भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସୁତ୍ର

ବାପା କଳି ସମାଧାନର ସୁତ୍ର ବାହାର କଲେ
Kisan Word: ସୁତ୍ର
Kisan Sentence: ବାଙ୍ଗସ ଝାଗାଡ଼ା ବୁଝାବାଗେ ସୁତ୍ର ଆଥ୍ରାସ୍‍
Oraon Word: ସୁରତା
Oraon Sentence: ବାଙ୍ଗାସ୍‍ ଝାଗଡ଼ାନ୍‍ ଫାରିୟାଆନା ଘି ସୁର୍‌ତା ଅଥ୍‌ରାସ୍‍

ସୁନ୍ଦର

ଆମ ଗାଁ ପାହାଡ଼ ଦୂରରୁ ସୁନ୍ଦର ଦିଶେ
Kisan Word: ବାନେ
Kisan Sentence: ଏମ୍ବାୟ ଡ଼ିହି ପାର୍ତା ଗେଛାନ୍ତି ବାନେ ଏଥ୍ରିଦ୍‍
Oraon Word: ଦାଅ
Oraon Sentence: ଏମହାଏଁ ପାବାନ୍ତା ପାର୍ତ୍ତା ଗୋଛାନ୍ତି ଦାଅଲେ ଏଥ୍‌ରିଇ

ସୁଫଳ

ଶ୍ରମ କଲେ ସୁଫଳ ମିଳେ
Kisan Word: ବାନେଫାଢ଼ା
Kisan Sentence: ନାଲଖୁ ନାଞ୍ଚୁକୁନ୍‍ ବାନେଫାଢ଼ା ହାଖ୍ରିଦ୍‍
Oraon Word: ଦାଅ ଖାଞ୍ଜପା
Oraon Sentence: ନାଲଖ ନାଞ୍ଜକୁନ୍‍ ଦାଅ ଖାଞ୍ଜପା ଖାଖ୍ଖରିଇ

ସୁଯୋଗ

ଗତବର୍ଷ ମୁଁ ଚିଲିକା ଦେଖିବାର ସୁଯୋଗ ପାଇଥିଲି
Kisan Word: ସୁଯୋଗ
Kisan Sentence: କେରା ବରଷ୍‍ ଏନ୍‍ ଚିଳିକା ଏରାଗେ ସୁଯୋଗ ହାକାଚ୍‌କାନ୍‍
Oraon Word: ମୌକା
Oraon Sentence: କେରା ବରଷ୍‍ ଏନ୍‍ ଚିଳିକା ଏରାଗେ ମୌକା ଖାଖ୍ଖକା ଛକାନ୍‍

ସୁର ଯନ୍ତ୍ର

ରେଡ଼ିଓ ଏକ ସୁର ଯନ୍ତ୍ର ଅଟେ
Kisan Word: ସୋର ଯନ୍ତ୍ର
Kisan Sentence: ରେଡ଼ିଓ ଅଣ୍ଟା ସୋର ଯନ୍ତ୍ର ରାଇଦ୍‍
Oraon Word: ସୋର ଯନ୍ତ୍ର
Oraon Sentence: ରେଡ଼ିଓ ଅଣ୍ଟା ସୋର ଯନ୍ତ୍ର ରାଇଦ୍‍

ସୁସ୍ଥ

ଦୀର୍ଘ ଦିନ ପରେ ମୋର ଜେଜେ ସୁସ୍ଥ ହେଲେ
Kisan Word: ବାନେ
Kisan Sentence: ଢ଼େର୍‍ ଉଲ୍ଲା ବାଦ୍‍ ଏଙ୍ଗେ ଆଜସ୍‍ ବାନେ ମାଞ୍ଜାସ୍‍
Oraon Word: କୋଡ଼େ
Oraon Sentence: ଢ଼େର୍‍ ଉଲ୍ଲା ଖୋଖୋ ଏଙ୍ଗ ଆକ୍କସ୍‍ କୋଡ଼େ ମାଞ୍ଜାସ୍‍

ସୁସ୍ୱାଦ

ସପେଟା ଏକ ସୁସ୍ୱାଦ ଫଳ ଅଟେ
Kisan Word: ବାନେ‌ଏମ୍ବା
Kisan Sentence: ସପେଟା ଅଣ୍ଟା ବାନେ ଏମ୍ବା ଫାଡୁଦ୍‍
Oraon Word: ଦାଅଏମ୍ବା
Oraon Sentence: ସପେଟା ଅଣ୍ଟା ଦାଅ ଏମ୍ବା ଖାଞ୍ଜପା ତାଲି

ସୂଚକ

ଥର୍ମୋମିଟର ପାରଦ ସୂଚକ ଭଳି କାମ କରେ
Kisan Word: ଚେତାବାନା
Kisan Sentence: ଥର୍ମୋମିଟରରେ ପାରଦ ଚେତାବାନା ଲେଖା ନାଲ୍‌ଖୁକାମି
Oraon Word: ଚେତାବାନା
Oraon Sentence: ଥର୍ମୋମିଟରରେ ପାରଦ ଚେତାବାନା ଲେଖା ନାଲ୍‌ଖୁକାମି

ସୂଚକ

ପ୍ରଧାନ ଶିକ୍ଷକ ପରିକ୍ଷା ସମ୍ବନ୍ଧରେ ସୂଚନା ଦେଲେ
Kisan Word: ଚେତାବାନା
Kisan Sentence: ହେଡ଼ ମାଷ୍ଟର ପରିକ୍ଷା ବିଷୟନୁ ଚେତାବନୀ ଚିଚାସ୍‍
Oraon Word: ଚେତାବାନା
Oraon Sentence: ହେଡ଼ ମାଷ୍ଟର ପରିକ୍ଷା ବିଷୟନୁ ଚେତାବନୀ ଚିଚାସ୍‍

ସୂଚୀ

ନାବିକ କମ୍ପାସ ସୂଚୀ ଚୁମ୍ବକଟିଏ ଥାଏ
Kisan Word: ବାତାବାନା
Kisan Sentence: ନାବିକସାନ କମ୍ପାସ ବାତାବାନା ଚୁମ୍ବକ ଅଣ୍ଟା ରାଇଦ୍‍
Oraon Word: ବାତାବାନା
Oraon Sentence: ନାବିକସାନ କମ୍ପାସ ବାତାବାନା ଚୁମ୍ବକ ଅଣ୍ଟା ରାଇଦ୍‍

ସୂର୍ଯ୍ୟ

ସୂର୍ଯ୍ୟ କିରଣ ବାଜି ଜଳ ବାଷ୍ପ ହୁଏ
Kisan Word: ବିଡ଼ି
Kisan Sentence: ବିଡ଼ିଘି ତାରାସ୍‍ ହାଖିକରି ଆମ୍ମୁ ବାଫ୍‍ ମାନିଦ୍‍
Oraon Word: ବିଡ଼ି
Oraon Sentence: ବିଡ଼ିଘି ରାଫ୍‍ ଖାଖ୍ଖାକିରି ଆମ୍ମ ଭାଫ୍‍ ମାନି

ସେଓ

ଆମ ଅଞ୍ଚଳରେ ସେଓ ଚାଷ ହୁଏ ନାହିଁ
Kisan Word: ସେଓ
Kisan Sentence: ଏମ୍‌ ହାଏ ରାଜିତ୍ରା ସେଓ ଚାଷ ମା ମାନି
Oraon Word: ସେଓ
Oraon Sentence: ଏମ୍‌ ହାଏ ରାଜିତାରା ସେଓ ଚାଷ ମା ମାନି

ସେଠାରେ

ମୁଁ ଧାଇଁ ଯାଇ ଦେଖିଲି ସେଠାରେ କେହି ନଥିଲେ
Kisan Word: ଆସାନ
Kisan Sentence: ଏନ ବାତକାରା କେରକାନ୍‍ ଏରକାନ ଯେ ଆସାନ ନେଦ ହି ମା ରାଚାର
Oraon Word: ଆସାନ
Oraon Sentence: ଏନ ବୋଙ୍ଗାର କେରକାନ୍‍ ଏରକାନ ଯେ ଆସାନ ନେଁ ହୁଁ ମା ରାଚାର

ସେନାପତି

ସେନାପତି ଯୁଦ୍ଧ ଚଳାନ୍ତି
Kisan Word: ସେନାପତି
Kisan Sentence: ସେନାପତି ଯୁଦ୍ଧବନ ଚାଲାବାନାୟ
Oraon Word: ପାଲ୍‌ଟାନ ଉର୍ବାସ
Oraon Sentence: ପାଲ୍‌ଟାନ ଉର୍ବାସ ଲାଡ଼ାଇ ଚାଲାବାଆଦାସ୍‍

ସେପଟେ

ଏପଟେ ରାସ୍ତା ବନ୍ଦ ସେପଟେ ଆସ
Kisan Word: ହାପାଖା
Kisan Sentence: ଇଦଘି ପାଛଲି ପାବୁ ବନ୍ଦ ହାପାଖା ବାରା
Oraon Word: ଆପାଖ୍ଖେ
Oraon Sentence: ଇ’ପାଖ୍ଖେ ଡାହରେ ବାନ୍ଦ୍, ଆ’ପାଖେ ବାରା

ସେବା

ବରିଷ୍ଠ ନଆଗରିକ ମାନଙ୍କୁ ସେବା କରିବା ଉଚିତ
Kisan Word: ସେବା
Kisan Sentence: ପାଚକି ଆଲାରିନ ସେବା କାମନା କଥା
Oraon Word: ସେୱା
Oraon Sentence: ପାଚ୍‌ଗି ଆଲାରିନ୍‍ ସେୱା ନାନ୍ନା କାତ୍‌ଥା

ସେମାନେ

ସେମାନେ ଗୀତ ଗାଉଛନ୍ତି
Kisan Word: ଆବ୍‌ଡାର
Kisan Sentence: ଆବ୍‌ଡାର ଗିତୁ ପାଢାନାୟ
Oraon Word: ଆବ୍‌ଡାର
Oraon Sentence: ଆବ୍‌ଡାର ଡାଣ୍ଡି ପାଡ଼ାନାର

ସେହି

ସେହି ଘରେ ମୋର ବନ୍ଧୁ ରହନ୍ତି
Kisan Word: ଆରଘି
Kisan Sentence: ଆରଘି ଆଡପାନୁ ଏଙ୍ଘାଏ ବନ୍ଧୁ ରାଦାସ୍‍
Oraon Word:
Oraon Sentence: ଆ ଏଡ୍‌ପାନୁଁ ଏଙ୍ଘାଏ ସାଙ୍ଗେସ୍‍ ରାଆଦାସ୍‍

ସେହି ତ

ମିଲି ସେହି ତ ଆମ ଶ୍ରେଣୀ ମନିଟର
Kisan Word: ଆସ
Kisan Sentence: ମିଲି, ଆସ ଏମ୍‌ହାଏ ଶ୍ରେଣୀନ୍ତା ମୁଖିଆ
Oraon Word: ଆସିମ୍‍ ଗା
Oraon Sentence: ମିଲି, ଆସିମ୍‍ ଗା ନାମ୍‌ହାଏଁ କ୍ଲାସ୍‍ ମୁଖିଆସ୍‍

ସେହିପରି

ସେହିପରି କାମ କରିବା ଅନୁଚିତ
Kisan Word: ହୁ ଲେଖା
Kisan Sentence: ହୁ ଲେଖା ନାଲଖୁ ମା କାମନା କାତ୍‌ଥା
Oraon Word: ହୁ ଲେଖା
Oraon Sentence: ହୁ ଲେଖା ନାଲଖ ମା ନାନ୍ନା କାତ୍‌ଥା

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App