भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

ଯଜ୍ଞ

ଆମ ଗ୍ରାମରେ ବିଶ୍ୱଶାନ୍ତି ଯଜ୍ଞ ହୋ‌ଇଥିଲା
Kisan Word: ଯଜ୍ଞ
Kisan Sentence: ଏମ୍‌ ହାଏ ଡିହିନୁ ବିଶ୍ୱଶାନ୍ତି ଯଜ୍ଞ କାମା କେରକାଚାଦ୍‍
Oraon Word: ଯଜ୍ଞ
Oraon Sentence: ଏମ୍‌ ହାଏ ଡିହିନୁ ବିଶ୍ୱଶାନ୍ତି ଯଜ୍ଞ କାମା କେରକାଚାଦ୍‍

ଯତ୍ନ

ବାର୍ଦ୍ଧକ୍ୟ ବେଳେ ଯତ୍ନ ଆବଶ୍ୟକ ଅଟେ
Kisan Word: ଯାତାନ
Kisan Sentence: ପାଚବାଲ ବାକେନ ଯାତାନ ଦାରକାର ରାଇଦ୍‍
Oraon Word: ଯାତାନ
Oraon Sentence: ପାଚ୍‌ଗିବାରେ ବାକେନ ଯାତାନ ଦାରକାର ରାଇ

ଯଥା

ରିମି ଯଥା ଅର୍ଥ କହି ପାରିଲା
Kisan Word: ଯଥା
Kisan Sentence: ରିମି ଯଥା କାଥା ତେଙ୍ଗା ଲିଆ
Oraon Word: ଯଥା
Oraon Sentence: ରିମି ଯଥା କାଥା ତେଙ୍ଗା ଲିଆ

ଯନ୍ତ୍ର

ଯନ୍ତ୍ର ଦ୍ୱାରା ଜଟିଳ କାମ ସହଜରେ ହୋ‌ଇଥାଏ
Kisan Word: ଯନ୍ତ୍ର
Kisan Sentence: ଯନ୍ତ୍ର ଦ୍ୱାରା ମାମାନ୍ନା ନାଲଖୁ ସହଜନୁ ମାନିଦ୍‍
Oraon Word: ଯନ୍ତ୍ର
Oraon Sentence: ଯନ୍ତ୍ର ଦ୍ୱାରା ମାମାନ୍ନା ନାଲଖୁ ସହଜନୁ ମାନିଦ୍‍

ଯଶ

ବଡ଼ ଲୋକଙ୍କ ଯଶ ପୃଥିବୀ ସାରା ବ୍ୟାପିଯାଏ
Kisan Word: ଯଶ
Kisan Sentence: ବାଡକା ଆଲାରଘି ଯଶ ପୃଥିବୀ ସାରା ବ୍ୟାପିକାଇଦ୍‍
Oraon Word: ଯଶ
Oraon Sentence: ବାଡକା ଆଲାରଘି ଯଶ ପୃଥିବୀ ସାରା ବ୍ୟାପିକାଇଦ୍‍

ଯାଗା

ଉପଯୁକ୍ତ ଯାଗା ବାଛି ଫଳ ଚାଷ କରନ୍ତୁ
Kisan Word: ଆଡ୍ଡା
Kisan Sentence: ବାନେ ଅଡ୍ଡା ଚଆଜି ଫାଡୁ ଚାସ କାମା
Oraon Word: ଆଡ୍ଡା
Oraon Sentence: ଦାଅ ଆଡ୍ଡା ଚାନାର ଖାଞ୍ଜପା କ୍ଷିତି ନାନା

ଯାତ୍ରା

ଯାତ୍ରାରେ ଅନେକ ଲୋକ ଆନନ୍ଦ କରନ୍ତି
Kisan Word: ଯାତ୍ରା
Kisan Sentence: ଯାତ୍ରାନୁ ଅନେକ ଆଲାର ଖୁସି ରାନାୟ
Oraon Word: ଯାତ୍ରା
Oraon Sentence: ଯାତ୍ରାନୁ କାଏନ‌ଅଁ ଆଲାର ଖୁସି ରାଆନାର

ଯାତ୍ରା

ରେଳଯାତ୍ରା ଆମୋଦ ଦାୟକ ଅଟେ
Kisan Word: କାଆନା
Kisan Sentence: ରେଲନୁ କାଆନା ଆରାମ ରାଇଦ୍‍
Oraon Word: କାଆନା
Oraon Sentence: ରେଲନୁ କାଆନା ଆରାମ ରାଇ

ଯାଦୁକର

ଆମ ବିଦ୍ୟାଳୟକୁ ଜଣେ ଯାଦୁକର ଆସିଥିଲେ
Kisan Word: ଯାଦୁକର
Kisan Sentence: ଏମ୍‌ହାଏ ଇସ୍କୁଲଗେ ଅଣ୍ଟା ଯାଦୁକର ବାରକାଚାସ୍‍
Oraon Word: ଯାଦୁକର
Oraon Sentence: ଲୂରକୁଡ଼ିଆନୁଁ ଅଣ୍ଟା ଯାଦୁଗାରାସ୍‍ ବାର୍‌ଚେକା ରାହ୍‌ଚାସ୍‍

ଯାନବାହନ

ଯାନବାହନ ନିମନ୍ତେ ଭଲ ରାସ୍ତା ଆବଶ୍ୟକ
Kisan Word: ଯାନବାହନ
Kisan Sentence: ଯାନବାହନ ଲାଗାନ ବାନେ ପାବୁ ଦାରକାର
Oraon Word: ଯାନବାହନ
Oraon Sentence: ଯାନବାହନ ଲାଗାନ ବାନେ ପାବୁ ଦାରକାର

ଯାହାର

ଯାହାର ବୟସ ଅଠର ବର୍ଷ ସେ ଭୋଟ ଦେଇ ପାରିବ
Kisan Word: ନେଖାୟ
Kisan Sentence: ନେଖାୟ ବୟସ ଅଠର ବରଷ ତାନ ଭୋଟ ଚିଆ ଅଙ୍ଗର
Oraon Word: ନେଖାୟ
Oraon Sentence: ନେଖାୟ ଉମ୍ମାର ଦୋୟ ଆଖ୍‍ ବାଛାର୍‍ ଆସ୍‍ ଭୋଟ ଚିଆ ଅଙ୍ଗ

ଯୁକ୍ତ

ମୋ ବଡ଼ ଭାଇ ଯୁକ୍ତ ଦୁଇ ବିଜ୍ଞାନ ପଢ଼େ
Kisan Word: ଯୋଗ
Kisan Sentence: ଏଙ୍ଘାଏ କହା ଭାଇସ୍‍ ଯୋଗ ଦୁଇ ବିଜ୍ଞାନ ପାଢ଼ଦାସ୍‍
Oraon Word: ଯୋଗ
Oraon Sentence: ଏଙ୍ଘାଏ କହା ଭାଇସ୍‍ ଯୋଗ ଦୁଇ ବିଜ୍ଞାନ ପାଢ଼ଦାସ୍‍

ଯୁକ୍ତାକ୍ଷର

ଙ୍କ ଏକ ଯୁକ୍ତାକ୍ଷର ଅଟେ
Kisan Word: ମିଶ୍ରିଅକ୍ଷର
Kisan Sentence: ଙ୍କ ଅଣ୍ଟା ମିଶ୍ରିଅକ୍ଷରଦ୍‍
Oraon Word: ମିଶ୍ରିଅକ୍ଷର
Oraon Sentence: ଙ୍କ ଅଣ୍ଟା ମିଶ୍ରିଅକ୍ଷରଦ୍‍

ଯୁଗ୍ମ

ଲତା ଓ ରମା ଖେଳରେ ଯୁଗ୍ମ ପୁରସ୍କାର ପାଇଲେ
Kisan Word: ମିଶାମିଶି
Kisan Sentence: ଲତା ଓ ରମା ବେଚାନୁ ମିଶାମିଶି ପୁରସ୍କାର ହାଖାର
Oraon Word: ମିଶାମିଶି
Oraon Sentence: ଲତା ଓ ରମା ବେଚାନୁ ମିଶାମିଶି ପୁରସ୍କାର ହାଖାର

ଯୁଦ୍ଧ

ପାକିସ୍ଥାନ ଆମ ସହିତ ଅନେକ ବାର ଯୁଦ୍ଧ କରିଛି
Kisan Word: ଯୁଦ୍ଧ
Kisan Sentence: ପାକିସ୍ଥାନ ଏମ୍‌ହାଏ ସାଙ୍ଗେ ଇୟଁଥର ଯୁଦ୍ଧ କାମକଚି
Oraon Word: ଲାଡ଼ାଇ
Oraon Sentence: ଏମ୍ଭଁଅର ଲାଡ଼ାଇ ନାଞ୍ଜକି ରାଇ

ଯୁବକ

ଯୁବକମାନେ ଅସାଧ୍ୟ କାର୍ଯ୍ୟ କରି ପାରନ୍ତି
Kisan Word: କୁକୋ
Kisan Sentence: କୁକୋ ହାଦାର ମାବାନ୍ନା ନାଲଖୁ କାମା ଅଙ୍ଗନାୟ
Oraon Word: କୁକ୍କୋ
Oraon Sentence: କୁକ୍କୋ ଖାଦ୍ଦାର ମାନାନ୍ନା ନାଲଖ ନାନା ଅଙ୍ଗନାର

ଯେଉଁ

ଯେଉଁ ଦେଶ ଯେତେ ଶିକ୍ଷିତ ସେଇ ଦେଶ ସେତେ ଉନ୍ନତ
Kisan Word: ଏକା
Kisan Sentence: ଏକା ଦେଶ ଯେତକି ଶିକ୍ଷିତ ଆ ଦେଶ ହତକ ଉନ୍ନତି
Oraon Word: ଏକା
Oraon Sentence: ଏକା ଦେଶ ଏନ୍ଦା ଶିକ୍ଷିତ ଆ ଦେଶ ଆନ୍ଦା ଉନ୍ନତି

ଯୋଜନା

ପ୍ରତ୍ୟେକ କାର୍ଯ୍ୟ ଯୋଜନାନୁସାରେ ହେବା ଉଚିତ
Kisan Word: ଯୋଜନା
Kisan Sentence: ଯାମା ନାଲଖୁନୁ ଯୋଜନାନୁ କାମନା କାଥା
Oraon Word: ଯୋଜନା
Oraon Sentence: ଯାମା ନାଲଖୁନୁ ଯୋଜନାନୁ କାମନା କାଥା

ଯୋଡ଼

ଦୁଇଟି କାଠିକୁ ଯୋଡ଼
Kisan Word: ଜଡ଼ା
Kisan Sentence: ଜଡ଼େ କାଙ୍କୁନ ଜଡ଼ା
Oraon Word: ଯୋଡ଼ଆ
Oraon Sentence: ଏଡ଼ୋ କାଙ୍କେନ୍‍ ଯୋଡ଼ଆ

ଯୋଡ଼ା

କାଉ ଯୋଡ଼ା ରାବୁଛନ୍ତି
Kisan Word: ଜଡ଼େ
Kisan Sentence: ହାହା ଜଡ଼େ ଚିରାରାଲି
Oraon Word: ଯୋଡ଼ା
Oraon Sentence: ଖାଖା ଯୋଡ଼ା ଗାଡ୍‌ରାରଆଲି
< previous12Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App