भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଜୁଡୁବୁଡୁ

ମୁଣ୍ଡ ଫାଟି ଯିବାରୁ ସେ ରକ୍ତ ଜୁଡୁବୁଡୁ ହୋ‌ଇ ପଡ଼ିଛି
Kisan Word: ଲଟ୍‌ପଟ୍‍
Kisan Sentence: କୁକୁ ହଟ୍ରା କେରାଦ୍‍ ବୋଲି ଆସ ହେଁସୁ ଲଟ୍‌ପଟ୍‍ ମାଞ୍ଚାସ କେରାସ୍‍
Oraon Word: ଲଟ୍‌ପଟ୍‍
Oraon Sentence: କୁକୁ ହଟ୍ରା କେରାଦ୍‍ ବୋଲି ଆସ ହେଁସୁ ଲଟ୍‌ପଟ୍‍ ମାଞ୍ଚାସ କେରାସ୍‍

ଜୁହାର

ଗୁରୁଜନମାନଙ୍କୁ ଆମେ ଜୁହାର କରୁ
Kisan Word: ଜୋହାର
Kisan Sentence: ଗୁରୁଜନ ଯାମାରିନ୍‍ ଏମ ଜୋହାର କାମଦାମ୍‍
Oraon Word: ଜୋହାର
Oraon Sentence: ଗୁରୁଜନ ଯାମାରିନ୍‍ ଏମ ଜୋହାର ଗୋଡ଼ଲାଗଦାମା

ଜେଜେ

ଆମ ଜେଜେ ଚଷମା ପିନ୍ଧି ବହି ପଢ଼ନ୍ତି
Kisan Word: ଆଜ୍ଜ
Kisan Sentence: ଏମା ଆଜ୍ଜସ୍‍ ଚଷମା ଆତ୍‌ତିକିରି ବହି ପାଢଦାସ୍‍
Oraon Word: ଆଜ୍ଜ
Oraon Sentence: ଏସହାୟ ଆଜ୍ଜସ୍‍ ଚଷମା ଆତ୍‌ତିକିରି ବହି ପାଢଦାସ୍‍

ଜେବ୍ରାକ୍ରସିଂ

ଜେବ୍ରାକ୍ରସିଂରେ ଲୋକ ଚାଲି ଚାଲି ପାର ହୁଅନ୍ତି
Kisan Word: ଜେବ୍ରୋକ୍ରସିଂ
Kisan Sentence: ଜେବ୍ରୋକ୍ରସିଂନୁ ଆଲାର ଏକା ଏକା ପାର ମାନ୍‌ନାୟ
Oraon Word: ଜେବ୍ରୋକ୍ରସିଂ
Oraon Sentence: ଜେବ୍ରୋକ୍ରସିଂନୁ ଆଲାର ଏକା ଏକା ପାର ମାନ୍‌ନାୟ

ଜୋରରେ

ହେଲମେଟ୍‍ ପିନ୍ଧି ନ ଥିଲେ ମୁଣ୍ଡରେ ଜୋରରେ ଆଘାତ ହୁଏ
Kisan Word: ଜୋରସେ
Kisan Sentence: ହେଲମେଟ ମା ଆତ୍‌କୁନ କୁକୁନୁ ଜୋରସେ ଆଘାତ୍‍ ମାନିଦ୍‍
Oraon Word: ଜୋରସେ
Oraon Sentence: ହେଲମେଟ ମା ଆତ୍‌କୁନ କୁକୁନୁ ଜୋରସେ ବାଜଡାରି

ଜୋରସୋର

ରାସ୍ତାକାମ ଜୋର ସୋରରେ ଚାଲିଛି
Kisan Word: ଜୋରସୋର
Kisan Sentence: ପାଆବୁ ନାଲଖୁ ଜୋର ସୋରନୁ ଚାଲରାରିଦ୍‍
Oraon Word: ଜୋରସୋର
Oraon Sentence: ପାଆବୁ ତାହରେ କାମ ଜୋର ସୋରନୁ ଚାଲରାରି

ଜ୍ଞାନ

ପୁସ୍ତକ ପଠନ ଦ୍ୱାରା ଜ୍ଞାନ ବଢ଼େ
Kisan Word: ବୁଧି
Kisan Sentence: ବହି ପାଢ଼କୁନ ବୁଧି ପାରଦି
Oraon Word: ଲୂର
Oraon Sentence: ପୁଥି ବାଚନାତି ଲୂର ପାରଦା

ଜ୍ୟେଷ୍ଠ

ଜ୍ୟେଷ୍ଠ ଭ୍ରାତାଙ୍କୁ ଆମେ ପିତୃତୁଲ୍ୟ ସମ୍ମାନ ଦେଉ
Kisan Word: କହା
Kisan Sentence: କହା ଭାଇସିନ୍‍ ଏମ ବାଙ୍ଗସମାନ ଚିଦାମ୍‍
Oraon Word: କହା
Oraon Sentence: କହା ଦାଦାସିନ୍‍ ଏମ ବାଙ୍ଗସମାନ ଚିଦାମ୍‍

ଜ୍ୟୋତିର୍ବିଦ

ପଠାଣି ସାମନ୍ତ ଜଣେ ବିଖ୍ୟାତ ଜ୍ୟୋତିର୍ବିଦ ଥିଲେ
Kisan Word: ଜ୍ୟୋତିର୍ବିଦ
Kisan Sentence: ପଠାଣି ସାମନ୍ତସ୍‍ ଅଣ୍ଟା ବିଖ୍ୟାତ ଜ୍ୟୋତିର୍ବିଦ ରାଚାସ୍‍
Oraon Word: ଜ୍ୟୋତିର୍ବିଦ
Oraon Sentence: ପଠାଣି ସାମନ୍ତସ୍‍ ଅଣ୍ଟା ବିଖ୍ୟାତ ଜ୍ୟୋତିର୍ବିଦ ରାଚାସ୍‍

ଜ୍ୟୋତ୍ସ୍ନା

ଚାନ୍ଦର ଜ୍ୟୋତ୍ସ୍ନା ଅନ୍ଧକାର ଦୂର କରେ
Kisan Word: ବିଲ୍ଲି
Kisan Sentence: ଚାନ୍ଦୋଗି ବିଲ୍ଲିଦ୍‍ ଉହା ପାର କାମିଦ୍‍
Oraon Word: ବିଲ୍ଲି
Oraon Sentence: ଚାନ୍ଦୋଗି ବିଲ୍ଲିଦ୍‍ ଉଖାନ ପାର କାମିଦ୍‍

ଜ୍ୱର

ମେଲେରିଆ ଏକ ଘାତକ ଜ୍ୱର ଅଟେ
Kisan Word: ନାଣି
Kisan Sentence: ମେଲେରିଆ ଅଣ୍ଟା ଖିନାଡଙ୍ଗ ନାଣିଦ୍‍
Oraon Word: ନାଣି
Oraon Sentence: ମେଲେରିଆ ଅଣ୍ଟା ଜାନଲେୱା ନାଣି ହିକେ

ଜ୍ୱଳନ୍ତ

ଆଦର୍ଶ ଛାତ୍ର ଅନ୍ୟର ଜ୍ୱଳନ୍ତ ଉଦାହରଣ ହୁଅନ୍ତି
Kisan Word: ଜ୍ୱଳନ୍ତ
Kisan Sentence: ବାନେ ପାଢାକୁକୋସ୍‍ ଦୁସରାଘି ଜ୍ୱଳନ୍ତ ଉଦାହରଣ ମାନ୍ଦାସ୍‍
Oraon Word: ଖାନ୍ନେଇରିକା
Oraon Sentence: ବେଶ ପାଡ଼ଇ କୁଳୋସ ଦୁସରାରଘି ଖାନ୍ନେ ଏତେରକା ମାନ୍ଦାସ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App