Odia-Oraon-Kisan-Sabdakosh (ATLC)
Academy of Tribal Language & Culture, Govt. of Odisha
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଢଙ୍ଗ
ପ୍ରତ୍ୟେକ ନିଜ ନିଜ ଢଙ୍ଗରେ ଚଳନ୍ତି
Kisan Word: ଢଙ୍ଗ
Kisan Sentence: ଯାମାର ନିଜର ନିଜର ଢଙ୍ଗନୁ ଚାଲରାନାୟ
Oraon Word: ଢଙ୍ଗ
Oraon Sentence: ଯାମାର ଫଆ ଫଆ ଡ଼ାଙ୍ଗନୁ ଚାଲାର୍ନାର
ଢିପ
ଆମ ଘର ଏକ ଢିପ ଉପରେ ରହିଛି
Kisan Word: ଢିପ୍ପା
Kisan Sentence: ଏମା ଏଡପା ଆଣ୍ଟା ଢିପ୍ପା ମିୟାଁ ଆତଲିଦ୍
Oraon Word: ଢିପ୍ପା
Oraon Sentence: ଏମା ଏଡପା ଆଣ୍ଟା ଢିପ୍ପା ମିୟାଁ ରାଇ
ଢୋଲ
ଆଦିବାସୀ ମାନେ ଢୋଲ ବଜାଇ ନାଚନ୍ତି
Kisan Word: ଢୋଲ
Kisan Sentence: ଆଦିବାସୀ ଯାମାର ଢୋଲ ଆସ୍ସି ନାଲନାୟ
Oraon Word: ଢୋଲ
Oraon Sentence: ଆଦିବାସୀ ଯାମାର ନାଗଡ଼ା ଆସାକି ବେଚନାର
ଢୋଲକି