भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଅନୁମାନ

ଅନୁମାନ ଦ୍ୱାରା କାର୍ଯ୍ୟ ସଫଳ ହୁଏ ନାହିଁ
Kisan Word: ଅନୁମାନ୍‍
Kisan Sentence: ଅନୁମାନ୍‍ କାମାକରି ନାଲଖୁ ସଫଲ ମାମାନୀ
Oraon Word: ଆଇକାନା
Oraon Sentence: ଆଇକାଚକା ନାଲାଖ ସାଫାଲ ମାମାନୋ

ଅନେକ

ଆମ ଦେଶରେ ଅନେକ ସମସ୍ୟା ଅଛି
Kisan Word: ଏଉଁଟା
Kisan Sentence: ଏମ୍‌ହାଏ ରଜୀନୁ ଏଉଁଟା ସାମାସ୍ୟା ଆତଲିଦ୍‍
Oraon Word: ଏଉଁଟା
Oraon Sentence: ଏମ୍‌ହାଏ ରଜୀନୁ ଏଉଁଟା ସାମାସ୍ୟା ଆତଲିଦ୍‍

ଅଦଳ ବଦଳ

ପୂର୍ବ କାଳରେ ଅଦଳ ବଦଳ ଦ୍ୱାରା କିଣାବିକା ହେଉଥିଲା
Kisan Word: ବାଦାଲା ବୁଦିଲି
Kisan Sentence: ଆଘ୍‌ଲିନ୍ତା ଯୁଗୁନୁ ବାଦାଲା ବୁଦିଲି କାମାକିରା ହେନ୍ଦନା ବିଶନା ମାନାଲିୟାଦ
Oraon Word: ବାଦଲା ବାଦ୍‌ଲି
Oraon Sentence: ହୁଲୋ ପାରିୟାକୁ ଖେନ୍ଦ୍ ନା ବିସ୍‌ନାଦ ବାଦଲା ବାଦଲନୁ ମାନାଲିୟା

ଅଣ୍ଡା

ଅଣ୍ଡାର କେଶର ଦେହ ପାଇଁ ହିତକାରକ
Kisan Word: ମାଞ୍ଜି
Kisan Sentence: ମାଞ୍ଜିଘି ବେଲ ମେଦୁଗି ଲାଗାନ ବାନେଦ୍‍
Oraon Word: ବିଇ
Oraon Sentence: ବିଇଷି ମାଞ୍ଜ ମେଦ୍‌ଗେ ଦାଓ ନାଲାଖ ନାନି

ଅଷ୍ଟମ

ମୋ ବଡ଼ ଭଉଣୀ ଅଷ୍ଟମ ଶ୍ରେଣୀରେ ପଢ଼େ
Kisan Word: ଅଷ୍ଟମ
Kisan Sentence: ଏଙ୍ଘାଏ ବାଡ୍‌କା ବୁହୁଣୀ ଅଷ୍ଟମ ଶ୍ରେଣୀନୁ ପାଢ଼ିଦ୍‍
Oraon Word: ଅଷ୍ଟମ
Oraon Sentence: ଏଙ୍ଘାଏ କୋହା ଦାୟା ଆଡ୍‍ କାଲାସନୁ ପାଡ଼ିଇ

ଅନୁସାରେ

ଉଚ୍ଚତା ଅନୁସାରେ ଠିଆ ହୁଅ
Kisan Word: ହିସାବନୁ
Kisan Sentence: ମେଛା ହିସାବନୁ ଇଲା
Oraon Word: ହିସାବନୁ
Oraon Sentence: ମେଛା ହିସାବନୁ ଇଜ୍‌ଆ

ଅନ୍ତନଳୀ

ଅନ୍ତନଳୀ ସଫା ରଖିବାକୁ ଯଥେଷ୍ଟ ପାଣି ଆବଶ୍ୟକ
Kisan Word: ପଟ୍ଟା
Kisan Sentence: ପଟ୍ଟା ସାଫା ଉୟାଗେ ବହୁତ ଆମ୍‌ମୁ ଦାରକାର
Oraon Word: ପଟ୍ଟା
Oraon Sentence: ପଟ୍ଟା ସାଫା ଉୟାଗେ ବହୁତ ଆମ୍‌ମୁ ଦାରକାର

ଅନାଇବା

ଭିକାରୀଟି କରୁଣ ଦୃଷ୍ଟିରେ ଅନାଇଛି
Kisan Word: ଏର୍‌ନା
Kisan Sentence: ମାଙ୍ଗତାରିସ୍‍ ଗଡ୍‍ ଗଡ଼ା ହାନୁଃନୁ ଏରାଲଦାସ୍‍
Oraon Word: ଏର୍‌ନା
Oraon Sentence: ତେମ୍ବୁସ ସଗସଗାଲେ ଏରାଲଦାସ୍‍

ଅଣ୍ଡାକୃତି

ପୃଥିବୀର କକ୍ଷପଥ ଅଣ୍ଡାକୃତି ଅଟେ
Kisan Word: ମାଞ୍ଜିଢ଼ଙ୍ଗର
Kisan Sentence: ଧାରତିଘି କୁଦନା ପାବୁ ମାଞ୍ଜିଢ଼ଙ୍ଗର
Oraon Word: ବିଇଲେଖା
Oraon Sentence: ଧାରତି ଘି କିରନା ଡାହରେ ବିଇଲେଖା ରାଇ

ଅନ୍ଧାର

ଅନ୍ଧାର ରାତିରେ ଚୋର ଭୟ ଥାଏ
Kisan Word: ଉହା
Kisan Sentence: ଉହା ମାହାନୁ ଚର୍‌ରାଘି ଏଲଚ୍‌କା ରାଇଦ୍‍
Oraon Word: ଉଖା
Oraon Sentence: ଉଖା ମାଖାନୁ ତରାର୍‍ ଘିଡ଼ାର ରାଇ

ଅର୍ଦ୍ଧକ ଅଂଶ

ମୋ ମିଠେଇର ଅର୍ଦ୍ଧକ ଅଂଶ ସାନଭାଇକୁ ଦେଲି
Kisan Word: ଆଧାଭାଗ
Kisan Sentence: ଏଙ୍ଘାଏ ମିଠେଘି ଆଧାଭାଗ ଛୋଟେ ଭାଇସିନ୍‍ ଚିଚ୍‌କାନ୍‍
Oraon Word: ଅନଖାତା
Oraon Sentence: ଏଙ୍ଘାଏ ମିଠାଘି ଅନଖାଣା ସାନ୍ନ ଭାଇସ୍‌ଗେ ଚିଚ୍‌କାନ

ଅଭାବୀ

ଆମ ଗ୍ରାମରେ ଅନେକ ଅଭାବୀ ଲୋକ ଅଛନ୍ତି
Kisan Word: ଅଭାବି
Kisan Sentence: ଏମ୍‌ହାଏ ଡ଼ିହିନୁ ଏଉଁଟା ଅଭାବି ଆଲାର ଆତ୍‌ଲାର
Oraon Word: ଅଭାବି
Oraon Sentence: ଏମ୍‌ହାଏ ପାଦ୍ଦାନୁ ଏଉଁଟା ଅଭାବି ଆଲାର ଆତ୍‌ଲାର

ଅପକାରିତା

ଧୂମ ପାନର ଅପକାରିତା ଅତି ଭୟଙ୍କର
Kisan Word: ନ୍ୟାୟ ବିଚାର
Kisan Sentence: ଏମ୍‌ହାଏ ରଜୀନୁ ଯେତେନନ୍ତି ବାଡ଼ାକା ନ୍ୟାୟ ବିଚାର ଆତଲିଦା
Oraon Word: ଆଓଗୁନ୍‍
Oraon Sentence: ବିଡ଼ି ସିଗ୍‌ରେଟ୍‍ ଓନ୍‌ନ୍ନାନୁ ଭାୟାଙ୍କାର ଆଓଗୁନ ରାଇ

ଅଭାବ

ପରିଶ୍ରମୀର ଅଭାବ ନ ଥାଏ
Kisan Word: ଅଭାବ
Kisan Sentence: ନାଲଖୁ କାମୁରଗେ ଅଭାବ ମା ରାଇଦ୍‍
Oraon Word: ଅଭାବ
Oraon Sentence: କାମିୟାର ଗେ ଏନ୍ଦରାହୁଁ ଅଭାବ ମାନାନି

ଅନୁସରଣ

ଆମେ ଧାର୍ମିକର ଅନୁସରଣ କରିବା ଉଚିତ
Kisan Word: ଏରିକିରି
Kisan Sentence: ନାମ ଧାର୍ମିକସିନ ଏରିକିରି କାମନା କାଥାଦ୍‍
Oraon Word: ଏରିକିରି
Oraon Sentence: ନାମ ଧାରାମ ଆଗୁଆ ସିନ ଏରାକି ଗୁଡ଼ିୟାନ ଦାଓ

ଅକାଳ

ମଦ୍ୟପାନ ହେତୁ ତାଙ୍କର ଅକାଳରେ ମୃତ୍ୟୁ ହେଲା
Kisan Word: ଅସମିୟଁ
Kisan Sentence: ଆରଖି ହାପ୍‌ନା ଲାଗାନ ତାଙ୍ଘାଏ ଅସମୟନୁ ଜୀୟା କେରାଦ
Oraon Word: ବେସାମାୟ
Oraon Sentence: ଆରଖ ଓନ୍ନା ଚାଲ୍‌ତେ ତାଙ୍ଘା ବେସାମାୟଁନୁ ନିୟା କେରା

ଅଶ୍ୱତଥ୍‍

ଅଶ୍ୱତଥ୍‍ ଗଛର ଛାଇ ଭାରି ଥଣ୍ଡା ଲାଗେ
Kisan Word: ଚିଠା
Kisan Sentence: ଚିଠା ମାନୁନ୍‌ନ୍ତା ଅଁଠୁଦ୍‍ ମୁରୁକ୍‍ ଥାଣ୍ଡା ଲାଗିଦ୍‍
Oraon Word: ଚିଟ୍‌ଖା
Oraon Sentence: ଚିଟ୍‌ଖା ମାନ୍ନେନ୍ତା ଏଖ୍‍ ଆନାଇତ ପଣହା ଲାଗି

ଆଲୋଚନା

ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୁଏ
Kisan Word: କଥାବାର୍ତ୍ତା
Kisan Sentence: କଥାବାର୍ତ୍ତା ଲାଗିନ୍‍ ସାମାସ୍ୟା ସାମାଧାନ ମାନିଦ୍‍
Oraon Word: କାଛନାଖାରନା
Oraon Sentence: କାଛନାଖାରନା ଆଖ୍‌ନାତ ସାମାସ୍ୟା ସାମାଧାନ ମାନି

ଆଦାୟ

ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି
Kisan Word: ଆଦାୟ
Kisan Sentence: ଚାଷୀ ଜାମାର ହାଲୁନ୍ତି ଫସଲ ଆଦାୟ କାମନାୟ
Oraon Word: ଆଦାୟ
Oraon Sentence: ଚାଷୀରଅ ଖାଲ୍ଲେନ୍ତି ଫାସାଲ ଆଦାୟ ନାନାଇ

ଆଖିରେ ରଖିବା

ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ
Kisan Word: ନଜରନୁ
Kisan Sentence: ବାଙ୍ଗ ଆୟାଙ୍ଗ ନିଜ ହାଦୁସିନ ନଜରନୁ ଉଇନା କାଥା
Oraon Word: ନାଜାଇରନୁ
Oraon Sentence: ଆୟାଂ ବାଙ୍ଗାର ତାଙ୍ଗଆ ଖାଦ୍ଦାରାନ୍‍ ନାଜାଇରନୁ ଭଇନା କାଥା

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App