भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

ରକ୍ତ

ରକ୍ତରେ ପ୍ରାଣ ଥାଏ
Kisan Word: ହେଁସୁ
Kisan Sentence: ହେଁସୁନୁ ଜିଆ ରାଇଦ୍‍
Oraon Word: ଖେଁସୋ
Oraon Sentence: ଖେଁସୋନୁଁ ଜୀୟା ରାଇ

ରକ୍ଷଣ ବେକ୍ଷଣ

ରକ୍ଷଣ ବେକ୍ଷଣ ଅଭାବରେ ସ୍ମୃତି ନଷ୍ଟ ହୁଏ
Kisan Word:
Kisan Sentence:
Oraon Word:
Oraon Sentence:

ରକ୍ଷା କରିବା

ପ୍ରଜାଙ୍କୁ ରକ୍ଷା କରିବା ସରକାରଙ୍କର କାର୍ଯ୍ୟ
Kisan Word: ରକ୍ଷା କାମାଗେ
Kisan Sentence: ପ୍ରଜାରିନ୍‍ ରକ୍ଷା କାମାଗେ ସରକାର ରାଇଦ୍‍
Oraon Word: ରକ୍ଷା କାମାଗେ
Oraon Sentence: ପ୍ରଜାରିନ୍‍ ରକ୍ଷା କାମାଗେ ସରକାର ରାଇଦ୍‍

ରଙ୍ଗ

ମୟୁର ଚିତ୍ରରେ ସଠିକ ରଙ୍ଗ ଲଗାଅ
Kisan Word: ରଙ୍ଗ
Kisan Sentence: ଚୁବା ଝାଲିନୁ ସଠିକ ରଙ୍ଗ ଲଗାବା
Oraon Word: ଖୋର
Oraon Sentence: ଚୁବା ହି ବାନ୍ନାନୁଁ ସାହି ଖୋର୍‍ ଲାଗା ବାଆ

ରଙ୍ଗିନ୍‍

ରଙ୍ଗିନ ପ୍ରଜାପତିଟିଏ ଫୁଲରେ ବସିଛି
Kisan Word: ରାଙ୍ଗିନ୍‍
Kisan Sentence: ରାଙ୍ଗିନ ପରଜାପରି ଅଣ୍ଟା ପୁଉଁପୁନୁ ଅକ୍କିଚିଦ୍‍
Oraon Word: ରାଙ୍ଗିନ୍‍
Oraon Sentence: ରାଙ୍ଗିନ ପାପଲା ଅଣ୍ଟା ପୁପ୍‌ନୁଁ ଅକ୍କି ରାଇ

ରଜା

ଆମ ଦେଶରେ ଆଜିକାଲି ଆଉ ରାଜା ନାହାନ୍ତି
Kisan Word: ରାଜା
Kisan Sentence: ଏମ୍‌ହାଏ ଦେଶନୁ ଇନ୍ନାନେଲା ଆରୁ ରାଜା ମାଲକାରିନ୍‍
Oraon Word: ରାଜା
Oraon Sentence: ନାମହାଏଁ ଦେଶନୁ ଇନ୍ନାନେଲା ଆଉର୍‍ ରାଜା ମାଲ୍ଲାର୍‍

ରଡ଼ି

ବାଘ ରଡ଼ି ଶୁଣିଲେ ଭୟ ଲାଗେ
Kisan Word: ଚିରାବରା
Kisan Sentence: ଲାକଡ଼ାଘି ଚିରାବରା ମେଞ୍ଜକୁନ ଏଲଚକା ଲାଗିଦ୍‍
Oraon Word: ଗାରଦାରନା
Oraon Sentence: ଲାକଡ଼ାଘି ଗାର୍‌ଜାରନା ମେଞ୍ଜକୁନ ଏଲଚକା ଲାଗିଗ

ରସୁଣ

ରସୁଣର ରଙ୍ଗ ଧଳା ଅଟେ
Kisan Word: ରାସଣୀ
Kisan Sentence: ରାସଣୀ ରଙ୍ଗ ଧୋବ ରାଇଦ୍‍
Oraon Word: ରାସଡ଼ା
Oraon Sentence: ରାସଡ଼ୀ ହୀ ଖୋର ପାଣ୍ଡରୁ ରାଇ

ରାଜ ଉଆସ

ରାଜା ଉଆସ ଗୁଡ଼ିକ ଜାତୀୟ ସମ୍ପତ୍ତି ହୋ‌ଇଛି
Kisan Word:
Oraon Word: ଗାଢ୍‍
Oraon Sentence: ରାଜାରହି ଗାଢ଼ ଗୁଟ୍‌ଠିଦ୍‍ କାତି ସମ୍ପତ୍ତି ମାଞ୍ଜକି ରାଇ

ରାଜତ୍ୱ

ନିର୍ବାଚିତ ସରକାର ପାଞ୍ଚବର୍ଷ ରାଜତ୍ୱ କରନ୍ତି
Kisan Word: ରାଜତ୍ୱ
Kisan Sentence: ନିର୍ବାଚିତ ସାରକାର ପାଞ୍ଚ ବରଷ ରାଜତ୍ୱ କାମନାୟ
Oraon Word: ରାଜତ୍ୱ
Oraon Sentence: ନିର୍ବାଚିତ ସାରକାର ପାଞ୍ଚ ବାଛାର ରାଜୀପାଟି ନାନି

ରାଜସ୍ୱ

ସରକାର ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରନ୍ତି
Kisan Word: ଖାଜଣା
Kisan Sentence: ସାରକାର ପାର୍ଜାରଘିନ୍ତିନ୍‍ ଖାଜଣା ଆଦାୟ କାମିଦ୍‍
Oraon Word: ମାଲ୍‌ଗୁଜାରୀ
Oraon Sentence: ପାରଜାର ଗୁସ୍ତେ ମାଲଗୁଜାରୀ ଆଦାଃ ନାନି

ରାଜା

ରାଜାମାନେ ପରସ୍ପର ଯୁଦ୍ଧ କରୁଥିଲେ
Kisan Word: ରାଜା
Kisan Sentence: ରାଜା ଯାମାର ନିଜରନିଜର ଭିତରେ ଲାଡାଲିଆର
Oraon Word: ରାଜା
Oraon Sentence: ରାଜାର ତାଙ୍ଗଆ ତାଙ୍ଗଆ ଭିତ୍‌ରେ ଲାଡ଼ଆ ଲାଗିଖାର

ରାଜି

ସେ ମୋ ସହିତ ଯିବାକୁ ରାଜି ହେଲେ
Kisan Word: ରାଜି
Kisan Sentence: ହୁସ ଏଙ୍ଘାଏ ସାଙ୍ଗେ କାଲାଗେ ରାଜି ମାଞ୍ଜସ୍‍
Oraon Word: ରାଜି
Oraon Sentence: ଆସ ଏଙ୍ଘାଏ ସାଙ୍ଗେ କାଲାଗେ ରାଜି ମାଞ୍ଜସ୍‍

ରାତି

ଜହ୍ନ ରାତିରେ ତାରାମାନେ ଲୁଚି ଯାଆନ୍ତି
Kisan Word: ମାହାଁ
Kisan Sentence: ଚାନ୍ଦ ମାହାଁବାକେନ ବିନକୋ ଗୁଠିଦ୍‍ ନୁହୁରି କାଇଦ୍‍
Oraon Word: ମାଖା
Oraon Sentence: ଚାନ୍ଦ ମାଖାନୁଁ ଜିନ୍‌କୋ ଗୁଟଠିଦ୍‍ ନୁଁଖୁର‌ଇ କାଲି

ରାନ୍ଧି

ମାଆ ଆମ ପାଇଁ ଭାତ ରାନ୍ଧି କାମକୁ ଯାଏ
Kisan Word: ବିଇତି
Kisan Sentence: ଆୟାଙ୍ଗ ଏମାଗେ ମାଣ୍ଡି ବିଇତାକରି ନାଲଖୁଗେ କାଇଦ୍‍
Oraon Word: ବିତ୍‌ଆର
Oraon Sentence: ଆୟାଙ୍ଗ ଏମାଗେ ମାଣ୍ଡି ବିତ୍‌ଆରକି ନାଲାଗ୍‍ ଗେ କାଲି

ରାବ

ଚଢ଼େଇ ରାବ ଭାରି ମଧୁର ଶୁଭେ
Kisan Word: ଚିରାବରା
Kisan Sentence: ଅଡାଘି ଚିରାବରା ବାନେ ଏମ୍ବା ମେନ୍ଦ୍ରିଦ୍‍
Oraon Word: ଚିରାବରା
Oraon Sentence: ଅଡାଘି ଚିରାବରା ବାନେ ଏମ୍ବା ମେନ୍ଦ୍ରିଦ୍‍

ରାଶି

ରାଶି ଖଜା ଭାରି ମିଠା ଲାଗେ
Kisan Word: କେଁଶା
Kisan Sentence: କେଁଶା ଖାଜା ବାନେ ଏମ୍ବା ଲାଗିଦ୍‍
Oraon Word: ତୀଲ୍‍
Oraon Sentence: ତୀଲ୍‍ ଖାଜଆ ଦାଅ ଏମ୍ବା ଲାଗ୍ଗ

ରାଷ୍ଟ୍ରଭାଷା

ହିନ୍ଦୀ ଆମର ରାଷ୍ଟ୍ରଭାଷା ଅଟେ
Kisan Word: ରାଷ୍ଟ୍ରଭାଷା
Kisan Sentence: ହିନ୍ଦୀ ଏମ୍‌ହାଏ ରାଷ୍ଟ୍ର ଭାଷା ରାଇଦ୍‍
Oraon Word: ଦୋଶଭାଶା
Oraon Sentence: ହିନ୍ଦୀ ନାମହାଏଁ ଦେଶ ଭାଶା ତାଲି

ରାସ୍ତା

ମଫସଲ ଅଞ୍ଚଳରେ ଭଲ ରାସ୍ତା ନଥାଏ
Kisan Word: ପାବୁ
Kisan Sentence: ଦେହାତ ଅଞ୍ଚଳନୁ ବାନେ ପାବୁ ମା ରାଇଦ୍‍
Oraon Word: ପାବେ
Oraon Sentence: ଦେହାତ କାରା ଦାଆ ପାବେ ମାଲ ରାଇ

ରିକ୍‌ସା

ରିକ୍‌ସାରେ ତିନୋଟି ଚକ ଥାଏ
Kisan Word: ରିକ୍‌ସା
Kisan Sentence: ରିକ୍‌ସାନୁ ମୁନଟା ଚାକା ରାଇଦ୍‍
Oraon Word: ରିକ୍‌ସା
Oraon Sentence: ରିକ୍‌ସାନୁ ସୁଦଠୁ ଚାକା ରାଇଦ୍‍
< previous12Next >

Languages

Dictionary Search

Loading Results

Quick Search

Global Search

Search across all blogs:

Search on pages

Follow Us :   
  भारतवाणी ऐप डाउनलोड करो
  Bharatavani Windows App
PHP Code Snippets Powered By : XYZScripts.com