भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ସଭିଙ୍କ

ମହାତ୍ମା ଗାନ୍ଧି ସଭିଙ୍କ ପ୍ରିୟ ନେତା ଥିଲେ
Kisan Word: ଜାମାରଘି
Kisan Sentence: ମହାତ୍ମା ଗାନ୍ଧି ଜାମାରଘି ପ୍ରିୟ ନେତା ରାଚାସ୍‍
Oraon Word: ଜାମାରଘି
Oraon Sentence: ମହାତ୍ମା ଗାନ୍ଧିସ୍‍ ଜାମାରଘି ପ୍ରିୟ ନେତା ରାଚାସ୍‍

ସମଗ୍ର

ସମଗ୍ର ଜିଲ୍ଲାରେ ଶୀତର ପ୍ରକୋପ ବଢ଼ିଛି
Kisan Word: ସାଫାତ୍ରା
Kisan Sentence: ସାଫା ଜିଲ୍ଲାନୁ ପାୟାଁ ପାର୍ଦକିଚି
Oraon Word: ଗୋଟ୍ଟେ
Oraon Sentence: ଗୋଟ୍ଟେ ଜିଲ୍ଲାନୁଁ ପାଇୟାଁ ପାରଦିକି ରାଇ

ସମତୁଲ

ଗୋପବନ୍ଧୁଙ୍କ ସହ କିଏ ସମତୁଲ ହୋ‌ଇପାରେ ?
Kisan Word: ସାମାନ
Kisan Sentence: ଗୋପବନ୍ଧୁସ ଗାନେ ନେଦ ସାମାନ ମାନା ଅଙ୍ଗର ?
Oraon Word: ସାମାନ
Oraon Sentence: ଗୋପବନ୍ଧୁସ ଗାନେ ନେଁ ସାମାନ ମାନା ଅଙ୍ଗର ?

ସମର୍ଥନ

ମୁଁ ମୋ ସାଙ୍ଗର କଥାକୁ ସମର୍ଥନ କଲି
Kisan Word: ମେର୍ଦାନ
Kisan Sentence: ଏନ ଏଙ୍ଘାଏ ସାଙ୍ଗେସକି କାଥାବନ ମେର୍ଦାନ
Oraon Word: ମେର୍ଦାନ
Oraon Sentence: ଏନ ଏଙ୍ଘାଏ ସାଙ୍ଗେସକି କାଥାବନ ମେର୍ଦାନ

ସମସ୍ତେ

ସମସ୍ତେ ଶାନ୍ତିରେ ରହିବାକୁ ଚାହାନ୍ତି
Kisan Word: ଜେତେର
Kisan Sentence: ଜେତେର ଶାନ୍ତିନୁ ରାଗେ ବେଦନାର
Oraon Word: ଓରମାର୍‍
Oraon Sentence: ଓରମାର୍‍ ଶନ୍ତିନୁଁ ରାଆଗେ ବେଦ୍‌ନାର

ସମାଧାନ

ସରପଞ୍ଚ ଗାଁ ବିବାଦ ସମାଧାନ କରନ୍ତି
Kisan Word: ଟୁଟାବାନା
Kisan Sentence: ସରପଞ୍ଚ ଡିହି ଝାଗଡା ଟୁଟାବାଦାସ୍‍
Oraon Word: ଫାରିଆଆନା
Oraon Sentence: ସାରପାଞ୍ଜାସ୍‍ ପାଦ୍ଧାନ୍ତା ବିବାଦାନ୍‍ ଫାରେଆ ଦାସ୍‍

ସମାନ

ଆଜିକାଲି ପୁଅ ଓ ଝିଅକୁ ସମାନ ଅଧିକାର ମିଳିଛି
Kisan Word: ସାମାନ
Kisan Sentence: ଇନ୍ନାନେଲା କୁକ୍କୋ କୁକାୟରଗେ ସାମାନ ଅଧିକାର ହାଖ୍ରିକିଚିଦ୍‍
Oraon Word: ସାମାନ
Oraon Sentence: ଇନ୍ନାନେଲା କୁକ୍କୋ କୁକାୟରଗେ ସାମାନ ଅଧିକାର ଖାଖ୍ଖରକି ରାଇ

ସମୁଖିନ

ବିପଦର ସମ୍ମୁଖିନ ହେଲେ ଭୟ କର ନାହିଁ
Kisan Word: ସାମମାନୁ
Kisan Sentence: ବିପଦଘି ସାମନା ମାଞ୍ଜକୁନ ଆମା ଏଲଚା
Oraon Word: ସାମ୍‌ନା
Oraon Sentence: ବିପାଇତ୍‌ଘି ସାମନା ମାଞ୍ଜୁକୁନ ଆମା ଏଲଚା

ସମ୍ପଦ

ଆମ ରାଜ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଅଟେ
Kisan Word: ସମ୍ପତି
Kisan Sentence: ଏମ୍‌ହାଏ ରାଜ୍ୟନୁ ଖଣିଜ ସମ୍ପତିନୁ ନିନ୍ଦକିଚିଦ୍‍
Oraon Word: ଖୁର୍ଜି
Oraon Sentence: ନାଙ୍ଗାଏ ରାଜୀ ଖେଖେଲ୍‍ ଖୁର୍ଜିତୁ ନିନ୍ଦକି ରାଇ ହିକେ

ସମ୍ପର୍କ

ରବି ସହିତ ମୋର ଉତ୍ତମ ସମ୍ପର୍କ ରହିଛି
Kisan Word: ଚିହ୍ନାର
Kisan Sentence: ରବି କି ସାଙ୍ଗେ ଏଙ୍ଗୋୟ ବାଡ଼ିହା ଚିହ୍ନାର ରାଇଦ୍‍
Oraon Word: ଚିହ୍ନାର
Oraon Sentence: ରବିସ୍‍ ସାଙ୍ଗେ ଏଙ୍ଘାଏ ବାଡ଼ିହା ଚିହ୍ନାର ରାଇଦ୍‍

ସମ୍ବର

ଆଜିକାଲି ସମ୍ବର ପ୍ରଜାତି ବଣରୁ ଲୋପ ପାଇଲା
Kisan Word: ମାକୁ
Kisan Sentence: ଇନ୍ନା ନେଲା ମାକୁ ପ୍ରଜାତି ଜାନ୍ତୁଦ୍‍ ଲୋପ ମାଞ୍ଚାଦିନ୍‍
Oraon Word: ସାମ୍ମାର
Oraon Sentence: ସାମ୍ମାର ଜାତିଦ୍‍ ଟୋଡାଙ୍ଗତି ମୁଞ୍ଜରା କେରା

ସମ୍ବିଧାନ

ଆମ ଦେଶର ଏକ ବୃହତ ସମ୍ବିଧାନ ରହିଛି
Kisan Word: ସମ୍ବିଧାନ
Kisan Sentence: ଏମ୍‌ହାଏ ଦେଶନୁ ଅଣ୍ଟା ବାଡେଟେ ସମ୍ବିଧାନ ଆତ୍ଲି
Oraon Word: ସମ୍ବିଧାନ
Oraon Sentence: ଏମ୍‌ହାଏ ଦେଶ୍‌ଘି ଅଣ୍ଟା କୋହାଁ ସମ୍ବିଧାନ ରାଇ

ସମ୍ଭବ

ପରିବେଶ ସୁରକ୍ଷା କରିବା ସମ୍ଭବ ଅଟେ
Kisan Word: ସମ୍ଭବ
Kisan Sentence: ପରିବେଶବନ ବାଛାବାଗେ ସମ୍ଭବ ମାଲ୍ଲି
Oraon Word: ସମ୍ଭବ
Oraon Sentence: ପରିବେଶବନ ବାଛାବାଗେ ସମ୍ଭବ ମାଲ୍ଲି

ସମ୍ଭାଳିବା

ଦୁଃଖ ସମ୍ଭାଳିବା ଏକ ମହତ ଗୁଣ ଅଟେ
Kisan Word: ସାମ୍ଭାଢାନା
Kisan Sentence: ଦୁଖୁ ସାମ୍ଭାଢାନା ଅଣ୍ଟା ବାନେ ଗୁଣଦ୍‍
Oraon Word: ସାମ୍ଭାଢାନା
Oraon Sentence: ଦୁଃଖୁ ସାମ୍ଭାଢାନା ଅଣ୍ଟା ଦାଅ ଗୁନ୍‍ ତାଲି

ସର

କ୍ଷୀରରେ ସର ବସିଛି
Kisan Word: ଛେଲେ
Kisan Sentence: ଗୁରସନୁ ଛେଲେ ଅକ୍କିଚି
Oraon Word: ଛାଲ୍ଲେ
Oraon Sentence: ଦୁଧ୍‌ହୀ ନୁଁ ଛାଲ୍ଲେ ଉକି ରାଇ

ସଂରକ୍ଷଣ

ବାଳିକାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଛି
Kisan Word: ଉୟିକା
Kisan Sentence: କୁକାୟହାଦାର୍‌ଘି ଲାଗାନ୍‍ ଆଡ୍ଡା ଉୟିକା ରାଇଦ୍‍
Oraon Word: ଉୟିକା
Oraon Sentence: କୁକାୟହାଦାର୍‌ଘି ଲାଗାନ୍‍ ଆଡ୍ଡା ଉୟିକା ରାଇ

ସରଗ

ସରଗ ଏକ ଆନନ୍ଦମୟ ସ୍ଥାନ ବୋଲି ବିଶ୍ୱାସ କରାଯାଏ
Kisan Word: ସାରାଗ
Kisan Sentence: ସାରାଗ ଅଣ୍ଟା ମଜୁଗୁତ ଆଡ୍ଡା ବୁଲି ବିଶ୍ୱାସ କାମାକାଇଦ୍‍
Oraon Word: ମେରଖା
Oraon Sentence: ମେରଖା ଅଣ୍ଟା ଆକାୟ ଦାଅ ଆଡ୍ଡା ବାଆର ବିଶ୍ୱର ନାନ୍ତାର‌ଇ

ସରା

ସରାରେ ମାଣ୍ଡିଆ ଜାଉ ରାନ୍ଧିବା
Kisan Word: କାଟ୍ଟୁ
Kisan Sentence: କାଟ୍ଟୁନୁ ମାଣ୍ଡିଆ ଜାଗୁ ବିତାନାୟ
Oraon Word: କାଟ୍ଟୁ
Oraon Sentence: କାଟ୍ଟୁନୁ କାଦାଏ ଜାଗୁ ବିତ୍‌ଆନାର୍‍

ସରାଗ

ମାଉସୀ ସରାଗରେ ମୋତେ କୋଳେଇ ଧରିଲେ
Kisan Word: ଖୁସି
Kisan Sentence: ମଉସି ଖୁସିନୁ ଏଙ୍ଗାଏ ହ‌ଇଁଚିଆଦ୍‍
Oraon Word: ଚିହ୍ନା
Oraon Sentence: ମୁଷି ଚହ୍ନାନୁଁ ଏଙ୍ଗାନ୍‍ କିଏଁଛାନୁଁ ଖେଅଚାର ଧାରଚା

ସରାଗ

ମାମୁଁ ମୋତେ ସରାଗରେ କୋଳରେ ବସାଇଲେ
Kisan Word: ଖୁସି
Kisan Sentence: ମାମୁଁସ ଏଙ୍ଗାନ ଖୁସିନୁ କୋଡ଼ନୁ ଅକ୍କତାଚାସ୍‍
Oraon Word: ଖୁସି
Oraon Sentence: ମାମୁଁସ ଏଙ୍ଗାନ ଖୁସିନୁ କଏଁଛାନୁଁ ଅକ୍କତାସ୍‍

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App