Odia-Oraon-Kisan-Sabdakosh (ATLC)
Academy of Tribal Language & Culture, Govt. of Odisha
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ମଇଳା
ମଇଳା ହାତରେ କିଛି ଖାଇବ ନାହିଁ
Kisan Word: ମାଇଲା
Kisan Sentence: ମାଇଲା ହେଖାନୁ ଏନ୍ଦେହି ଆମ୍କେ ମହାଁ
Oraon Word: ମାଇଲା
Oraon Sentence: ମାଇଲା ଖେଖ୍ଖାନୁଁ ଏଦ୍ରାହୁଁ ଆମକେ ମଖା
ମଇଁଷି
ଆମେ ହଳେ ମଇଁଷି ପାଳିଛୁ
Kisan Word: ଭାଏସ୍
Kisan Sentence: ଏମ୍ ହଲେ ଭାଏସ ପସାଲଦାମ୍
Oraon Word: ମାନ୍ଖା
Oraon Sentence: ଏମ୍ ଅଣ୍ଟେଗହଲା ମାନ୍ଖା ପୋଷାଚକା ରାଆଦାସ
ମଉଜ
ଛୁଟି ଦିନରେ ଆମେ ମଉଜ କରିଥାଉ
Kisan Word: ମାଜା
Kisan Sentence: ଛୁଟି ଉଲ୍ଲାନୁ ଏମ ମାଜା କାମଦାମ୍
Oraon Word: ମାଉଜ୍
Oraon Sentence: ଛୁଟି ଉଲ୍ଲାନୁ ଏମ ମାଉଜ୍ ନାନ୍ଦାମ୍
ମଉସା
ଖରା ଛୁଟିରେ ମୁଁ ମଉସା ଘରକୁ ଯିବି
Kisan Word: ମାସା
Kisan Sentence: ବିଡନା ଛୁଟିନୁ ଏନ ମାସା ଆଡପା କନ୍
Oraon Word: ମାସା
Oraon Sentence: ବିଡନା ଛୁଟିନୁ ଏନ ମାସା ଏଡପା କାଲନ୍
ମକା
ନବରଙ୍ଗପୁର ଅଞ୍ଚଳରେ ପ୍ରଚୁର ମକା ଚାଷ ହୁଏ
Kisan Word: ଜଣ୍ଡରା
Kisan Sentence: ନବରଙ୍ଗପୁର ଅଞ୍ଚଳନୁ ମୁରୁକ ଜଣ୍ଡରା ଚାଷ କାମନାଏ
Oraon Word: ଜିନ୍ହର
Oraon Sentence: ନବରଙ୍ଗପୁର ଆବ୍ଡାନୁଁ ମୁରୁକ ଜିନ୍ହର କ୍ଷିତି ନାନ୍ନାର
ମଗର
ଗହୀରା ପାଣିରେ ମଗର ଭଲ ବଢ଼ନ୍ତି
Kisan Word: ମୁଗ୍ରା
Kisan Sentence: ଗନ୍ଧଡ଼ ଆମ୍ମୁନୁ ମୁଗ୍ରା ବାନେ ପାରଦିଦ୍
Oraon Word: ମାଙ୍ଗାର
Oraon Sentence: ଗାହରା ଆମ୍ମନୁଁ ମାଙ୍ଗାର ଦାଅ ପାରଦି
ମଜା
ଦୋଳି ଖେଲିବାକୁ ଭାରି ମଜା ଲାଗେ
Kisan Word: ମାଜା
Kisan Sentence: ଦୁଲି ବେଚାଗେ ମୁରୁକ ମାଜା ଲାଗିଦ୍
Oraon Word: ମାଜା
Oraon Sentence: ସ୍ତିଲୁଆ ବେଚାଗେ ମୁରୁକ ମାଜା ଲାଗ୍ଗ
ମଝିରୁ
ବାଡ଼ିଟା ଠିକ୍ ମଝିରୁ ଭାଙ୍ଗିଗଲା
Kisan Word: ମାଝାନ୍ତି
Kisan Sentence: ସଟ୍ଟା ଠିକ୍ ମାଝାନୁ ଏସରାକେରା
Oraon Word: ମାଝିନ୍ତି
Oraon Sentence: ଟେମ୍ପାଦ୍ ଠିକ୍ ମାବିନ୍ତି ଏସ୍ସରାକେରା
ମଞ୍ଜି
ମଞ୍ଜିରୁ ଗଜା ବାହାରେ
Kisan Word: ମାଞ୍ଜି
Kisan Sentence: ମାଞ୍ଜିନୁ ଗାଜା ଉରଖିଦ୍
Oraon Word: ମାଞ୍ଜି
Oraon Sentence: ମାଞ୍ଜିନ୍ତି ଗାଜା ଉରଖି
ମଣିଷ
ମନୁଷ୍ୟ ସବୁ ପ୍ରାଣୀଠାରୁ ଶ୍ରେଷ୍ଠ ଅଟେ
Kisan Word: ମୁନସର
Kisan Sentence: ମୁନସର ଜଆମା ଜିବନ୍ତି ଶ୍ରେଷ୍ଠ ରାନାୟ
Oraon Word: ମାନୱାର
Oraon Sentence: ମାନୱାର ଉର୍ମି ଜୀୟାଯାନ୍ତୁନ୍ତି ମୁକ୍ଷୀ ତାଲନାର
ମତ୍ସ୍ୟ
ଆମ ଗାଁ ପୋଖରୀରେ ମତ୍ସ୍ୟ ଚାଷ କରାଯାଇଛି
Kisan Word: ଇଞ୍ଜୋ
Kisan Sentence: ଏମା ଡିହି ପାଖାରାନୁ ଇଞ୍ଜୋ ଚାଷ କାମକାଦାମ
Oraon Word: ଇଞ୍ଜୋ
Oraon Sentence: ଏମ୍ହାଏଁ ପାଦ୍ଦା ପୋଖ୍ରାନୁଁ ଇଞ୍ଜୋ ଚାଷ ନାଞ୍ଜକାରାଇ
ମଥା
ଓଡ଼ିଆ ବୋହୁ ମଥାରେ ଓଢ଼ଣା ଟାଣନ୍ତି
Kisan Word: କୁକୁନୁ
Kisan Sentence: ଓଡ଼ିଆ ବହ କୁକୁନୁ ଉଢଣି ଚିନାୟ
Oraon Word: କୁକ୍କୁନୁଁ
Oraon Sentence: ଓଡ଼ିଆ ଖାଈର କୁକ୍କୁନୁଁ କୁଲ୍କୁଟୁରନାର
ମଧୁର
ଆଖୁ ରସ ମଧୁର ଲାଗେ
Kisan Word: ଏମ୍ବା
Kisan Sentence: କୁସାରୀ ରାସେ ଏମ୍ବା ଲାଗିଦ୍
Oraon Word: ଏମ୍ବା
Oraon Sentence: କାତାଡ଼ି ରାଗି ରାସେ ଏମ୍ବା ଲାଗ୍ଗ
ମଧ୍ୟବର୍ତ୍ତୀ
ଚାରି ତିନି ଓ ପାଞ୍ଚର ମଧ୍ୟବର୍ତ୍ତୀ ସଂଖ୍ୟା ଅଟେ
Kisan Word: ମାଝାନ୍ତା
Kisan Sentence: ଚାର ତିନ ଆରୁ ପାଞ୍ଚ ମାଝାନ୍ତା ସଂଖ୍ୟା ରାଇଦ୍
Oraon Word: ମାଝିନ୍ତା
Oraon Sentence: ନାଖ, ମୁନ୍ଦ ଆରା ପାଚ୍ଛେଘି ମାଝିନ୍ତା ସଂଖ୍ୟା ତାଲି
ମଧ୍ୟରେ
ଆମ ମଧ୍ୟରେ ରବି ଅଧିକ ଡେଙ୍ଗା ଅଟେ
Kisan Word: ମାଝାନ୍ତି
Kisan Sentence: ଏମ୍ ହାଏ ମାଝାନ୍ତି ରବି ଢ଼େର ମେଚ୍ଛା ରାଦାସ୍
Oraon Word: ମାଝିନ୍ତି
Oraon Sentence: ଏମ୍ ହାଏ ମାଝିନ୍ତି ରବିସ୍ ଢ଼େର ମେଚ୍ଛା ରାଦାସ୍
ମନ
ସରଳ ମନ ଯାହାର ସେ ଶନ୍ତିରେ ରହେ
Kisan Word: ମନ
Kisan Sentence: ସିଧା ମନ ନେଖାର ତାନ ଶାନ୍ତିନୁ ରାଦାସ୍
Oraon Word: ମନ
Oraon Sentence: ସିଧା ମନ ନେଖାଏ ଆସ ଶାନ୍ତିନୁ ରାଦାସ୍
ମନଭରି
ନନ୍ଦନକାନନର ପଶୁ ପକ୍ଷୀଙ୍କୁ ମୁଁ ମନ ଭରି ଦେଖିଲି
Kisan Word: ମନଭରି
Kisan Sentence: ନନ୍ଦନକାନନନ୍ତା ଜାନ୍ତୁ ଅଡାନ୍ ଏନ୍ ମନ ଭରି ଏରକାନ
Oraon Word: ମନଭରି
Oraon Sentence: ନନ୍ଦନକାନନନ୍ତା ଜାନ୍ତୁ ଅଡାନ୍ ଏନ୍ ମନ ଭରି ଏରକାନ
ମନମାରି
ଫେଲ ଖବର ଶୁଣି ସୁନି ମନ ମାରି ବସିଛି
Kisan Word: ମନଦୁଖ
Kisan Sentence: ଫେଲ ଖବର ମେନି ସୁନି ମନଦୁଖ ନୁ ଅକ୍କିଚି
Oraon Word: ମାନ୍ଦୁଃଖ
Oraon Sentence: ଫେଲ ଖାଡ଼ାର ମେନାର ସୁନି ମାନଦୁଃଖ ଉକ୍କିରାଇ
ମନଯୋଗ
ପିଲାଏ ପାଠ ପଢ଼ାରେ ମନଯୋଗ କରିବା ଉଚିତ
Kisan Word: ମନଧିଆନ
Kisan Sentence: ହାଦ୍ଦାର ପାଠ ପାଢ଼ାଗେ ମନଧିଆନ ଚିନା କାଥାଦ୍
Oraon Word: ମନଧିଆନ
Oraon Sentence: ହାଦ୍ଦାର ପାଠ ପାଢ଼ାଗେ ମନଧିଆନ ଚିନା କାଥାଦ୍
ମନାସୁଥିବା