भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଅନୁଚ୍ଛେଦ

ତୁମେ ପ୍ରତିଦିନ ପଞ୍ଚୋଟି ଅନୁଚ୍ଛେଦ ସାହିତ୍ୟ ପଢ଼
Kisan Word: ଅନୁଚ୍ଛେଦ
Kisan Sentence: ନିମ୍‍ ସବୁଦିନ ପାଞ୍ଚେଟା ଅନୁଚ୍ଛେଦ ସାହିତ୍ୟ ପାଢ଼ା
Oraon Word: ଅନୁଚ୍ଛେଦ
Oraon Sentence: ନିସାନିନ୍‍ ରୋଜ୍‍ ପାବିଠୁ ଆନୁଚ୍ଛେଦ ସାହିତ୍ୟ ପାଢ଼ା

ଅଧ୍ୟୟନ

ଧର୍ମ ପୁସ୍ତକ ଅଧ୍ୟୟନ ଜୀବନ ପାଇଁ ଭଲ
Kisan Word: ପାଢ଼ା
Kisan Sentence: ଧରମ୍‍ ବହି ପାଢ଼ାନା ଜୀୟାଘି ଲାଗାନ ବାନେ
Oraon Word: ପାଢ଼ା
Oraon Sentence: ଧାରାମ ପାଣ୍ଡିନ ପାଚନା ଜିୟାଗେ ଅମହେସାର୍‌ଇ

ଅସନା

ପିଲାଟି ବହୁତ ଅସନା ହୋଇଛି
Kisan Word: ପୁହୁଡ଼ି
Kisan Sentence: କୁକୋସ୍‍ ବଗ୍‌ଗେ ପୁହୁଡ଼ି ମାଞ୍ଜାକାଦାସ୍‍
Oraon Word: ପୁହୁଡ଼ି
Oraon Sentence: କୁକୋସ୍‍ ବଗ୍‌ଗେମ ପୁହୁଡ଼ି ମାଞ୍ଜାକାଦାସ୍‍

ଅକଲ

ବଣରେ ବାଘ ଦେଖି ମୋର ଅକଲ ହଜିଗଲା
Kisan Word: ବୁଦ୍ଧି
Kisan Sentence: ହାର୍ବୁନୁ ଲାକାଡ଼ା ଏରାକିରି ବୁଦ୍ଧି ଏଫସେରା କେରାଦ୍‍
Oraon Word: ବୁଦ୍ଧି
Oraon Sentence: ଝଡ଼ାଙ୍ଗନୁ ଲାକଡ଼ା ଏରାକି ବୁଦ୍ଧି ଏବ୍‌ସେରା କେରା

ଅଟ୍ଟାଳିକା

ଧନିକମାନେ ଅଟ୍ଟାଳିକାରେ ରହନ୍ତି
Kisan Word: ବାଡ଼େ ବାଡ଼େ ଆଡ଼ପା
Kisan Sentence: ଧନୀଆଲାର ବାଡେ ବାଡେ ଆଡ଼ପାନୁ ରାନାୟ
Oraon Word: ବିଲଡ଼ିଂ ଏଡ଼ପା
Oraon Sentence: ଧାନୀମାନାର କୋହାକୋହା ବିଲ୍‌ଡ଼ିଂ ଏଡ଼ପାନୁ ରାଆନାର

ଅଲନ୍ଧୁ

ରୋଷେଇ ଘରେ ଅଲନ୍ଧୁ ଲାଗେ
Kisan Word: ଆଣନ୍ଧୁ
Kisan Sentence: ଖାଟାନା ଆଡ଼ପାନୁ ଆଣନ୍ଧୁ ଲାଗିଦ୍‍
Oraon Word: ଆଣନ୍ଧୁ
Oraon Sentence: ଖାଟାନା ଆଡ଼ପାନୁ ଆଣନ୍ଧୁ ଲାଗିଦ୍‍

ଅଳପ

ମଦ ଖାଇଲେ ଅଳପ ଆୟୁ ହୁଏ
Kisan Word: କମ୍‍
Kisan Sentence: ଆର୍‌ଖି ହାପ୍‌କୁନ୍‍ କମ୍‍ ଆୟୁ ମାନିଦ୍‍
Oraon Word: କାମତି
Oraon Sentence: ଆରଖ ଓନ୍‌ଣ୍ଡଳୁନୁ ଉମେଇର କାମତି ମାନି

ଅଳିଆ

ଅଳିଆ ଖାତରେ ଗଦା କରି ପୋତି ପକାଅ
Kisan Word: ମାଇଲା
Kisan Sentence: ମାଇଲା ଖାତଗାଡିନୁ ଗାଦିଇକିରି ମାଡାଚିୟା
Oraon Word: କାତୱାର
Oraon Sentence: କାତୱାର ଗାଡ଼ିନୁ ଖଣଆ କି ମାତାଚିଆ

ଅନ୍ଧ

ଅନ୍ଧକୁ ବାଟ ଦେଖାଇ ଦିଅ
Kisan Word: କାଣା
Kisan Sentence: କାଣାସ୍‌କେ ପାବୁ ଏଦାଚିୟା
Oraon Word: କାଣା
Oraon Sentence: ଚାଣାସିନ ଡାହରେ ଏଦାଚିମ୍ବା

ଅସୁମାରି

ରାତିରେ ଅସୁମାରି ତାରା ଦେଖାଯାଆନ୍ତି
Kisan Word: ହାଡ଼ଧାରୀ
Kisan Sentence: ମାଁହାନୁ ହାଡ଼ଧାରୀ ବିନକୋ ଏଥ୍ରି
Oraon Word: ଉତା ପାକସି
Oraon Sentence: ମାଖାନୁ ଉତା ପାକସି ବିନକୋ ଇଥ୍ରି

ଅସମ୍ଭବ

ଅସମ୍ଭବ ବୋଲି କେବେ କହ ନାହିଁ
Kisan Word: ମାମାନଦ
Kisan Sentence: ମାମାନଦ ବୁଲି ଏକ୍ଲାହି ଆମ୍‌କେ ତେଙ୍ଗା
Oraon Word: ମାନାପୋଲନା
Oraon Sentence: ମାନାପୋଲ ବାଆର ଆମ୍‌କେ ସେ ବାଆ

ଅମ୍ବର

ନୀଳ ଅମ୍ବର ଭାରି ସୁନ୍ଦର
Kisan Word: ସାରାଗ
Kisan Sentence: ନିଲିଆ ସାରାଗ ବଗ୍‌ଗେ କଡେଦ୍‍
Oraon Word: ମେରଖା
Oraon Sentence: ଲିଲ୍‍ ମେରଖାନ୍ତା ବାଦାଲି ଆନାଇତ ଶୋଭ‍ଇ

ଅସ୍ତ

ଅସ୍ତ ବେଳେ ସୂର୍ଯ୍ୟ ଲାଲ ଦେଖାଯାଏ
Kisan Word: ବିଡ଼ିପୁତୁନା
Kisan Sentence: ବିଡ଼ିପୁତୁନାଗେ ବିଡ଼ି ଲାଲ ଏଥ୍ରିଦ୍‍
Oraon Word: ବିଡ଼ିପୁତୁନା
Oraon Sentence: ବିଡ଼ିପୁତୁନା ବାରି ବିଡ଼ି ଲଲହନ ଇଥ୍ରି

ଅମର

ଦେଶ ପାଇଁ ପ୍ରାଣ ଦେବା ବ୍ୟ‌କ୍ତି ଅମର ହୁଅନ୍ତି
Kisan Word: ଅମର
Kisan Sentence: ଦେଶଘି ଲାଗାନ୍‍ ଜୀୟାଚିନା ଆଲାର ଅମର ମାନାୟଁ
Oraon Word: ଅମର
Oraon Sentence: ରାଜିଗେ ଜୀୟାଚିନା ଆଲାର ଆମାର ମାନ୍ନାର

ଅପରିଷ୍କାର

ଅପରିଷ୍କାର ହୋଇ ରହିଲେ ରୋଗ ହୁଏ
Kisan Word: ପୁହୁଡ଼ି
Kisan Sentence: ପୁହୁଡ଼ି ରାଚ୍‌କୁନ ବେମାର ମାନିଦ୍‍
Oraon Word: ପୁହୁଡ଼ି
Oraon Sentence: ପୁହୁଡ଼ି ରାଚ୍‌କୁନୁ ବେମାର ମାନି

ଅମଳ

ଫସଲ ଅମଳ ସମୟେ ଚାଷି ଖୁସି ହୁଏ
Kisan Word: ଚାସ‍ଉରଖାନା
Kisan Sentence: ଚାସ‍ଉରଖାନା ବେଡ଼ାଗେ ଚାସିସ୍‍ ଖୁସି ମାନ୍‌ଦାସ୍‍
Oraon Word: ଚାସ‍ଉରଖାନା
Oraon Sentence: ଚାସ‍ଉରଖାନା ବେଡ଼ାଗେ ଚାସିସ୍‍ ଖୁସି ମାନ୍‌ଦାସ୍‍

ଅପାର

ଅପାର ଧନ ଅପେକ୍ଷା ପ୍ରେମ ଉତ୍ତମ
Kisan Word: ବାଗ୍‌ଗେ
Kisan Sentence: ବାଗ୍‌ଗେ ଧାନୁନ୍ତି ପ୍ରେମ୍‍ ବାନେଦ୍‍
Oraon Word: ବାଗ୍‌ଗେ
Oraon Sentence: ବାଗ୍‌ଗେ ଧାନ ଦାଉଲତ ତି ପ୍ରେମ ଦାଓ

ଅବଶିଷ୍ଟ

ଅବଶିଷ୍ଟ ସମୟ ମୁଁ ବଗିଚା କାମ କରେ
Kisan Word: ବାକି
Kisan Sentence: ବାକି ବେଡ଼ାନୁ ଏନ୍‍ ବାଟ୍‌ଘି ନାଲଖୁ କାମଦାନ୍‍
Oraon Word: ବାକି
Oraon Sentence: ବାକି ବେଡ଼ାନୁ ଏନ୍‍ ବାଟଙ୍ଗି ନାଲଖ ନାନ୍‌ଦାନ୍‍

ଅନ୍ତର

ମନ୍ଦ ଅଭ୍ୟାସକୁ ନିଜଠୁ ଅନ୍ତର କର
Kisan Word: ଅ‍ଥ୍ରାଚିୟା
Kisan Sentence: ଖାରାପ୍‍ ଧାନ୍ଦା ବନ ନିଜରସ୍ତି ଅ‍ଥ୍ରାଚିୟା
Oraon Word: ତାରକୁଟି
Oraon Sentence: ମାଇଦାଓ ଆଭ୍ୟାସାନ୍‍ ତାଂଗାଆ ଗୁସ୍ତେ ତାଇକୁଟି ନାନା

ଅଳ୍ପ

ମୁଁ ଅଳ୍ପ କହେ ବେଶୀ କରେ
Kisan Word: କମ୍‍
Kisan Sentence: ଏନ୍‍ କମ୍‍ ତେଙ୍ଗେଦାନ୍‍ ବାଗ୍‌ଗେ ନାନ୍‌ଦାନ୍‍
Oraon Word: କମ୍‍
Oraon Sentence: ଏନ୍‍ କମ୍‍ ତେଙ୍ଗେଦାନ୍‍ ବାଗ୍‌ଗେ ନାନ୍‌ଦାନ୍‍

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App