Odia-Oraon-Kisan-Sabdakosh (ATLC)
Academy of Tribal Language & Culture, Govt. of Odisha
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଲକ୍ଷଣ
ବେଳେବେଳେ ଆକାଶରେ ଅଦ୍ଭୁତ ଲକ୍ଷଣ ଦେଖାଯାଏ
Kisan Word: ଅନରକମ
Kisan Sentence: ଅହନଅହନ ସାରାଗାନୁ ଅନରକମ ଲେଖା ଏଥ୍ରିଦ୍
Oraon Word: ଲାଚ୍ଛାନ୍
Oraon Sentence: ଅଙ୍ଘନ, ଅଙ୍ଘନ ମେରଖାନୁଁ ଆଜାବ୍ ଲାଛାନ୍ ଏଥ୍ରିଇ
ଲକ୍ଷ୍ୟ
ଶିକ୍ଷକ ହେବା ପାଇଁ ମୋର ଲକ୍ଷ୍ୟ ରହିଛି
Kisan Word: ଲାକ୍ଷ
Kisan Sentence: ମାଷ୍ଟର ମାନାଗେ ଏଙ୍ଘାଏ ଲାକ୍ଷ ରାଇଦ୍
Oraon Word: ଲାକ୍ଷ
Oraon Sentence: ମାଷ୍ଟାର ମାନାଗେ ଏଙ୍ଘାଏ ଲାକ୍ଷ ରାଇ
ଲଙ୍କା
ନାଲି ଲଙ୍କା ଅଧିକ ରାଗ ହୁଏ
Kisan Word: ମାରଚି
Kisan Sentence: ଲାଲ ମାରଚି ବାଗେ ରାଗ ଲାଗିଦ୍
Oraon Word: ମାରଚା
Oraon Sentence: ଲାଲ ମାରଚା ବାଗ୍ନେ ଖାଡ୍ଖା ଲାଗ୍ଗ
ଲଟା
ଘର ଚାରି ପାଖରେ ଲଟାବୁଦା ସଫା କର
Kisan Word: ଲାଟା
Kisan Sentence: ଏଡ୍ପା ଚାରି ପାଖା ଲାଟାହପ୍ପା ସାଫା କାମା
Oraon Word: ଲାକି
Oraon Sentence: ଏଡ଼ପା ଚାଉଗୁଡ଼ଦି ଲାକି ଖୋପ୍ପାନ୍ ସାଫା ନାନା
ଲଢ଼େଇ
ବିନା ଅସ୍ତ୍ରରେ ନିର୍ବାଚନ ଲଢ଼େଇ ହୁଏ
Kisan Word: ଲାଡ଼ା
Kisan Sentence: ବିନା ହାତିଆରନୁ ନିର୍ବାଚନ ଲାଡ଼ା କାଇଦ୍
Oraon Word: ଲାଡ଼ନା
Oraon Sentence: ବିନା ହାତିଆରନୁ ନିର୍ବାଚନ ଲାଡ଼ନା ମାନି
ଲତା
କଖାରୁ ଲତା ରଞ୍ଜାରେ ମାଡ଼ିଯାଇଛି
Kisan Word: ଲହ
Kisan Sentence: ଚିରିଗି ଲହ ରାଞ୍ଜନୁ ଲାଠକିଚି
Oraon Word: ଲାଡ଼ାଙ୍ଗ
Oraon Sentence: କଡଣ୍ଡା ଲାଡ଼ାଙ୍ଗ୍ ଥାମବାନୁଁ ଲାଟଖ୍କି ରାଇ
ଲମ୍ଫ
ମାଙ୍କଡ଼ଟି ଲମ୍ଫ ଦେଇ ଦୌଡ଼ିଗଲା
Kisan Word: ଉର୍ଦକା
Kisan Sentence: ତିଗାବାନ୍ଦରା ଉର୍ଦକାରା ବାତ୍କାରିଚା
Oraon Word: ଲାମ୍ଫ
Oraon Sentence: ତିଗ୍ଗାଦ ଲାମ୍ଫ୍ ଲେକାନ୍ ଡ଼େଗଆର ବଙ୍ଗଚିଆ
ଲମ୍ବା
ଭୋଟ ଦେବାକୁ ଲୋକେ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି
Kisan Word: ଲାମ୍ବା
Kisan Sentence: ଭୋଟ ଚିୟାଗେ ଆଲାର ଲାମ୍ବା ଧାଡିନୁ ଇଜକାନାୟ
Oraon Word: ଲାମ୍ବା
Oraon Sentence: ଭୋଟ ଚିଆଗେ ଆଲାର ଦିଗ୍ହା ଧାଡିନୁ ଇଜ୍ଜକାନାର
ଲାଗିବା
ଘର ତିଆରି ପାଇଁ ୨୦ ହଜାର ଟଙ୍କା ଲାଗିବ
Kisan Word: ଲାଗ୍ଗ
Kisan Sentence: ଆଡ୍ପା ତିଆର ଲାଗାନ କୁଡିଏ ହାଜାର ରୁପିୟା ଲାଗ୍ଗ
Oraon Word: ଲାଗ୍ଗ
Oraon Sentence: ଏଡ଼ପା କାମ୍ଆଗେ ଏଡ଼ଦି ହୁଡ୍ଡ଼ି ରୁପିୟା ଲାଗ୍ଗ
ଲାଜ
ନୂଆ ଲୋକଙ୍କୁ ମୁହଁ ଦେଖାଇବା ମୋତେ ଲାଜ ଲାଗେ
Kisan Word: ଲାଜ୍ଜେ
Kisan Sentence: ପୁନା ଆଲାରିନ୍ ମୁହିଁ ଏଦାଗେ ଏଙ୍ଗାନ ଲାଜ୍ଜେ ଲାଗିଦ୍
Oraon Word: ଲାଜ୍ଜେ
Oraon Sentence: ପୁନା ଆଲାରିନ୍ ମୁହିଁ ଏଦାଗେ ଏଙ୍ଗାନ ଲାଜ୍ଜେ ଲାଗ୍ଗ
ଲାଞ୍ଜ
ଗାଈ ତାର ଲାଞ୍ଜରେ ମାଛି ଅଡ଼ାଏ
Kisan Word: ହଲା
Kisan Sentence: ଗାୟ ତାଙ୍ଘାଏ ହଲାନୁ ତିଙ୍ଗିଲି ଖେଦିଦ୍
Oraon Word: ଖୋଲା
Oraon Sentence: ଗାୟ ଗଙ୍ଗାଏ ଖୋଲାନୁଁ ତିଙ୍ଗଲି ଖେଦ୍ଇ
ଲାଭ
କମ ଦାମରେ କିଣି ଅଧିକ ଦାମରେ ବିକିଲେ ଲାଭ ହୁଏ
Kisan Word: ଲାଭ
Kisan Sentence: କମ ଦାମନୁ ହେନ୍ଦା କରି ଅଧିକା ଦାମନୁ ବିସକୁନ ଲାଭ ହାଖ୍ରିଦ୍
Oraon Word: ଦାଅ
Oraon Sentence: ଥରେ ଦାମନୁ ଖେନ୍ଦା କରି ଅଧିକା ଦାମ ନୁ ବିସକୁନ ଲାଭ ଖାଖ୍ଖରିଇ
ଲାଲ
ଲାଲ ଗୋଲାପ ଦେଖିବାକୁ ଖୁବ ସୁନ୍ଦର
Kisan Word: ଲାଲ
Kisan Sentence: ଲାଲ ଗୋଲାପ ଏରାଗେ ଖୁବ ସୁନ୍ଦର
Oraon Word: ଲାଲ
Oraon Sentence: ଲାଲ ଗୋଲାପ ଏରାଗେ ଆକାୟ୍ ସୁନ୍ଦାର୍
ଲାଳ
କୁକୁର ଲାଳ ବିଷାକ୍ତ ଅଟେ
Kisan Word: ଲାଲେ
Kisan Sentence: ଆଲ୍ଲା ଲାଲେ ବିଷାକ୍ତ ରାଇଦ୍
Oraon Word: ଲାଲେ
Oraon Sentence: ଆଲ୍ଲା ଲାଲେ ବିଷ୍ହା ରାଇ
ଲିଚୁ
ଲିଚୁ ଏକ ମିଠା ଫଳ ଅଟେ
Kisan Word: ଲିଚୁ
Kisan Sentence: ଲିଚୁ ଅଣ୍ଟା ଏମ୍ବା ଫାଡୁଦ୍
Oraon Word: ଲିଚୁ
Oraon Sentence: ଲିଚୁ ଅଣ୍ଟା ଏମ୍ବା ଖାଞ୍ଜପା ତାଲି
ଲିଭାଇ
କଳାପଟାର ଲେଖାକୁ ଶିକ୍ଷକ ଲିଭାଇ ଦେଲେ
Kisan Word: ମେଟାବାନା
Kisan Sentence: କଲାପଟାନ୍ତା ଲେଖାବନ ମାଷ୍ଟରସ ମେଟାବାଚିଚାସ୍
Oraon Word: ମେଟାବାନା
Oraon Sentence: ମଖାରୋ ପାଟ୍ଟାନ୍ତା ଲିଖିଚିକାନ୍ ମାଷ୍ଟାରାସ୍ ମେଟାବାଚାସ୍ ଚିଚ୍ଚାସ୍
ଲୁଗା
ଭିକାରୀଟି ଚିରା ଲୁଗା ପିନ୍ଧିଛି
Kisan Word: ଚିଢା
Kisan Sentence: ମାଙ୍ଗତାରିସ୍ ଏଟର୍କା ଚିଢା ଚଚକାଦାସ୍
Oraon Word: କିଚ୍ରି
Oraon Sentence: ଭିଖାରିସ୍ ଏଟେର୍କା କିଚରିନ୍ ଚଚ୍କା ଆଦାସ
ଲୁଚି
ଚୋରଟି ଲୁଚି ପଳାଇଲା
Kisan Word: ନୁହୁରା
Kisan Sentence: ଚରାହାସ୍ ନୁହୁରାସ ବୁଙ୍ଗିୟାସ୍
Oraon Word: ନୁଖ୍ରାଆରି
Oraon Sentence: ନୁଖୁରାସ ବୋଙ୍ଗାସ୍
ଲୁଣ
ସମୁଦ୍ର ପାଣିରୁ ଲୁଣ ମରାଯାଏ
Kisan Word: ବେକୁ
Kisan Sentence: ସମୁଦ୍ର ଆମ୍ମୁନ୍ତି ବେକୁ କାମନାୟ
Oraon Word: ବେକ୍
Oraon Sentence: ସାମୁନ୍ଦାର ଆମ୍ମତି ବେକ କେବ କାମତାରଇ
ଲୁହ