भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ହାଟ

ଆମ ଗାଁରେ ଶନିବାର ଦିନ ହାଟ ବସେ
Kisan Word: ହାଟ୍ଟେ
Kisan Sentence: ଏମ୍‌ହାଏ ଡିହିନୁ ଶନିବାର ଉଲ୍ଲା ହାଟ୍ଟେ ଅକ୍କିଦ୍‍
Oraon Word: ପୀଠ୍‍
Oraon Sentence: ଏମ୍‌ହାଏଁ ପାଦ୍ଦାନୁଁ ଶାଞ୍ଚାର ଉଲ୍ଲା ପୀଠ୍‍ ଉକ୍କି

ହାଣ୍ଡି

ଆଜିକାଲି ମାଟି ହାଣ୍ଡି ଆଉ ଚାଲୁ ନାହିଁ
Kisan Word: କାଟ୍ଟୁ
Kisan Sentence: ଇନ୍ନାନେଲା ହାଜ୍ଜୁ କାଟ୍ଟୁ ଆଉ ଚାଲରୁ ମାଲ୍ଲା
Oraon Word: କାଟ୍ଟୁ
Oraon Sentence: ଇନ୍ନେଲା ଖାଜ୍ଜେ କାଟ୍ଟୁ ଆଉର ମାଲା ଚାଲ୍‌ରାଆ ଲାଗି

ହାତ

ହାତରେ ଆମେ ଅନେକ କାର୍ଯ୍ୟ କରୁ
Kisan Word: ହେଖା
Kisan Sentence: ହେଖାନୁ ଏନ ଅନେକ ନାଲଖୁ ନାନ୍ଦାନ
Oraon Word: ହେଖ୍ଖା
Oraon Sentence: ଖେଖ୍ଖାନୁଁ ନାମ୍‍ କାଏନ‌ଅଁ ନାଲାଖ୍‍ ନାନ୍ଦାତ୍‍

ହାତୀ

ଆଜିକାଲି ହାତୀମାନେ ଗାଁ ଗଣ୍ଡାକୁ ପଶି ଆସୁଛନ୍ତି
Kisan Word: ହାତୀ
Kisan Sentence: ଇନ୍ନାନେଲା ହାତୀ ଗୁଠିଦ୍‍ ଡିହି ପାଆଡା କରା କାଲିଦ୍‍
Oraon Word: ହାତୀ
Oraon Sentence: ଇନ୍ନେଲା ହାତୀ ଗୁଠିଦ୍‍ ପାଦ୍ଦା-ଖେପ୍ପାନୁଁ କରଆ କାଲାଲି

ହାର

ମୋତି ହାର ଦେହକୁ ସୁନ୍ଦର ଲାଗେ
Kisan Word: ହାର
Kisan Sentence: ମୋତି ହାର ମେଦୁଗେ ବାନେ ଲାଗିଦ୍‍
Oraon Word: ମାଲା
Oraon Sentence: ମୋତି ମାଲା କାୟାଗେ ସୁନାର ଲାଗ୍ଗ

ହାରମୋନିୟମ

ମୁଁ ହାରମୋନିୟମ ବଜାଇ ଶିଖୁଛି
Kisan Word: ହାରମୋନିୟମ
Kisan Sentence: ଏନ ହାରମୋନିୟମ ଆସ୍‌ସାଗେ ଶିଖ୍ରାଲଦାନ
Oraon Word: ହାରମୋନିୟମ
Oraon Sentence: ଏନ ହାରମୋନିୟମ ଆସ୍‌ସାଗେ ଶିଖ୍ରାଲଦାନ

ହାରିବା

ହାରିବା ଦ୍ୱାରା ଜିତିବାର ଇଚ୍ଛା ଜାତ ହୁଏ
Kisan Word: ହାରନା
Kisan Sentence: ହାରନା ଲାଗାନ ଜିତାଗେ ମନ ଲାଗିଦ୍‍
Oraon Word: ହାରନା
Oraon Sentence: ହାରନା ତିଲେ ଦିତ୍‌ଆଗେ ମାନ୍ନ ଲାଗ୍ଗ

ହାଲିଆ

ପାହାଡ଼ ଚଢ଼ିଲେ ଖୁବ୍‍ ହାଲିଆ ଲାଗେ
Kisan Word: ଥାକା
Kisan Sentence: ପାର୍ତ୍ତା ଆରକୁନ ଜୋର ଥାକା ଲାଗିଦ୍‍
Oraon Word: ଥାକା
Oraon Sentence: ପାର୍ତ୍ତା ଆରକୁନ ଜୋର ଖାଡ଼ଦିକା ଲଗ୍ଗ

ହାଲୁକା

ଶିମିଳି ତୂଳା ଖୁବ୍‍ ହାଲୁକା
Kisan Word: ଉସାସ
Kisan Sentence: ଶିମାଲି ମେରୁ ମୁରୁକ ଉସାସ
Oraon Word: ନେବ୍ବା
Oraon Sentence: ଶିମ୍ବାଲି ତୁଇ ମୁରୁକ୍‍ ନେବ୍ବ

ହାୱା

ଖରାଦିନର ଗରମ ହାୱା ସମ୍ଭାଳି ହୁଏ ନାହିଁ
Kisan Word: ଧୁକା
Kisan Sentence: ବିଡ଼ନାଉଲ୍ଲା ଅରନା ଧୁକା ସାମ୍ଭାଡା ମା କାଇଦ୍‍
Oraon Word: ଧୁକା
Oraon Sentence: ବିଡ଼ନାଉଲ୍ଲାନ୍ତା ଅରନା ଧୁକା ମାଲ୍‍ ସାମ୍ଭଡାର‌ଇ

ହାହାକାର

ବାପାଙ୍କ ମୃତ୍ୟୁରେ ଆମେ ହାହାକାର କଲୁ
Kisan Word: ହାଏହାଏ
Kisan Sentence: ବାଙ୍ଗସ ଘି ଖେନାନୁ ଏମ ହାଏହାଏ ମାଞ୍ଜକାମ
Oraon Word: ହାଏହାଏ
Oraon Sentence: ବାଙ୍ଗସ ଘି ଖେନାନୁ ଏମ ହାଏହାଏ ମାଞ୍ଜକାମ

ହିମ

ଶୀତଦିନେ କାଶ୍ମୀରରେ ହିମ ପାତ ହୁଏ
Kisan Word: ବରଫ
Kisan Sentence: ପାୟାଁ ଉଲ୍ଲା କାଶ୍ମୀରନୁ ବରଫ ଖାତରି
Oraon Word: ବରାଫ୍‍
Oraon Sentence: ପାୟାଁ ଉଲ୍ଲା କାଶ୍ମୀରନୁ ବରାଫ୍‍ ଖାତ୍ତରିଇ

ହିସାବ

ସାହୁକାରମାନେ କିଣା ବିକାର ହିସାବ ରଖନ୍ତି
Kisan Word: ହିସାବ
Kisan Sentence: ସାହୁକାର ଯାମାର ହେନ୍ଦନା ବିସନା ହିସାବ ଉଇନାର
Oraon Word: ହିସାବ
Oraon Sentence: ସାହୁକାରାର ଖେନ୍ଦନା ବିସ୍‌ନା ଗାହି ହିସାବ ଉଇନାର

ହିଂସ୍ରଜନ୍ତୁ

ଜଙ୍ଗଲରେ ଅନେକ ହିଂସ୍ରଜନ୍ତୁ ଥାଆନ୍ତି
Kisan Word: ଚାବରାଲବରା
Kisan Sentence: ହାର୍ବୁନୁ ଜୁକୁ ଚାବରାଲବରା ଜାନ୍ତୁ ରାଇଦ୍‍
Oraon Word: ଖୁଙ୍ଖାର ଜାନ୍ତୁ
Oraon Sentence: ଟୋଡ଼ାଙ୍ଗନୁ କାଏନଅଁ ଖୁଙ୍ଖାର ଜାନ୍ତୁ ରାଇ

ହୁଁ

ଆଇ ଗପ କହିବା ବେଳେ ମୁଁ ହୁଁ ମାରେ
Kisan Word: ହୁଁ
Kisan Sentence: ଆଜ୍ଜି କଥନି ତେଙ୍ଗି ବାକେନ ଏନ ହୁଁ ମାରଦାନ୍‍
Oraon Word: ହାଁ
Oraon Sentence: ଆଜ୍ଜି କଥନି ତେଙ୍ଗି ବାରି ଏନ ହାଁ ବାଆଦାନ୍‍

ହୃତ୍‌ପିଣ୍ଡ

ହୃତ୍‍ପିଣ୍ଡ ଶରୀରକୁ ଶୁଦ୍ଧ ରକ୍ତ ବିତରଣ କରେ
Kisan Word: ଜିଆଘାରା
Kisan Sentence: ଜିଆଘାରା ମେଦୁଗେ ସାଫା ହେଁସୁ ହାଟ୍ଟିଦ୍‍
Oraon Word: ଜିଆଘାରା
Oraon Sentence: ଜିଆଘାରା ମେଦୁଗେ ସାଫା ହେଁସୁ ହାଟ୍ଟିଦ୍‍

ହେଜ

ତୁମେ ବଡ଼ ହେଲେ ପିତା ମାତାଙ୍କର ସ୍ନେହ ହେଜ କର
Kisan Word: ଚିନ୍ତା
Kisan Sentence: ନିମ୍‍ ବଡାକା ମାଞ୍ଚକୁନ୍‍ ଆୟାଙ୍ଗ ବାଙ୍ଗଘି ସ୍ନେହ ଚିନ୍ତା କାମା
Oraon Word: ଚିନ୍ତା
Oraon Sentence: ନିମ୍‍ ବଡାକା ମାଞ୍ଚକୁନ୍‍ ଆୟାଙ୍ଗ ବାଙ୍ଗଘି ଦୁଲାର ଚିନ୍ତା କାମା

ହେଟା

ହେଟା ମଲା ଜୀବ ଜନ୍ତୁଙ୍କ ହାଡ଼ ବୋହିନିଏ
Kisan Word: ହୁଣ୍ଡାଡ
Kisan Sentence: ହୁଣ୍ଡାଡ କେଚକା ଜାନ୍ତୁଘି ହଁଚଲ ଚେଡି ହୁଇଦ୍‍
Oraon Word: ଚିତ୍‌ରା ଲାକ୍‌ଡ଼ା
Oraon Sentence: ଚିତ୍‌ରା ଲାକ୍‌ଡ଼ା କେକ୍‌ଳା ଦାନ୍ତୁ ଗୁଟ୍‌ଠିଣି ଖଲୋନ୍‍ ଚେଡ଼‌ଇ ହୁଇ

ହେବ

ଏ ବର୍ଷ ଭଲ ବର୍ଷା ହେବ ବୋଲି ସୁଚନା ଦିଆଯାଉଛି
Kisan Word: ମାନ
Kisan Sentence: ଇ ବରସ ବାନେ ଚେପୁ ମାନଦ୍‌ବୁଲି ସୁଚନା ଚିଆକାଲି
Oraon Word: ମାନୋ
Oraon Sentence: ଇ-ବାଛାର ଦାଅ ଝାଡ଼ି ମାନୋ ବାଖାର ଜାନକାରୀ ଚିତାରଆ ଲାଗି

ହେବା ଭଳି

ଆଜି ବର୍ଷା ହେବା ଭଳି ଦିଶୁଛି
Kisan Word: ମାନ ଲେଖା
Kisan Sentence: ଇନ୍ନା ଚେପୁ ମାନଲେଖା ଏଥ୍ରାଲିଦ୍‍
Oraon Word: ମାନ୍ନା ଲେଖାଆ
Oraon Sentence: ଇନ୍ନା ଚେପ୍‍ ମାନ୍ନା ଲେଖଆ ଏଥ୍‌ରାଆଲି

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App