भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123Next >

ଜକେଇ

ମୋ ସାଙ୍ଗର ଦୁଃଖ ଦେଖି ମୋ ଆଖି ଜକେଇ ଗଲା
Kisan Word: ହାନ୍ନୁ ମିଙ୍ଗଖ୍ରାକେରା
Kisan Sentence: ଏଙ୍ଘାଏ ସାଙ୍ଗେସ୍‍ କି ଦୁଖ ଏରାକରି ଏଙ୍ଘାଏ ହାନ୍ନୁ ମିଙ୍ଗଖ୍ରାକେରା
Oraon Word: ଖାନ୍ନେ ମିଙ୍ଗଖ୍ରାକେରା
Oraon Sentence: ଏଙ୍ଘାଏ ସାଙ୍ଗେସ୍‍ କି ଦୁଖ ଏରାକରି ଏଙ୍ଘାଏ ଖାନ୍ନେ ମିଙ୍ଗଖ୍ରାକେରା

ଜଗତ

ଜଗତରେ ଅନ୍ୟାୟ ବଢ଼ି ଚାଲିଛି
Kisan Word: ପୁରର୍ଥୀ
Kisan Sentence: ପୁରର୍ଥୀନୁ ଅନ୍ୟାୟ ପାରଦିନାତିକାଲି
Oraon Word: ଜାଗାତ
Oraon Sentence: ଜାଗାତନୁ ଅନ୍ୟାୟ ପାରହୁନମ କାଲି

ଜଗାଇ

ଆଦିବାସୀ ମାନେ ପିଲାଙ୍କୁ ଫସଲ ଜଗାଇ ଦିଅନ୍ତି
Kisan Word: ଜାଗତାନା
Kisan Sentence: ଆଦିବାସୀଯାମାର ହାଦ୍ଦାରିନ ଚାଷବନ ଜାଗତାନାୟ
Oraon Word: ଜାଗତାନା
Oraon Sentence: ଆଦିବାସୀଯାମାର ହାଦ୍ଦାରିନ ଚାଷବନ ଜାଗତାନାୟ

ଜଗୁଆଳି

ବ୍ୟାଙ୍କ ଗୁଡ଼ିକରେ ଜଗୁଆଳିମାନେ ଥାଆନ୍ତି
Kisan Word: ଜାଗୁଆଲ
Kisan Sentence: ବ୍ୟାଙ୍କ ଗୁଠିନୁ ଜାଗୁଆଲ ଜାମାର ରାନାୟ
Oraon Word: ଜାଗୁଆଲ
Oraon Sentence: ବ୍ୟାଙ୍କ ଗୁଠିନୁ ଜାଗୁଆଲ ଜାମାର ରାନାୟ

ଜଙ୍ଗଲିଆ

ଜଙ୍ଗଲିଆ ଯାଗାରେ ହିଂସ୍ର ଜନ୍ତୁ ଥାଆନ୍ତି
Kisan Word: ହାରବୁ
Kisan Sentence: ହାରର୍ବୁ ଆଡାନୁ ମାରକାଣ୍ଡିଆ ଜାନ୍ତୁ ରାଇଦ୍‍
Oraon Word: ଜାଙ୍ଗଲିୟା
Oraon Sentence: ଜାଙ୍ଗଲିୟା ଆଡାନୁ ହିଂସକୁଟିୟା ଜାନ୍ତୁ ରାଇ

ଜଙ୍ଘ

ଖେଳରେ ରିମିର ଜଙ୍ଘ ମଚକି ଯାଇଛି
Kisan Word: ହସକା
Kisan Sentence: ବେଚନାନୁ ରିମିଘି ହସକା ମାଲକାରାକିଚି
Oraon Word: ହସକା
Oraon Sentence: ବେଚନାନୁ ରିମିଘି ହସକା ମାଲକାରାକିଚି

ଜଡ଼ିତ

ଅଧ୍ୟୟନ ସହିତ ଦେଶ ସେବାରେ ଜଡ଼ିତ ଥାଅ
Kisan Word: ଜଡ୍ରାରାରା
Kisan Sentence: ପାଠପାଢ଼ନା ସାଙ୍ଗେନ୍‍ ଦେଶ ସେବାନୁ ଜଡ୍ରାରାରା
Oraon Word: ଜଡ୍ରାରା
Oraon Sentence: ପାଠପାଢ଼ନା ସାଙ୍ଗେନ୍‍ ଦେଶ ସେବାନୁ ଜଡ୍ରାରା କି ରାଆ

ଜଣ

ଏକ ଜଣ ବ୍ୟକ୍ତି ବଞ୍ଚିବା କଷ୍ଟ ଅଟେ
Kisan Word: ଅଣ୍ଟାସ
Kisan Sentence: ଅଣ୍ଟା ଆଲାକି ଉଜନ୍ନା ବାଡେ ଦାସାଦ
Oraon Word: ଅତଖ
Oraon Sentence: ଅତଖ ଆଲତୋ ଉଜନ୍ନା ଜାଚତ ପାକଲିପ

ଜଣକା

ଜଣକା ହଳେ ଲେଖାଏ ପୋଷାକ ଦିଆଗଲା
Kisan Word: ଅରତୁସକେ
Kisan Sentence: ଅରତୁସକେ ସାରେ ଲେଖା ଆତ୍‌ନା ପୁନ୍ଦର ଚିଆକେରା
Oraon Word: ଅଥଖ
Oraon Sentence: ଅତଖଗେ ଓନତମ୍ବାଡ଼ା କିଚରୀ ବିଚାର

ଜନ ଗଣନା

ପ୍ରତି ଦଶବର୍ଷକୁ ଥରେ ଜନଗଣନା କରାଯାଏ
Kisan Word: ଆଲଗନ୍ତି
Kisan Sentence: ପ୍ରତି ଦଶବରଷନୁ ଅହନ ଆଲଗନ୍ତି କାମାକାଇଦ୍‍
Oraon Word: ଆଲଗାନ୍ତି
Oraon Sentence: ହରମି ଦଶବାରାଷନୁ ଆଲଗାନ୍ତି କାମତାରି

ଜନନୀ

ଜନନୀ ଓ ଜନ୍ମଭୂମି ସବୁଠାରୁ ବଡ଼
Kisan Word: ଆୟାଙ୍ଗ
Kisan Sentence: ଆୟାଙ୍ଗ ଆଉର ଜନମକୁଠା ସବୁଘିନ୍ତି ବାଡକା
Oraon Word: ଆୟାଙ୍ଗ
Oraon Sentence: ଆୟାଙ୍ଗ ଆଉର ଜାନାମ ଭୁୟାଁରି ହୁମିନ୍ତି କୋହା

ଜନମ

ଭାରତ ଆମର ଜନମ ଭୂଇଁ ଅଟେ
Kisan Word: ଜନମ
Kisan Sentence: ଭାରତ ଏମ୍‌ହାଏ ଜନମ କୁଟା ଆଡାଦ୍‍
Oraon Word: ଜାନାମ
Oraon Sentence: ଭାରତ ଏମ୍‌ହାଏ ଜାନାମ ଖୁଟି ଆଡ଼ା ହିକେ

ଜନ୍ମଦିନ

ଅକ୍ଟୋବର ଦୁଇ ମହାତ୍ମାଗାନ୍ଧିଙ୍କ ଜନ୍ମଦିନ ଅଟେ
Kisan Word: ଜନମ‌ଉଲ୍ଲା
Kisan Sentence: ଅକ୍ଟୋବର ଦୁଇ ମହାତ୍ମାଗାନ୍ଧିସକି ଜନମ‌ଉଲ୍ଲା
Oraon Word: ଜାନାମ‌ ଉଲ୍ଲା
Oraon Sentence: ଅକ୍ଟୋବର ଦୁଇ ମହାତ୍ମାଗାନ୍ଧିସକି ଜାନାମ‌ଉଲ୍ଲା

ଜନ୍ମଭୂମି

ଜନ୍ମଭୂମିର ସେବାରେ ଆମେ ନିଜକୁ ଉତ୍ସର୍ଗ କରିବା
Kisan Word: ଜନମକୁଠା
Kisan Sentence: ଜନମକୁଠାନ୍ତା ସେବାଘି ଲାଗାନ ନାମ ନିଜକେ ଉତ୍ସର୍ଗ କାମତ୍‍
Oraon Word: ଭୂମ୍ଭାରୀ
Oraon Sentence: ଭୂମ୍ଭାରୀ ସେୱାଗେ ପଙ୍ଗନ୍‍ ବାଲିଦାନ ତିଅତ

ଜବତ

ପୋଲିସ୍‍ ଚୋରା ଜିନିଷକୁ ଜବତ କରନ୍ତି
Kisan Word: ଜପ୍‌ତି
Kisan Sentence: ପୁଲିସ ହାଡ୍‍କା ଜିନିଷ ଗୁଠିନ ଜପ୍‌ତି କାମି
Oraon Word: ଜାପ୍‌ତି
Oraon Sentence: ପୁଲିସ ଖାଡ଼ାଚକା ଜିନିଷ ଆଜନ ଜାପ୍‌ତି ନାନାର

ଜମା

ଗାଁରେ ଜଣେ ମୃତ ହେଲେ ଲୋକ ଜମା ହୁଅନ୍ତି
Kisan Word: ରୁଣ୍ଡାହା
Kisan Sentence: ଡିହିନୁ ଅଣ୍ଟା କେଚାରହାଲେ ଆଲାର ରୁଣ୍ଡାହା ମାନ୍‌ନାଏ
Oraon Word: ରୁଣ୍ଡାହା
Oraon Sentence: ପାଦ୍ଦାନୁ ଅଣ୍ଟା କେଚାରହାଲେ ଆଲାର ରୁଣ୍ଡାହା ମାନ୍‌ନାର

ଜମିବାଡ଼ି

ଜମିବାଡ଼ି ନଥିବା ଲୋକ ବହୁତ ଅଛନ୍ତି
Kisan Word: ହାଲ୍ଲୁଗଡ୍ଡା
Kisan Sentence: ହାଲ୍ଲୁଗଡ୍ଡା ମାରାନା ଆଲ ବହୁତ ଆତ୍‌ଲାର
Oraon Word: ଖଲେ ଟଙ୍କା
Oraon Sentence: ଖାଲେ ଟଙ୍‌କା ମାଲରାଚକା ଆଲବାହୁତ ରାନାର

ଜୟ

କାରଗିଲ ଯୁଦ୍ଧରେ ଭାରତ ଜୟଲାଭ କଲା
Kisan Word: ଜିତନା
Kisan Sentence: କାରଗିଲ ଯୁଦ୍ଧନୁ ଭାରତ ଜିତାଦ୍‍
Oraon Word: ଜିତନା
Oraon Sentence: କାରଗିଲ ଲାଡ଼ାଇନ୍‍ ଭାରତ ଜିତାଦ୍‍

ଜୟନ୍ତି

ନେତାଜୀଙ୍କ ଜୟନ୍ତି ବିଦ୍ୟାଳୟରେ ପାଳନ ହୁଏ
Kisan Word: ଜୟନ୍ତି
Kisan Sentence: ନେତାଜୀଙ୍କ ଜୟନ୍ତି ଇସ୍କୁଲନୁ ପାଲନ କାମନାଏ
Oraon Word: ଜାୟାନ୍ତି
Oraon Sentence: ନେତାଜଜୀସଘି ଜାୟାନ୍ତି ଇସ୍କୁଲନୁ ମାନାବାନାର

ଜଳ

ଜଳ ବିହୁନେ ସୃଷ୍ଟି ନାଶ ହେବ
Kisan Word: ଆମ୍ମୁ
Kisan Sentence: ଆମ୍ମୁ ମାଲକୁନ ସୃଷ୍ଟି ନାସ ମାନଦ
Oraon Word: ଆମ୍ମ
Oraon Sentence: ଆମ୍ମ କାଲିକାନ୍ତି ସୃଷ୍ଟି ପାହି ନାଶମାନୋ
< previous123Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App