ଅଣ୍ଟା ଆତଲିଦ୍‍

ଆମ୍ବ ଟାକୁଆ

ଆଦିବାସୀ ମାନେ ଆମ୍ବ ଟାକୁଆର କୁଇଲି ଖାଆନ୍ତି
Kisan Word: ଟାଠା ଟାକୁ
Kisan Sentence: ଆଦିବାସୀ ଜାମାର ଟାଠା ଟାକୁନ୍ତା କୁଇଲି ମହନାଏ
Oraon Word: ଟାଟଖା ଆଠୁ
Oraon Sentence: ଆଦିବାସୀର ଟାଟଖା ଆଠୁନ୍ତା ବିସନ ମଖନାର

ଆତୁର

ପରୀକ୍ଷା ଫଳ ଜାଣିବା ପାଇଁ ପିଲେ ଆତୁର ହୋଇଥାନ୍ତି
Kisan Word: ଆକୁଲ ପାକୁଲ
Kisan Sentence: ପରୀକ୍ଷା ଫଳ ଆହାଗେ ହାଦ୍‌ଦାର ଆକୁଲ ପାକୁଲ ମାନା କାଲନାଏ
Oraon Word: ଆକୁଲ ବାକୁଲ
Oraon Sentence: ପରୀକ୍ଷା ଫଳ ଆହାଗେ ହାଦ୍‌ଦାର ଆକୁଲ ବାକୁଲ ମାନା କାଲନାଏ

ଆସ୍ଫାଳନ

ମନୁଷ୍ୟର ଆସ୍ଫାଳନ ବୃଥା ହୋଇଥାଏ
Kisan Word: ଡିଙ୍ଗ ମାରନା
Kisan Sentence: ମାନାୟରଘି ଡିଙ୍ଗ ମାରନା ବେକାର ମାନି
Oraon Word: ଡିଙ୍ଗ ଲଡ଼ନା
Oraon Sentence: ମାନୱାରଘି ଡ଼ିଙ୍ଗଲାଓନା ବେକାର ମାନିକାଲି

ଆସ୍ପର୍ଦ୍ଧା

ଗର୍ବୀର ଆସ୍ପର୍ଦ୍ଧା ତାର ବିନାଶର କାରଣ ଅଟେ
Kisan Word: ଫୁଟାଣି
Kisan Sentence: ଗର୍ବୀସ୍‌ଖି ଫୁଟାଣି ବୁଦ୍ଧିଦ୍‌ ତାଙ୍ଘାଏ ବିନାଶଘି କାରଣ
Oraon Word: ଫୁଟାଣି
Oraon Sentence: ଗର୍ବୀସ୍‌ଖି ଫୁଟାଣି ବୁଦ୍ଧିଦ୍‌ ତାଙ୍ଘାଏ ବିନାଶଘି କାରଣ

ଆଙ୍ଗୁଠି

ଆଙ୍ଗୁଠି ଧରିବାରେ ସାହାଯ୍ୟ କର
Kisan Word: ଆଙ୍ଗଟି
Kisan Sentence: ଆଙ୍ଗଟିଦ୍‍ ଧାରାଗେ ସାହାୟତା କାମିଦ୍‍
Oraon Word: ଆଙ୍ଗଲି
Oraon Sentence: ଆଙ୍ଗଲିନ ଧାରାଗେ ସାହେତା ନାନା

ଆଖଡ଼ା ଘର

ପୂର୍ବକାଳର ଆଖଡ଼ା ଘର ବର୍ତ୍ତମାନ ଆଉ ନାହିଁ
Kisan Word: ଆଖଡା ଏଡ୍‌ପା
Kisan Sentence: ଆଘଲି ଜୁଗୁନ୍ତା ଆଖଡା ଏଡ୍‌ପା ଆକ୍‌କୁନ ମାଲ୍ଲାଦିନ୍‍
Oraon Word: ଆଖଡା ଏଡ୍‌ପା
Oraon Sentence: ଆଘଲି ଜୁଗୁନ୍ତା ଆଖଡା ଏଡ୍‌ପା ଆକ୍‌କୁନ ମାଲ୍ଲାଦିନ୍‍

ଆଶ୍ୱସ୍ତ

ଭଲ ଫସଲ ଦେଖି ଚାଷୀ ଆଶ୍ୱସ୍ତ ହୁଅନ୍ତି
Kisan Word: ଖୁସି
Kisan Sentence: ଭଲ ଫସଲ ଏରି ଚାସି ଖୁସି ମାନ୍ଦାସ୍‍
Oraon Word: ଖୁସି
Oraon Sentence: ବାଡ଼ିୟା ଫାସାଲ ଏରାକି ଚାଷିସ୍‍ ଖୁସମାର ଦାସ

ଆଗ୍ରହୀ

ପିଲାମାନେ ପାଠ ପଢ଼ାରେ ଅଧିକ ଆଗ୍ରହୀ ହେବା ଉଚିତ
Kisan Word: ଧ୍ୟାନ ଚିଇନା
Kisan Sentence: ହାଦ୍‌ଦାର ପାଠ ପାଢ଼ାଗେ ଧ୍ୟାନ ଚିଇନା କାଥା
Oraon Word: ଧ୍ୟାନ ଚିଇନା
Oraon Sentence: ହାଦ୍‌ଦାର ପାଠ ପାଢ଼ାଗେ ଧ୍ୟାନ ଚିଇନା କାଥା

ଆନନ୍ଦ

ଈଶ୍ୱର ଭୟ ପ୍ରକୃତ ଆନନ୍ଦ ଦିଏ
Kisan Word: ଖୁସି
Kisan Sentence: ଭଗବାନସିନ୍‍ ଏଲଚନା ପ୍ରକୃତନୁ ଖୁସି ଚିଇଦ୍‍
Oraon Word: ଖୁସି
Oraon Sentence: ଧାର୍ମେସିନ ଏଲଚନାନ୍ତି ପ୍ରାକୃତନୁ ଖୁସି ଚିଇ

ଆସ

ଆସ ସ୍କୁଲକୁ ଯିବା
Kisan Word: ବାରା
Kisan Sentence: ବାରା ଇସ୍କୁଲ କତ୍‍
Oraon Word: ବାରା
Oraon Sentence: ବାରା ଇସ୍କୁଲ କତ୍‍

ଆଗ

ଆଗ ଧାଡ଼ିରେ ବସିଲେ ଶିକ୍ଷା ଦାନ ଭଲ ଶୁଭେ
Kisan Word: ଆଘ୍‌ଲି
Kisan Sentence: ଆଘ୍‌ଲି ଧାଡ଼ିନୁ ଅକ୍‌କୁନ ଶିକ୍ଷାଦାନ ବାନେ ମେନ୍ଦ୍ରି
Oraon Word: ଆଘ୍‌ଲି
Oraon Sentence: ଆଘ୍‌ଲି ଧାଡ଼ିନୁ ଅକ୍‌କୁନ ଶିକ୍ଷାଦାନ ବାନେ ମେନ୍ଦ୍ରି

ଆରମ୍ଭ

ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରିବା ଭଲ
Kisan Word: ଶୁରୁ
Kisan Sentence: ଭଗବାନସିନ ଗୁହାର କାମିକିରି ନାଲଖୁ ଶୁରୁ କାମନାଦ୍‍ ବାନେ
Oraon Word: ଶୁରୁ
Oraon Sentence: ଭଗବାନସିନ ଗୁହାର କାମିକିରି ନାଲଖୁ ଶୁରୁ କାମନାଦ୍‍ ବାନେ

ଆତ

ଆତ ଫଳ ଭାରି ସୁଆଦିଆ ଲାଗେ
Kisan Word: ବଢେଲ
Kisan Sentence: ବଢେଲ ଫାଡୁ ବାନେ ଏମ୍ବା ଲାଗିଦ୍‍
Oraon Word: ନେୱା
Oraon Sentence: ନେୱା ଖାଞ୍ଜପା ବେସ ଏମ୍ବା ଲାଗି

ଆଶା

ପରିଶ୍ରମ ବିହୀନ ଆଶା ବୃଥାରେ ଯାଏ
Kisan Word: ଆଶା
Kisan Sentence: ବିନ୍‍ ଖାଟନିନୁ ଆଶା କାମନାଦ୍‍ ବେକାର
Oraon Word: ଆଶ୍ରା
Oraon Sentence: ବିନା ମିହନାଇତନୁ ଆଶ୍ରାକାମନାଦ ବେକାର

ଆଲମିରା

ଆଲମିରାରେ ବହି ପତ୍ର ସୁରକ୍ଷିତ ରହେ
Kisan Word: ଆଲମାରି
Kisan Sentence: ଆଲମାରିନୁ ବହି ପତର ବାନେ ରାଇ
Oraon Word: ଆଲମାରି
Oraon Sentence: ଆଲମାରିନୁ ବହି ପତର ବାନେ ରାଇ

ଆଙ୍କୁଡ଼ି

ଆଙ୍କୁଡ଼ି ସହାଯ୍ୟରେ ଆମ୍ବ ତୋଳାଯାଏ
Kisan Word: ଟୁଣସି
Kisan Sentence: ଟୁଣସି ଲାଠିତି ଟାଠା ଚହା କାଇ
Oraon Word: ଟୁଣସି
Oraon Sentence: ଟୁଣସି ଲାଠିତି ଟାଟଖା ଚଖ୍‌ତାରି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App