भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12345678Next >

ସ‌ଉକି

ରମା ସ‌ଉକିରେ ସୁନ୍ଦର ଯୋତା ପିନ୍ଧିଛି
Kisan Word: ସୋକ
Kisan Sentence: ରମା ସୋକନୁ ସୁନ୍ଦର ଜୁତା ଆତ୍‌କାଦାସ୍‍
Oraon Word: ସୋକ
Oraon Sentence: ରମାସ୍‍ ସୋକନୁ ସୁନ୍ଦର ଜୁତା ଆତ୍‌କାଦାସ୍‍

ସଂକଳ୍ପ

ଦେଶ ସେବା ପାଇଁ ଆମେ ସଂକଳ୍ପ କରିଛୁ
Kisan Word: ସପଥ
Kisan Sentence: ଦେଶ୍‍ ସେବା ଲାଗାନ୍‍ ଏମ୍‍ ସପଥ କାମ୍‌ଞ୍ଚାକାଦାମ୍‍
Oraon Word: ସପଥ
Oraon Sentence: ଦେଶ୍‍ ସେବା ଲାଗାନ୍‍ ଏମ୍‍ ସପଥ କାମ୍‌ଞ୍ଚାକାଦାମ୍‍

ସକାଳ

ସକାଳ ହେଲେ ଲୋକେ କାମକୁ ବାହାରନ୍ତି
Kisan Word: ପାଇରି
Kisan Sentence: ପାଇରି ମାଞ୍ଜାହାଲେ ଆଲାର ନାଲଖୁ ଉରଖନାୟ
Oraon Word: ପାଇରି
Oraon Sentence: ପାଇରି ମାଞ୍ଜାହାଲେ ଆଲାର ନାଲଖ୍‌ଗେ ଉରୁଖୁନାର୍‍

ସଂକୁଚିତ

ବୃଦ୍ଧର ଚର୍ମ ସଂକୁଚିତ ହୋ‌ଇଥାଏ
Kisan Word: ସାକ୍କାଣାନା
Kisan Sentence: ପାଚିକି ଚାମ୍‌ଡ଼ା ସାକ୍କାଣାନା ମାନିଦ୍‍
Oraon Word: ଚେମ୍ବ
Oraon Sentence: ପାଚ୍‌ଗିସ୍‍ ଘି ଚାପ୍‌ଟା ଚେମ୍ବ ମାନି

ସଂଗୀତ

ସଂଗୀତ ମୋର ଅତି ପ୍ରିୟ ଅଟେ
Kisan Word: ଗିତୁ
Kisan Sentence: ଗିତୁ ଏଙ୍ଗୋୟ ବହୁତ ପ୍ରିୟ ଦୁନ୍‍
Oraon Word: ଡାଣ୍ଡି
Oraon Sentence: ଡାଣ୍ଡି ଏଙ୍ଗାଗେ ଆକାୟ ଦାଅ ଲାଗ୍ଗ

ସଂଗୃହିତ

ଆମ ଶ୍ରେଣୀ ପୁରୁଣା ପାଠ୍ୟ ପୁସ୍ତକ ସଂଗୃହିତ ହେଲା
Kisan Word: ଯୋଗାଡ଼
Kisan Sentence: ଏମ୍ମା ଶ୍ରେଣୀ ପାଚା ପାଢାନା ବହି ଯୋଗାଡ଼ ମାଞ୍ଚା
Oraon Word: ଯୋଗାଡ଼
Oraon Sentence: ଏମ୍‌ହାଏଁ କ୍ଲାସ୍‌ତା ପାଚ୍ଚା ବାଚ୍‌ନା ପୁଥି ଯୋଗାଡ଼ ମାଞ୍ଚା

ସଂଗ୍ରହ

ମୁଁ ନେତାମାନଙ୍କର ଛବି ସଂଗ୍ରହ କରି ରଖେ
Kisan Word: ଜାମା
Kisan Sentence: ଏନ୍‍ ନେତାଜାମାର୍‌ଘି ଫଟୁ ଜାମାକାମି ଉଇଦାନ୍‍
Oraon Word: ଖୋଡ୍‌ନା
Oraon Sentence: ଏନ୍‍ ନେତାଜାମାର୍‌ଘି ଫଟୋ ଜାମା ନାନାର ଉଇଦାନ୍‍

ସଂଗ୍ରାମ

ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କର
Kisan Word: ଲାଡ଼ା
Kisan Sentence: ଅନ୍ୟାୟଘି ବିରୁଦ୍ଧନୁ ଲାଡ଼ା
Oraon Word: ଲାଡ଼ନା
Oraon Sentence: ଅନ୍ୟାୟଘି ବିରୁଦ୍ଧନୁଁ ଲାଡ଼ଆ

ସଂଗ୍ରାମୀ

ଭଗତ ସିଂ ଜଣେ ସଂଗ୍ରାମୀ ଯୁବା ଥିଲେ
Kisan Word: ଲାଡ୍‌ନା
Kisan Sentence: ଭଗତ ସିଂ ଅଣ୍ଟା ଲାଡ୍‌ନା କୁକ୍‍ ରାଚାସ୍‍
Oraon Word: ଲାଡାକ୍କୁ
Oraon Sentence: ଭଗତ ସିଂ ଅଣ୍ଟା ଲାଡ଼ାକ୍କୁ କୁକ୍କୋସ୍‍ ରାହ୍‌ଚାସ୍‍

ସଙ୍କେତ

ରାସ୍ତାରେ ଦିଆଯାଇଥିବା ସଂକେତ ମାନି ଗାଡ଼ି ଚଳାଅ
Kisan Word: ଚିହ୍ନା
Kisan Sentence: ପାବୁନୁ ଚିଚ୍‌କା ଚିହ୍ନା ମାନିକରି ଗାଡ଼ି ଚଲାବା
Oraon Word: ଚିହ୍ନା
Oraon Sentence: ପାବୁନୁ ଚିଚ୍‌କା ଚିହ୍ନା ମାନ୍‌ଆରକି ଗାଡ଼ି ଚାଲାବାଆ

ସଙ୍ଗୀତ ଦଳ

ମୁଁ ଗୋଟିଏ ସଂଗୀତ ଦଳରେ ଗୀତ ଗାଏ
Kisan Word: ଗୀତ୍‌ଦଳ
Kisan Sentence: ଏନ୍‍ ଅଣ୍ଟା ଗୀତ୍‌ଦଲନୁ ଗୀତ୍‍ ପାଡ଼ାଦାନ୍‍
Oraon Word: ପାଡୁଖୋଁଡ଼ହା
Oraon Sentence: ପାଡୁ ଖୋଁଡ଼ହାନୁଁ ଡାଣ୍ଡି ପାଡ୍‌ଦାନ୍‍

ସଙ୍ଗେସଙ୍ଗେ

ଖବର ପାଇ ଦମକଳ ସଙ୍ଗେସଙ୍ଗେ ପହଞ୍ଚିଲା
Kisan Word: ସାଙ୍ଗେସାଙ୍ଗେ
Kisan Sentence: ବାତିନି ହାଖିକରି ଦମକଳ ସାଙ୍ଗେସାଙ୍ଗ୍ ଆଣସିଦ୍‍
Oraon Word: ସାଙ୍ଗେସାଙ୍ଗ୍
Oraon Sentence: ବାତିନି ହାଖିକରି ଦମକଳ ସାଙ୍ଗେସାଙ୍ଗ୍ ଆଣସିଦ୍‍

ସଚେତନ

ପରିବେଶ ପ୍ରତି ସଚେତନ ରହିବା ଉଚିତ
Kisan Word: ଜାଗ୍ରତ
Kisan Sentence: ପରିବେଶ ଲାଗାନ ଜାଗ୍ରତ ରାନା ଉଚିତ
Oraon Word: ଚେତ୍‍
Oraon Sentence: ପରିବେଶ ଲାଗାନ ଚେତ୍‍ ରାନା ଉଚିତ

ସଜନା

ସଜନା ପତ୍ର ଦେହ ପାଇଁ ହିତକର
Kisan Word: ମୁନଙ୍ଗା
Kisan Sentence: ମୁନଙ୍ଗା ଆଥାଦ ମେଦୁ ଲାଗାନ ବାନେଦୁ
Oraon Word: ମୁନଙ୍ଗା
Oraon Sentence: ମୁନଙ୍ଗା ଆତ୍‌ଖାଦ୍‍ ମେଦ୍‌ଗେ ଦାଅ ତାଲି

ସଜବାଜ

ତୁରୀ ବାଜିଲେ ସୈନ୍ୟମାନେ ଯୁଦ୍ଧ ପାଇଁ ସଜବାଜ ହେଉଥିଲେ
Kisan Word: ସଜବାଜ
Kisan Sentence: ମୁହୁରୀ ସାଡ୍ରିଆ ହାଲେ ପଲଟନ ଯାମାର ଲାଢେ ଲାଗାନ ସଜବାଜ ମାନାୟ
Oraon Word: ସାଜାବାଜା
Oraon Sentence: ଜୁରୀ ସାଡ୍ଡିଆ ଦଲେ ପାଲେଟାନ୍‍ ଜାମାର ଲାଡ଼ାଇଗେ ସାଜାବାଜା ମାନ୍ନାର

ସଜାଇ

ମୁଁ ମୋ ପଢ଼ା ଘରକୁ ସଜାଇ ରଖିଛି
Kisan Word: ସାଜା
Kisan Sentence: ଏନ ଏଙ୍ଘାଏ ପାଢା ଆଡପାନ୍‍ ସାଜାବାଚକାଦାନ
Oraon Word: ସାଜାବାଆର
Oraon Sentence: ଏନ୍‍ ଏଙ୍ଘାଏ ବାଚ୍‌ନା ଏଡ଼ପାନ୍‍ ସାଜାବ/ଆର‌ଉଇକା ରାଆଦାନ୍‍

ସଜାଡ଼ି

ତୁମର ଖାତା ପତ୍ର ସଜାଡ଼ି ରଖ
Kisan Word: ସାଜାବା
Kisan Sentence: ନିମ୍‌ହାଏ ଖାତା ପତର ସାଜାବା ଉୟା
Oraon Word: ସାଜାବାଆର
Oraon Sentence: ନିମ୍‌ହାଏ ଖାତା ପାତାର୍‍ ସାଜାବାଆର ଉଇୟା

ସଜାଡ଼ିବା

ବଜାରକୁ ଯିବା ପାଇଁ ମୁଁ ସାଇକେଲ ସଜାଡ଼ିବା ଆରମ୍ଭ କରିଛି
Kisan Word: ସାଜାବାଗେ
Kisan Sentence: ହାଟ୍ଟେ କାଲାଗେ ଏନ୍‍ ସାଇକଲ ସାଜାବାଗେ ସୁରୁ କାମଚକାଦାନ୍‍
Oraon Word: ସାଦାବାଆନା
Oraon Sentence: ପୀଠ୍‍ କାଲାଗେ ଏନ୍‍ ସାଇକଲ ସାଜାବାଆଗେ ସୁରୁ କାମ୍‌ଚକା ଆଦାନ୍‍

ସଞ୍ଚୟ

ଆସନ୍ତା କାଲି ପାଇଁ ସଞ୍ଚୟ କରିବା ଶିଖ
Kisan Word: ବେନ୍ଦାଗେ
Kisan Sentence: ବାରାଲି ନେଲାଗେ ଇନ୍ନା ବେନ୍ଦା କାମାଗ୍ରେ ଶିଖ୍ରା
Oraon Word: ବେନ୍ଦଆନା
Oraon Sentence: ବାରନି ନେଲାଗେ ବେନ୍ଦ‌ଆଗେ ଶିଖ୍‌ରାଆ

ସଞ୍ଜ

ସଞ୍ଜ ହେଲେ ବେଳ ବୁଡ଼ିଯାଏ
Kisan Word: ଉହା
Kisan Sentence: ଉହା ମାଞ୍ଜା ବାକେନ୍‍ ବିଡ ଅକ୍କିଦ୍‍
Oraon Word: ପୁତ୍ତନା
Oraon Sentence: ପୁତ୍ତକାତି ବିଡ୍‍ ମୁନ୍‌ଖି କାୟ
< previous12345678Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App