भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଅଳ୍ପାୟୁ

ନିଶା ସେବନ କଲେ ଅଳ୍ପାୟୁ ହୁଏ
Kisan Word: କମ୍‍ ଆୟୁ
Kisan Sentence: ଆର୍‌ଖି ଝାରା ହାପୁକୁନୁ କମ୍‍ ଆୟୁ ମାନିଦ୍‍
Oraon Word: ସାମାଇ କାମ
Oraon Sentence: ଆରଖି ଝାରା ଓଣ୍ଡକୁନ୍ତେ ସାମାୟି କାମ ମାନି

ଅମଙ୍ଗ

ମିଲି ବଣକୁ ଯିବାକୁ ଅମଙ୍ଗ ହେଲା
Kisan Word: ପାଚଘୁଚୁରା
Kisan Sentence: ମିଲି ହାର୍ବୁ କାଲାଗେ ପାଚଘୁଚୁରାଦ୍‍
Oraon Word: ପାଇଛ କିରନା
Oraon Sentence: ମିଲିସ୍‍ ଟାଡ଼ାଙ୍ଗ କାଲାଗେ ପାଇଛ କିରିୟାସ

ଅସ୍ତ୍ର

ଯେ ଅସ୍ତ୍ର ଧାରଣ କରେ ସେ ଅସ୍ତ୍ରରେ ମରେ
Kisan Word: ହାତିଆର
Kisan Sentence: ନେଦ ହାତିଆର ଧାର୍‌ନାୟଁ ଆଶ ହାତିଆର ନୁ ଖେଦାସ୍‍
Oraon Word: ହାତିଆର
Oraon Sentence: ନେଦ ହାତିଆର ଧାର୍‌ନାୟଁ ଆଶ ହାତିଆର ନୁ ଖେଦାସ୍‍

ଅଳି

ମିନି ସ୍କୁଲକୁ ଯିବା ନିମନ୍ତେ ଅଳି କରୁଛି
Kisan Word: ଜିଦି
Kisan Sentence: ମିନି ଇସ୍କୁଲ କାଲାଗେ ଜିଦି କାମାଲି
Oraon Word: ଜିଦି
Oraon Sentence: ମିନି ଇସ୍କୁଲ କାଲାଗେ ଜିଦି କାମାଲି

ଅର୍ଦ୍ଧରାତ୍ର

ଚୋର ଅର୍ଦ୍ଧରାତ୍ରରେ ବାହାରେ
Kisan Word: ଆଧାମାହା
Kisan Sentence: ଚରାହାସ ଆଧାମାହା ଉରଖୁଦାସ୍‍
Oraon Word: ଆଧାମାହା
Oraon Sentence: ଚରାହାସ ଆଧାମାହା ଉରଖୁଦାସ୍‍

ଅଦ୍ଭୁତ

ଆକାଶରେ ବେଳେବେଳେ ଅଦ୍ଭୁତ ଦୃଶ୍ୟ ଦେଖାଯାଏ
Kisan Word: ମାହାରକମ
Kisan Sentence: ସାରାଗନୁ ଅହନ‍ଅହନ ମାହାରକମ ବାନ୍ନା ଏଥ୍ରିଦ୍‍
Oraon Word: ଆନମାନସା
Oraon Sentence: ମେରଖାନୁ ଅଂହନ ଅଂହନ ଆନମାନସା ବିଲ୍‌ଚନା ଏଥ୍ରି

ଅଧା

ବଗିଚାର ଅଧା କାମ ଆମେ କରିବୁ
Kisan Word: ଆଧା
Kisan Sentence: ବାଟ୍‌କିନ୍ତା ଆଧା ନାଲଖୁ ଏମ୍‍ କାମମ୍‍
Oraon Word: ଆଧା
Oraon Sentence: ବାଟଗିନ୍ତା ଅଧା ନାଲାଖାନ ଏମ୍‍ ନାନୋମ

ଅଧିର

ଦୁଃଖ ବେଳେ ଆମେ ଅଧିର ହେଉ
Kisan Word: ଅଧର୍ଯ୍ୟା
Kisan Sentence: ଦୁଖୁ ବାକେନ ଏମ ଅଧର୍ଯ୍ୟା ମାନ୍ଦାମ
Oraon Word: ଆଧିର
Oraon Sentence: ଦୁଃଖ ବାରିଏମ ଆଧିର ମାନ୍ଦାମ (ହାଡ଼ବାଡ଼ାର୍‌ନା)

ଅଦାଲତ

ଆମ ରାଜ୍ୟରେ ସର୍ବୋଚ୍ଚ ଅଦାଲତ ରହିଛି
Kisan Word: ନ୍ୟାୟ ବିଚାର
Kisan Sentence: ଏମ୍‌ହାଏ ରାଜୀନୁ ଯେତେନନ୍ତି ବାଡ଼ାକା ନ୍ୟାୟ ବିଚାର ଆତଲିଦା
Oraon Word: ପାଞ୍ଚାଇଟି
Oraon Sentence: ଏସହାୟ ରାଜାନୁ ଜୁରମିନ୍ତି ମେଛା ପାଞ୍ଚାଇଟ ଆଦାଲାତ ରାଇ

ଅବିବେକି

ଅବିବେକି ବିନଷ୍ଟ ହେବ
Kisan Word: ବିବେକ ମାଲ୍ଲା
Kisan Sentence: ବିବେକ ମାଲକାସ୍‍ ଅବସ୍ଥା ମାନ୍ଦାସ୍‍
Oraon Word: ଆନ୍‌ବୁଟ୍‍
Oraon Sentence: ଆନବୁଝାଜ୍‍ ମୁଞ୍‌ଜର ଦିମ

ଅବଜ୍ଞା

ବାପା ମାଆଙ୍କ ଆଦେଶ ଅବଜ୍ଞା କରନାହିଁ
Kisan Word: ଅମାନ୍ତି
Kisan Sentence: ବାଙ୍ଗ ଆୟାଙ୍ଗ କଥାନ ଅମାନ୍ତି ଆମ୍‌କେ କାମା
Oraon Word: ହନମାଇନ
Oraon Sentence: ଆୟଂ ବାଙ୍ଗାର ଘି କାଥାନ ହିନମାଇନ ଆମକେ ନାନା

ଅଫିସର

ଆମ ସାହିକୁ ଜଣେ ଅଫିସର ଆସିଥିଲେ
Kisan Word: ଅଫିସର୍‍
Kisan Sentence: ଏମ୍‌ହାଏ ପାଡାଗେ ଅଣ୍ଟା ଅଫିସର ବାରଚାକାଚାସ୍‍
Oraon Word: ଅଫିସର୍‍
Oraon Sentence: ଏମ୍‌ହାଏ ପାଡାଗେ ଅଣ୍ଟା ଅଫିସର ବାରଚାକାଚାସ୍‍

ଅଶେଷ

ପ୍ରେମ ଅଶେଷ ଅଟେ
Kisan Word: ମାମୁଞ୍ଜୁରୀ
Kisan Sentence: ଭଲ ହାଖାନାଦ ମାମୁଞ୍ଜୁରୀ
Oraon Word: ମାମୁଞ୍ଜୁରୀ
Oraon Sentence: ବେଶ ହାଖାନାଦ ମାମୁଞ୍ଜୁରୀ

ଅବଶ୍ୟ

ଆମେ ଅବଶ୍ୟ ଦେଶ ସେବା କରିବାକୁ ହେବ
Kisan Word: ଅବଶ୍ୟ
Kisan Sentence: ନାମ୍‍ ଅବଶ୍ୟ ରାଜି ସେବା କାମତ୍‍
Oraon Word: ଅବଶ୍ୟ
Oraon Sentence: ନାମ୍‍ ଅବଶ୍ୟ ରାଜି ସେବା କାମତ୍‍

ଅଳ୍ପଣକ୍ଷ

ଇନ୍ଦ୍ରଧନୁ ଅଳ୍ପଣକ୍ଷ ଦେଖାଯାଏ
Kisan Word: କମ୍‌ସମୟ
Kisan Sentence: ଇନ୍ଦ୍ରଧନୁ କମ୍‌ସମୟ ଏଥ୍ରିଦ
Oraon Word: ଭୁଡ଼ଙ୍ଗ
Oraon Sentence: ଇନ୍ଦ୍ରଧାନୁ ଉଡୁଙ୍ଗଗେ ଏଥ୍ରି

ଅସ୍ଥି

ଆମ ଦେହରେ ୨୦୬ ଖଣ୍ଡ ଅସ୍ଥି ଅଛି
Kisan Word: ହଚଳ
Kisan Sentence: ନାମ୍‍‌ହାଏ ମେଦୁନୁ ୨୦୬ ଖ‍ଅଣ୍ଡ ହଚଳ ଆତ୍‌ଲି
Oraon Word: ହଚଳ
Oraon Sentence: ନାମ୍‍‌ହାଏ ମେଦୁନୁ ୨୦୬ ଖ‍ଅଣ୍ଡ ହଚଳ ଆତ୍‌ଲି

ଅସହଯୋଗ

ଅସହଯୋଗରେ ବିକାଶ ନାହିଁ
Kisan Word: ଅସହଯୋଗ
Kisan Sentence: ଅସହଯୋଗନୁ ଉନ୍ନତି ମାଲା
Oraon Word: ମାଜାଇତ୍‍ ବିନା
Oraon Sentence: ମାଜାଇତ ବିନା ପାରଜା ପଲରୋ

ଅଝଟ

ଅଝଟ କରିବା ମନ୍ଦ ଅଟେ
Kisan Word: ଅଲଝଟ
Kisan Sentence: ଅଲଝଟ କାମ୍‌ନା ଖାରାପ୍‍
Oraon Word: ଜୀଦ୍‌ହୋ
Oraon Sentence: ଜିଦହା ନାନ୍ନା ମାଲଦାଓ ହିକେ

ଅର୍ଥ

ପରିଶ୍ରମ କରି ଅର୍ଥ ଉପାର୍ଜନ କର
Kisan Word: ଧାନ୍‌ନୁ
Kisan Sentence: ଖାଟିକରି ଧାନ୍‌ନୁ କମାଣି କାମା
Oraon Word: ଡ଼ିବାକାଉତି
Oraon Sentence: ନାଲାଖ ନାନାକି ଡ଼ିବା କାଉଡ଼ି ଭଜଗାଅ

ଅବସ୍ଥିତି

ନଈର ଅବସ୍ଥିତି ଆମ ପାଇଁ ମଙ୍ଗଳ ଜନକ
Kisan Word: ଅବସ୍ଥିତି
Kisan Sentence: ଜଡୁଗି ଅବସ୍ଥିତି ନାଙ୍ଘାଏ ଲାଗାନ ବାନେଦ୍‍
Oraon Word: ରଆନା
Oraon Sentence: ଖାଡ୍‌ଘି ରାଆନା ନାମାଗେ ଦାଓ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App