भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234Next >

ଦ‌ଉଡ଼

ଦ‌ଉଡ଼ ଖେଳରେ ରିମି ପ୍ରଥମ ସ୍ଥାନ ପାଇଲା
Kisan Word: ଦାଉଡ଼ା
Kisan Sentence: ଦାଉଡ଼ା ଖେଲନୁ ରିମି ପ୍ରଥମ ସ୍ଥାନ ହାଖ୍‌ଖିଆଦ
Oraon Word: ଦାଉଡ଼ା
Oraon Sentence: ଦାଉଡ଼ା ଖେଲନୁ ରିମି ପ୍ରଥମ ସ୍ଥାନ ହାଖ୍‌ଖିଆ

ଦ‌ଉଡ଼ି ଦ‌ଉଡ଼ି

ମୁଁ ଦ‌ଉଡ଼ି ଦ‌ଉଡ଼ି ଆମ୍ବ ଗୋଟାଇଲି
Kisan Word: କୁଦିଆରା କୁଦିଆରା
Kisan Sentence: ଏନ କୁଦିଆରା କୁଦିଆରା ଟାଠା ପେସ୍‍କାନ
Oraon Word: ଭଂଗର ନାଖ୍‍ରା
Oraon Sentence: ଏନ ଭଂଗର ନାଖରା ଟାଟଖା ପେନ୍‌କାନ

ଦ‌ଉଡ଼ିବା

ଦ‌ଉଡ଼ିବା ଏକ ଭଲ ବ୍ୟାୟାମ ଅଟେ
Kisan Word: କୁଦିଆରାନା
Kisan Sentence: କୁଦିଆରାନା ଅଣ୍ଟା ବାନେ ବ୍ୟାୟାମଦ୍‍
Oraon Word: ଚଙ୍ଗନା
Oraon Sentence: ଚଙ୍ଗନା ଅଣ୍ଟା ବାନେ ବ୍ୟାୟାମଦ୍‍

ଦ‌ଉଲତ

ରାଜାଙ୍କର ଅନେକ ଦ‌ଉଲତ ଥାଏ
Kisan Word: ଧାନ୍‌ନୁ
Kisan Sentence: ରାଜାସ୍‌କି ବହୁତ ଧାନ୍‌ନୁ ରାଇଦ୍‍
Oraon Word: ସାମପାତି
Oraon Sentence: ରାଜାସ୍‌କି ବହୁତ ଧାନସାମପାତି ର‌ଇ

ଦକ୍ଷିଣ

ଦକ୍ଷିଣ ଦିଗରୁ ମଳୟ ପବନ ବହେ
Kisan Word: ଦକ୍ଷିଣ
Kisan Sentence: ଦକ୍ଷିଣ ଦିଗନ୍ତିନ ମଳୟ ତାକା ବାହିଦ୍‍
Oraon Word: ଦାକ୍ଷିନ
Oraon Sentence: ଦାକ୍ଷିନ କଣାନ୍ତି ଥାଣା ତାକା ତାଗରି

ଦଖଲ

ଏହି ଜମି ଆମ ଦଖଲରେ ରହିଛି
Kisan Word: ଦଖଲ
Kisan Sentence: ଇ ହାଲ୍ଲୁଦ ଏମା ଦଖଲନୁ ଆତଲିଦ
Oraon Word: ଦଖଲ
Oraon Sentence: ଇ ଖାଲଲେଦ ଏମହାୟ ଦାଖାଲନୁ ରାଇ

ଦଣ୍ଡ

ବିଦ୍ୟାଳୟ ଏକ ଦଣ୍ଡ ମୁକ୍ତ ଅଞ୍ଚଳ ଅଟେ
Kisan Word: ଦଣ୍ଡ
Kisan Sentence: ଇସ୍କୁଲ ଅଣ୍ଟା ଦଣ୍ଡ ମାଲକା ଆଡ୍ଡାଦ୍‍
Oraon Word: ଦଣ୍ଡ
Oraon Sentence: ଇସ୍କୁଲ ଅଣ୍ଟା ଦଣ୍ଡ ମାଲକା ଆଡ୍ଡା ହିକେ

ଦଣ୍ଡ ବିଧାନ

ଦୋଷୀକୁ ଦଣ୍ଡ ବିଧାନ କରାଯାଏ
Kisan Word: ଦଣ୍ଡ ବିଧାନ
Kisan Sentence: ଦୋଷୀସଗେ ଦଣ୍ଡ ବିଧାନ କାମାକାଇଦ୍‍
Oraon Word: ଦଣ୍ଡ ବିଧାନ
Oraon Sentence: ଦୋଷୀସଗେ ଦଣ୍ଡ ବିଧାନ ନାନତାରି

ଦଧି ନଉତି

ମନ୍ଦିର ଚୂଡାରେ ଦଧି ନଉତି ବସାଯାଏ
Kisan Word: ଦଧି ନଉତି
Kisan Sentence: ମନ୍ଦିରଘି ମୁଡିନୁ ଦଧି ନଉତି ଅକତାକାଇଦ୍‍
Oraon Word: ଦଧି ନଉତି
Oraon Sentence: ମନ୍ଦିରଘି ମୁଡିନୁ ଦଧି ନଉତି ଅକତାନାର

ଦପ୍ତର

ମୁଁ ଜିଲ୍ଲାପାଳଙ୍କ ଦପ୍ତରରେ ଗୁହାରି କଲି
Kisan Word: ଅଫିସ
Kisan Sentence: ଏନ ଜିଲ୍ଲାପାଲସକି ଅଫିସନୁ ଗହାର କାମଚାକାନ
Oraon Word: ଅଫିସ
Oraon Sentence: ଏନ ଜିଲ୍ଲାପାଲସଘି ଅଫିସନୁ ଗହାର କାମଚାକାନ

ଦମନ

ବ୍ରିଟିଶ ଶାସକ ଭାରତୀୟଙ୍କୁ ଦମନ କରି ରଖିଥିଲେ
Kisan Word: ଦାବାବାଚାର
Kisan Sentence: ବ୍ରିଟିଶ ଶାସକ ଭାରତୀୟ ଜାମାରିନ ଦାବାବାଚାର ଉଇକାଚାର
Oraon Word: ଦାବାବାଚାର
Oraon Sentence: ବ୍ରିଟିଶ ଶାସକ ଭାରତୀୟ ଜାମାରିନ ଦାବାବାଚାର ଉଇକାଚାର

ଦମ୍ଭିଲା

ମୋ ସାଙ୍ଗର ଦମ୍ଭିଲା ମନ ଅଛି
Kisan Word: ଦମ୍ଭକରି
Kisan Sentence: ଏଙ୍ଘା ସାଙ୍ଗେସ୍‌କି ଦମ୍ଭକରି ମନ୍‍ ଆତଲିଦ୍‍
Oraon Word: ଦମ୍ଭକରି
Oraon Sentence: ଏଙ୍ଘାଏ ସାଙ୍ଗେସ୍‌କି ଦମ୍ଭକରି ମନ୍‍ ଭାଇ

ଦୟା

ଅସହାୟ ଲୋକକୁ ଦୟା କର
Kisan Word: ସଗଗେ
Kisan Sentence: ଅସହାୟ ଆଲାସିନ ସଗଗେ କାମା
Oraon Word: ସଗଗେ
Oraon Sentence: ଅସହାୟ ଆଲାସିନ ସୋଗାରା

ଦରକାର

ବରିଷ୍ଠ ନାଗରିକଙ୍କୁ ଭତ୍ତା ଦରକାର
Kisan Word: ଦାରକାର
Kisan Sentence: ବାଡକା ନାଗରିକଯାମାରଗେ ଭତ୍ତା ଦାରକାର
Oraon Word: ଦାରକାର
Oraon Sentence: ବାଡକା ନାଗରିକଯାମାରଗେ ଭତ୍ତା ଦାରକାର

ଦରକାରୀ

ଦଆ ଏକ ଦରକାରୀ ବସ୍ତୁ
Kisan Word: ଦାରକାରୀ
Kisan Sentence: ତାଁତାର ଅଣ୍ଟା ଦାରକାରୀ ଜିନିଷ
Oraon Word: ଦାରକାରୀ
Oraon Sentence: ତାଁତାର ଅଣ୍ଟା ଦାରକାରୀ ଜିନିଷ

ଦରଜି

ମୋ ଭାଇ ଜଣେ ଦରଜି ଅଟନ୍ତି
Kisan Word: ଦରଜି
Kisan Sentence: ଏଙ୍ଘା ଭାଇସ୍‍ ଅଣ୍ଟା ଦରଜିସ୍‍
Oraon Word: ଦରଜି
Oraon Sentence: ଏଙ୍ଘା ଭାଇସ୍‍ ଅଣ୍ଟା ଦରଜି ହିକଦାସ

ଦରବ

ଆମ ରାଜ୍ୟ ଧନ ଦରବରେ ପରିପୂର୍ଣ୍ଣ
Kisan Word: ଦରବ
Kisan Sentence: ଏମା ରାଜ୍ୟ ଧନ ଦରବନୁ ନିନ୍ଦକିଚିଦ୍‍
Oraon Word: ଦରବ
Oraon Sentence: ଏମା ରାଜ୍ୟ ଧନ ଦାରବନୁ ନିନ୍ଦକିରିଇ

ଦରିଆ

ଲୋକ ଜାହାଜ ରେ ଦରିଆ ପାରି ହୁଅନ୍ତି
Kisan Word: ସମୁଦ୍ର
Kisan Sentence: ଆଲାର ଜାହାଜନୁ ସମୁଦ୍ର ପାର ମାନନାୟ
Oraon Word: ସାମୁଦାର
Oraon Sentence: ଆଲାର ଜାହାଜନୁ ସାମୁଦାର ପାର ମାନନାୟ

ଦର୍ପଣ

ମୁଁ ନିତି ଦର୍ପଣ ଦେଖି ମୁଣ୍ଡ କୁଣ୍ଡାଏ
Kisan Word: ଦର୍ପନ
Kisan Sentence: ଏନ ସବୁବାକେନ ଦର୍ପନ ଏରି କୁକ୍କୁ ବାଗରଦାନ
Oraon Word: ପାରକାଲ
Oraon Sentence: ଏନ୍‌ରୋଜ ପାରକାଲ ଏରାକି କୁକୁ ବାଗରଦାନ

ଦର୍ଶନ

ମୋ ଜେଜେଙ୍କର ଟିକିଏ ଦର୍ଶନ ତୃଟୀ ରହିଛି
Kisan Word: ଦର୍ଶନ
Kisan Sentence: ଏଙ୍ଗା ଆଜ୍ଜୋସକି ଟିକେ ଦର୍ଶନ ତୃଟୀ ଆତଲିଦ୍‍
Oraon Word: ଏରନା
Oraon Sentence: ଏଙ୍ଗା ଆଜ୍ଜୋସଘି ତାକକ ଏରନା କାମତି ରାଇ
< previous1234Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App