भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234Next >

ନଈ

ମୁଁ ଆମ ଗାଁ ନଈରେ ପହଁରା ଶିଖିଛି
Kisan Word: ଯୋଡୁ
Kisan Sentence: ଏନ୍‍ ଏମା ଡିହି ଯୋଡୁନୁ ଅଗା ସିଖ୍ରାକାଦାନ
Oraon Word: ଖାଆଡ଼
Oraon Sentence: ଏନ ଏମହାୟ ପାଦ୍ଧା ଖାଆଡ଼ନୁ ଅଗା ଶିଖ୍ରାକାଦାନ

ନଈ ବନ୍ଧ

ନଈବଢ଼ି ବେଳେ ନଈବନ୍ଧ ଭାଙ୍ଗିଯାଏ
Kisan Word: ହଂସ୍ରାବାନ୍ଧା
Kisan Sentence: ବାୟହା ବାଢ଼ି ବାକେନ ହଂସ୍ରାବାନ୍ଧା ହଟରିଦ୍‍
Oraon Word: ଖାଆଡ଼ ଆଡ଼ି
Oraon Sentence: ବାୟହା ବାଢ଼ି ବାକେନ ଖାଆଡ଼ ଆଡ଼ିନ୍‍ ଖଟିଚିଇ

ନଈବଢ଼ି

ନଈବଢ଼ି ଆମ ରାଜ୍ୟର ଏକ ବଡ଼ ବିପତ୍ତି
Kisan Word: ବାୟହା ବାଡି
Kisan Sentence: ବାୟହା ବାଡି ନାମା ରାଜ୍ୟନୁ ଅଣ୍ଟା ବାଡକା ବିପତ୍ତି
Oraon Word: ବାୟହା ବାଡିହ
Oraon Sentence: ବାୟହା ବାଡିହ ନାମହାୟ ରାଜିନ୍ତା ଅଣ୍ଟା କହା ବିପାତ୍ତି

ନକ୍‌ସା

ଇଞ୍ଜିନିୟର ଆସି ବିଦ୍ୟାଳୟର ନକ୍‌ସା ପ୍ରସ୍ତୁତ କଲେ
Kisan Word: ନାକ୍‌ସା
Kisan Sentence: ଇଞ୍ଜିନିୟର ବାରି ଇସ୍କୁଲନ୍ତା ନାକ୍‌ସା କାମଚାସ୍‍
Oraon Word: ନାକ୍‌ସା
Oraon Sentence: ଇଞ୍ଜିନିୟର ବାରଆକି ଇସ୍କୁଲନ୍ତା ନାକ୍‌ସା କାମଚାସ୍‍

ନଜର

ଶିକ୍ଷକ ପ୍ରତି ପିଲା ଉପରେ ନଜର ରଖନ୍ତି
Kisan Word: ହାନ୍ନୁ
Kisan Sentence: ମାଷ୍ଟରସ୍‍ ଜାମା ହାଦ୍‌ଦାରଘି ମିୟାଁ ହାନ୍ନୁ ଚିଦାସ୍‍
Oraon Word: ନାଜାଇଉ
Oraon Sentence: ମାଷ୍ଟରସ୍‍ ଜାମା ହାଦ୍‌ଦାରଘି ମିୟାଁ ନାଜରାଦାସ

ନଟୁ

ପିଲା ମାନେ ନଟୁ ଖେଳ ଭଲ ପାଆନ୍ତି
Kisan Word: ନଟୁ
Kisan Sentence: ହାଦ୍‍‍ଦାର ନଟୁ ଖେଳ ବାନେ ପାତ୍‌ତାରାନାୟ
Oraon Word: ଲାଟୁ
Oraon Sentence: ହାଦ୍‍‍ଦାର ଲାଟୁ ବେଚନା ବେଟା ପାତ୍‌ତାରାନାୟ

ନଡ଼ିଆ

ନଡ଼ିଆ କତାରେ ଦ‌ଉଡ଼ି ତିଆରି ହୁଏ
Kisan Word: ନାଡ଼ିଆ
Kisan Sentence: ନାଡିଆ କାତାତି ଏପୁ ତିଆର ମାନିଦ୍‍
Oraon Word: ନାଡ଼ିଆ
Oraon Sentence: ନାଡିଆ କାତାତି ଏପ କାମତାରି

ନଦୀ

ମହାନଦୀ ଓଡ଼ିଶାର ବଡ଼ ନଦୀ
Kisan Word: ହଂସ୍ରା
Kisan Sentence: ମହାନଦୀ ଓଡ଼ିଶାନ୍ତା ବାଡକା ହଂସ୍ରା
Oraon Word: ହଂସ୍ରା
Oraon Sentence: ମହାନଦୀ ଓଡ଼ିଶାନ୍ତା ଚହା ଖାଆଡ଼

ନବମ

ଦୌଡ଼ ଖେଳରେ ରିତା ନବମ ସ୍ଥାନରେ ରହିଲା
Kisan Word: ନବମ
Kisan Sentence: କୁଦିଆରାନା ଖେଲନୁ ରିତା ନବମ ଆଡ୍ଡାନୁ ରାଚାଦ୍‍
Oraon Word: ନବମ
Oraon Sentence: ରଂଙ୍ଗନା ଖେଲନୁ ରିତା ନାଓ ସ୍ଥାନକୁ ରାହୟ

ନଳ

ନଳକୂପ ପାଣି ପିଇବା ନିରାପଦ
Kisan Word: ନଳ
Kisan Sentence: ନଳତୁଷାନ୍ତା ଆମ୍ମୁ ହାପ୍ପାଗେ ନିରାପଦ
Oraon Word: ନାଲ
Oraon Sentence: ନାଲତୁଷାନା ଆମ୍ମେ ନୋଗେ ନିରାପଦ

ନଷ୍ଟ

ଖାଦ୍ୟ ଦ୍ରବ୍ୟ ଆଦି ନଷ୍ଟ କର ନାହିଁ
Kisan Word: ଖାରାପ
Kisan Sentence: ଅନ୍‌ନା ମହନା ଜିନିଷ ଗୁଠିନ୍‍ ଖାରାପ ଆମାକାମା
Oraon Word: ଖାରାପ
Oraon Sentence: ଅନ୍‌ନା ମହନା ଜିନିଷ ଗୁଠିନ୍‍ ଖାରାପ ଆମାକାମା

ନା

ଧୂମ ପାନକୁ ନା କହ
Kisan Word: ମାଲ୍ଲା
Kisan Sentence: କୁହୁଡା ହାପ୍‌ନା ମାଲ୍ଲା ବାଆ
Oraon Word: ମାନା
Oraon Sentence: ଧୂଙ୍ଗିଆ ଓନ୍‌ନାନ ମାନା କମଆ

ନାକ

ଦୁର୍ଗନ୍ଧରେ ନାକ ଫାଟି ପଡୁଛି
Kisan Word: ମୁହିଁ
Kisan Sentence: ଦୁର୍ଗନ୍ଧନୁ ମୁହିଁ ହଟରା କାଇଦ୍‍
Oraon Word: ମୁହିଁ
Oraon Sentence: ଦୁର୍ଗନ୍ଧନୁ ମୁହିଁ ପାଲକିରି କାଇ

ନାଗରିକ

ଆମେ ଭାରତର ନାଗରିକ ଅଟୁ
Kisan Word: ନାଗରିକ
Kisan Sentence: ଏମ ଭାରତନ୍ତା ନାଗରିକ
Oraon Word: ନାଗରିକ
Oraon Sentence: ଏମ ଭାରତନ୍ତା ନାଗରିକ ହିକଦାମ

ନାଚି ନାଚି

ଲହଡ଼ି ନାଚି ନାଚି କୂଳରେ ପିଟି ହୁଏ
Kisan Word: ନାଲା ନାଲା
Kisan Sentence: ଲହଡି ନାଲା ନାଲା ଖାଆଣ୍ଡିନୁ ଡେମରିଦ୍‍
Oraon Word: ନାଲା ନାଲା
Oraon Sentence: ଲହଡି ନାଲା ନାଲା ଖାଆଣ୍ଡିନୁ ବାଜଡ଼ାରି

ନାଡ଼ି

କବିରାଜ ନାଡ଼ି ଦେଖି ରୋଗ ଚିହ୍ନେ
Kisan Word: ନାଡି
Kisan Sentence: କବିରାଜସ୍‍ ନାଡି ଏରି ବେମାର ଚିନ୍‌ଦାସ୍‍
Oraon Word: ନାଡି
Oraon Sentence: କବିରାଜସ୍‍ ନାଡି ଏରାକି ବେମାର ଚିନ୍‌ଦାସ୍‍

ନାତି

ରବିବାବୁଙ୍କ ନାତି ଷଷ୍ଠ ଶ୍ରେଣୀରେ ପଢ଼େ
Kisan Word: ନାତ୍‌ତି
Kisan Sentence: ରବିବାବୁସ୍‌କି ନାତ୍‌ତିସ ଷଷ୍ଠ ଶ୍ରେଣୀନୁ ପାଢଦାସ୍‍
Oraon Word: ନାତ୍‌ତି
Oraon Sentence: ରବିବାବୁସ୍‌କି ନାତ୍‌ତିସ ଛାଅ କାଲାସନୁ ପାଢଦାସ୍‍

ନାତୁଣୀ

ମୋର ଗୋଟିଏ ନାତୁଣୀ ଅଛି
Kisan Word: ନାତ୍‌ତି
Kisan Sentence: ଏଙ୍ଘାଏ ଅଣ୍ଟା ନାତ୍‌ତି ଆତ୍‌ଲିଦ
Oraon Word: ନାତ୍‌ତି
Oraon Sentence: ଏଙ୍ଘାଏ ଅଣ୍ଟା ନାତ୍‌ତି ରାଇ

ନାନା

ସେ ମୋତେ ନାନା କଟୁ କଥା କହିଲା
Kisan Word: ନାନା
Kisan Sentence: ଆସ୍‍ ଏଙ୍ଗାନ୍‍ ନାନା ଖାରାପ କାଥା ତେଙ୍ଗିଆସ୍‍
Oraon Word: ନାନା
Oraon Sentence: ଆସ୍‍ ଏଙ୍ଗାନ୍‍ ନାନା ଖାରାପ କାଥା ତେଙ୍ଗିଆସ୍‍

ନାମ

ବହୁମୂଲ୍ୟ ସୁବର୍ଣ୍ଣ ଅପେକ୍ଷା ଉତ୍ତମ ନାମ ଭଲ
Kisan Word: ନାମେ
Kisan Sentence: ବହୁତଦାମ ସୁନାଘିନ୍ତି ଉତ୍ତମ ନାମେ ବାନେ
Oraon Word: ନାମେ
Oraon Sentence: ବହୁତଦାମ ସୁନାଘିନ୍ତି ଉତ୍ତମ ନାମେ ବେଶ
< previous1234Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App