भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଧ‌ଇଁ ସ‌ଇଁ

ଲୋକଟି ଧ‌ଇଁ ସ‌ଇଁ ହୋ‌ଇ ଘରେ ପହଞ୍ଚିଲା
Kisan Word: ଧ‌ଇଁ ସ‌ଇଁ
Kisan Sentence: ଆଲାସ୍‍ ଧ‌ଇଁ ସ‌ଇଁ ମାନି ଏଡପା ଆଣସିଆସ୍‍
Oraon Word: ଧ‌ଇଁ ସ‌ଇଁ
Oraon Sentence: ଆଲାସ୍‍ ଧ‌ଇଁ ସ‌ଇଁ ମାନି ଏଡପା ଆଣସିଆସ୍‍

ଧନୀ

ଧନୀମାନେ ଗରୀବଙ୍କ କଥା ବୁଝିବା ଉଚିତ
Kisan Word: ଧନୀ
Kisan Sentence: ଧନୀଗୁଠିଆର ଗରୀବଘିର କାଥା ବୁଝୁରନା ଉଚିତ
Oraon Word: ଧାନୀ
Oraon Sentence: ଧନୀଜାମାର ଗାରିବାରଘି କାଥାନ ବୁଝୁରନା ଉଚିତ

ଧନୁଶର

ଶବରମାନେ ଧନୁଶର ଧରି ଯାଆ ଆସ କରନ୍ତି
Kisan Word: ଏଡତୁଚାର
Kisan Sentence: ସବରଯାମାର ଏଡତୁଚାର ଧାରି କାନାୟ ବାରନାୟ
Oraon Word: ତରିଧାନୁ
Oraon Sentence: ସବରଯାମାର ତିରଧାନୁ ଆରଆକି କାନାର ବାରନାୟ

ଧନ୍ଦା

ସ୍କୁଲମାନଙ୍କର ଧନ୍ଦା ମୂଳକ ଶିକ୍ଷା ଦେବା ଉଚିତ
Kisan Word: ଧାନ୍ଦା
Kisan Sentence: ଇସ୍କୁଲନୁ ଧାନ୍ଦା ମୂଲକ ଶିକ୍ଷା ଚିନା ଉଚିତ
Oraon Word: ଧାନ୍ଦା
Oraon Sentence: ଇସ୍କୁଲନୁ ଧାନ୍ଦା ମୂଲକ ଶିକ୍ଷା ଚିନା ଉଚିତ

ଧନ୍ୟ

ଦେଶପାଇଁ ପ୍ରାଣବଳି ଦେଉଥିବା ଲୋକ ଧନ୍ୟ
Kisan Word: ଧଏନ୍‍
Kisan Sentence: ଦେଶଘିଲାଗାନ୍‍ ଜିଆଚିନା ଆଲାର ଧଏନ୍‍
Oraon Word: ଧାଇନ୍‍
Oraon Sentence: ଦେଶଘିଲାଗାନ୍‍ ଜିଆଚିନା ଆଲାର ଧାଇନ୍‍

ଧମନୀ

ଧମନୀରେ ପରିଷ୍କୃତ ରକ୍ତ ଯାଏ
Kisan Word: ଧମନୀ
Kisan Sentence: ଧମନୀନୁ ସାଫା ହେଁସୁ କାଇଦ୍‍
Oraon Word: ଧମନୀ
Oraon Sentence: ଧମନୀନୁ ସାଫା ହେଁସୁ କାଇଦ୍‍

ଧରାଧରି

ପିଲାଏ ଧରାଧରି ହୋ‌ଇ ଖେଳନ୍ତି
Kisan Word: ଧାରାଧାରି
Kisan Sentence: ହଦ୍‌ଦାର ଧାରାଧାରି କିରି ବେଚନାୟ
Oraon Word: ଧାରାଧାରି
Oraon Sentence: ହଦ୍‌ଦାର ଧାରାଧାରି ମାନାରକି ବେଚନାୟ

ଧରିବା

ମାଛ ଧରିବା କେଉଟମାନଙ୍କର ବୃତ୍ତି ଅଟେ
Kisan Word: ଧାରନା
Kisan Sentence: ଇଞ୍ଜୋ ଧାରନା କେଉଁଟଯାମାରଘି ବୃତ୍ତିଦ୍‍
Oraon Word: ଧାରନା
Oraon Sentence: ଇଞ୍ଜୋ ଧାରନା କେଉଁଟଯାମାରଘି ବୃତ୍ତା ହିକେ

ଧଳା

ଟଗର ଫୁଲର ରଙ୍ଗ ଧଳା
Kisan Word: ଧୋପ
Kisan Sentence: ଟଗର ପୁଁଉପୁଘି ରଙ୍ଗ ଧୋପ
Oraon Word: ପାଣ୍ଡୁର
Oraon Sentence: ଟଗର ପୁଁଉପୁଘି ରଙ୍ଗ ପାଣ୍ଡରୁ

ଧାନ

ବାସୁମତି ଧାନ ଚାଷ ଏକ ଲାଭ ଜନକ କୃଷି କାର୍ଯ୍ୟ
Kisan Word: ହେସ୍‌ସୁ
Kisan Sentence: ବାସମତୀ ହେସ୍‌ସୁ ଚାଷ ଅଣ୍ଟା ଲାଭଜନକ କ୍ରିଷି ନାଲଖୁ
Oraon Word: ଖେସେ
Oraon Sentence: ବାସମାତି ଖେସେ ଖିତି ଅଣ୍ଟା ଲାଭକାରୀ ଖିତ ନାଲାଃ

ଧାର

ଗାଁର ଲୋକେ ଧାର ଉଧାର କରି ଚଳନ୍ତି
Kisan Word: ଧାର
Kisan Sentence: ଡିହିନ୍ତା ଆଲାର ଧାର ଉଧାର କାମି ଚାଲରାନାୟ
Oraon Word: ଋନ୍‌ବାରାନ
Oraon Sentence: ଖୁରୀନ୍ତା ଆଲାର ଚିନ୍‌ବାରନ ମାନାରକି ଚାଲାର୍‌ନାର

ଧିର

ଧିର ପାଣି ପଥର କାଟେ
Kisan Word: ସୁସ୍ଥିୟା
Kisan Sentence: ସୁସ୍ଥିୟା ଆମ୍ମୁ ଚାଚା ମୁରକିଦ୍‍
Oraon Word: ଧିର
Oraon Sentence: ଧିର ଆମ୍ମେ ପାଖନାନ ଖାଣ୍ଡି

ଧୁଏ

ସକାଳେ ଉଠି ମୁଁ ପ୍ରଥମେ ମୁହଁ ଧୁଏ
Kisan Word: ମୁଜରାଦାନ
Kisan Sentence: ପାଇରିନ୍‍ ଉସ୍‌କାରି ଏନ୍‍ ପହିଲେ ମୁହିଁ ମୁଜରାଦାନ
Oraon Word: ମୁଜରାଦାନ
Oraon Sentence: ପାଇରି ଚଆର ଏନ୍‍ ଆଗେ ବାଇ ମୁଝୁରଦାନ

ଧୂଆଁ

ନିମ୍ବ ପତ୍ର ଧୂଆଁ ମଶ ଘ‌ଉଡ଼ାଏ
Kisan Word: କୁହୁଡା
Kisan Sentence: ହାଡ୍‌ଖୋ ଆଥା କୁହୁଡା ଗୁଣ୍ଡିଆ ଭାଗାବାଇଦ୍‍
Oraon Word: ଧୂଙ୍ଗିୟା
Oraon Sentence: ନିମ ଆତ୍‌ଖା ଧୂଙ୍ଗିୟା ଭୁଁଭାତନ ଭୁଂତଲ

ଧୂଆଁଳିଆ

ଖରାଦିନେ ଆକାଶ ଧୂଆଁଳିଆ ଦେଖାଯାଏ
Kisan Word: କୁହୁଡିଆ
Kisan Sentence: ବିଡ୍‌ନାଉଲ୍ଲା ଆକାଶ କୁହୁଡିଆ ଏଥ୍ରିଦ
Oraon Word: କୁହୁଡିଆ
Oraon Sentence: ବିଡ୍‌ନାଉଲ୍ଲା ଆକାଶ କୁହୁଡିଆ ଏଥ୍ରି

ଧୂପ

ପୂଜକ ଧୂପ ଦେଇ ପୂଜା କରନ୍ତି
Kisan Word: ଧୁମ୍ବାଲି
Kisan Sentence: ପୂଜାରିସ୍‍ ଧୁମ୍ବାଲି ଚିଇକିରି ପୂଜା କାମଦାସ
Oraon Word: ଧୁମ୍ବାଲି
Oraon Sentence: ପୂଜାରିସ୍‍ ଧୁମ୍ବାଲି ଚିଇକିରି ପୂଜା କାମଦାସ

ଧୂଳି

ମାଟିରାସ୍ତାରେ ଖୁବ୍‍ ଧୂଳି ଉଡ଼େ
Kisan Word: ଧୁଉଳି
Kisan Sentence: ହାଜ୍‌ଜୁ ପାବୁନୁ ବାଗ୍‌ଗେ ଧୁଉଲି ଉଡ଼େ
Oraon Word: ଧୁଉଳି
Oraon Sentence: ଖାବେ ଡ଼ାହରେନୁ ବାଗେମ ଧୂଲି ଉଡ଼ରୀ

ଧୂଳି ଝାଡ଼ି

ପିଲାଟି ଧୂଳିଝାଡ଼ି ଉଠି ପଡ଼ିଲା
Kisan Word: ଧୁଉଳି ହେତ୍‌ତି
Kisan Sentence: କୁକ୍କୋସ ଧୁଉଲି ହେତ୍‌ତି ଉସକାରାସ କେରାସ୍‍
Oraon Word: ଧୁଉଳି ଖେତାର
Oraon Sentence: କୁକ୍କୋସ ଧୁଉଲି ଖେତାର ଚାଚାସ କେରାସ୍‍

ଧ୍ୱଂସ

ପରମାଣୁ ବୋମା କ୍ଷଣିକ ମଧ୍ୟରେ ସବୁ ଧ୍ୱଂସ କରେ
Kisan Word: ନାରଖାର
Kisan Sentence: ପରମାଣୁ ବୋମାଦ୍‍ ଘାଁଣ୍ଡେଗେ ସବୁ ନାରଖାର କାମିଚି
Oraon Word: ନାରଖାର
Oraon Sentence: ପରମାଣୁ ବୋମାଦ୍‍ ଘାଁଣ୍ଡେଗେ ହୁରମିନ୍‍ ନାରଖାର ନାନି

Languages

Dictionary Search

Loading Results

Quick Search

Global Search

Search across all blogs:

Search on pages

Follow Us :   
  भारतवाणी ऐप डाउनलोड करो
  Bharatavani Windows App
PHP Code Snippets Powered By : XYZScripts.com