भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଜଳ ଛତ୍ର

ତୃଷାର୍ତଙ୍କ ପାଇଁ ଜଳଛତ୍ର ଖୋଲାଯାଏ
Kisan Word: ଆମ୍ମୁ ଛତର
Kisan Sentence: ଆମ୍ମୁକିଡା ଲାଗାନ ଆମ୍ମୁ ଛତର ଖୁଲାକାଇଦ୍‍
Oraon Word: ଆମ୍ମ ଛାତାର
Oraon Sentence: ଆମ୍ମ‌ଅନକା ଲାଗାନ ଆମ୍ମ ଛାତାର ଖଲତାରୀ

ଜଳନ୍ତା

ଜଳନ୍ତା ଘରୁ ପିଲାଟିକୁ ଉଦ୍ଧାର କରାଗଲା
Kisan Word: ଲାଘର୍ନ୍ନା
Kisan Sentence: ଲାଘର୍ନ୍ନା ଆଡ଼ପାନ୍ତି କୁକ୍କୋସିନ ବାଛା ବାଚାର
Oraon Word: ଲାଘର୍ନ୍ନା
Oraon Sentence: ଲାଘର୍ନ୍ନା ଏଡ଼ପାନ୍ତି କୁକ୍କୋସିନ ବାଛା ବାଚାର

ଜହ୍ନି

ଜହ୍ନି ଫୁଲ ରଙ୍ଗ ହଳଦିଆ
Kisan Word: ଜହ୍ନି
Kisan Sentence: ଜହ୍ନି ପୁଉଁପୁଘି ରଙ୍ଗ ହଲଦିଆ
Oraon Word: ଝାଙ୍ଗା
Oraon Sentence: ଝାଙ୍ଗା ପୁଁପଘି ରାଙ୍ଗ ବାଲ୍‌କା ରାଙ୍ଗ

ଜାଗରଣ

ଦେଶରେ ଦୁର୍ନୀତି ବିରୁଦ୍ଧରେ ଜାଗରଣ ସୃଷ୍ଟି ହୋ‌ଇଛି
Kisan Word: ଜାଗ୍ରତ
Kisan Sentence: ଦେଶଘି ଦୁର୍ନୀତି ବିରୁଧନୁ ଜାଗ୍ରତ ସୃଷ୍ଟି ମାଞ୍ଜାଦିନ୍‍
Oraon Word: ଜାଗରାନ
Oraon Sentence: ଦେଶଘି ଦୁର୍ନୀତି ବିରୁଧନୁ ଜାଗରାନ ସୃଷ୍ଟି ମାଞ୍ଜାଦିନ୍‍

ଜାଣିବା

ଦେଶରେ ଘଟୁଥିବା ଘଟଣା ଜାଣିବା ଆବଶ୍ୟକ
Kisan Word: ଆହାନାଦ
Kisan Sentence: ଦେଶନୁ ଘାଟ୍ରାଲି ଘାଟଣା ଆହାନା କାଥାଦ୍‍
Oraon Word: ଆହାନାଦ
Oraon Sentence: ଦେଶନୁ ଘାଟ୍ରାଲି ଘାଟଣା ଆହାନା କାଥାଦ୍‍

ଜାଣିଲୁ

ରେଡ଼ିଓରୁ ଆମେ ପାଣି ପାଗ ଖବର ଜାଣିଲୁ
Kisan Word: ଆହାନା
Kisan Sentence: ରେଡ଼ିଓନ୍ତି ଏମ ଚେପ୍ପୁଆମ୍ମୁ ଖବର ହାକାମ୍‍
Oraon Word: ଆଖନା
Oraon Sentence: ରେଡ଼ିଓନ୍ତି ଏମ ଆମ୍ମେ ପାଗ ଖାଭାର ହାକାମ

ଜାତି

ଜାତିପ୍ରଥା ଏକ ସାମାଜିକ କଳଙ୍କ ଅଟେ
Kisan Word: ଜାତି
Kisan Sentence: ଜାତିପ୍ରଥା ଅଣ୍ଟା ସାମାଜିନ୍ତା କଲଙ୍କଦ୍‍
Oraon Word: ଜାଇତ
Oraon Sentence: ଜାଇତ୍‍ ପାଇତ୍‍ ଅଣ୍ଟା ସାମାଜଘି କାଲାଙ୍କ ହିକେ

ଜାତୀୟ

ଖଣି ଗୁଡ଼ିକ ଜାତୀୟ ସମ୍ପତ୍ତି ଲୁଟ କରିବା ଅନ୍ୟାୟ
Kisan Word: ଜାତୀୟ
Kisan Sentence: ଖାଦାନ ଗୁଠିନ୍ତା ଜାତୀୟ ସମ୍ପତି ଲୁଟନା ଅନ୍ୟାୟଦ୍‍
Oraon Word: ଜାତୀୟ
Oraon Sentence: ଖାଦାନ ଗୁଠିନ୍ତା ଜାତୀୟ ସମ୍ପତି ଖାଏନା ଅନ୍ୟାୟଦ୍‍

ଜାମା

ସ୍କୁଲ ସମୟ ହେଲେ ମାଆ ମୋତେ ଜାମା ପିନ୍ଧାନ୍ତି
Kisan Word: ପେଣ୍ଟୁ
Kisan Sentence: ଇସ୍କୁଲ ବେଡାନୁ ଆୟାଙ୍ଗ ଏଙ୍ଗାଗେ ପେଣ୍ଟୁ ଆତିଚି
Oraon Word: ଝୁଲା
Oraon Sentence: ଇସ୍କୁଲ ବେଡାନୁ ଆୟାଙ୍ଗ ଏଙ୍ଗାଗେ ଝୁଲା ଆତିଚି

ଜାମୁ

ଜାମୁ କୋଳି ଖାଇବାକୁ ମିଠା ଲାଗେ
Kisan Word: ଜାମ୍ବୁ
Kisan Sentence: ଜାମ୍ବୁ ମହାଗେ ଏମ୍ବା ଲାଗିଦ୍‍
Oraon Word: ଜାମ୍ବୁ
Oraon Sentence: ଜାମ୍ବୁ ମହାଗେ ଏମ୍ବା ଲାଗି

ଜାଲ

କେଉଟମାନେ ଜାଲରେ ମାଛ ଧରନ୍ତି
Kisan Word: ଜାଲ୍ଲି
Kisan Sentence: କେଉଁଟାର ଜାଲ୍ଲିତି ଇଞ୍ଜୋ ଧାରନାୟ
Oraon Word: ଜାଲ୍ଲି
Oraon Sentence: କେଉଁଟାର ଜାଲ୍ଲିତି ଇଞ୍ଜୋ ଧାରନାୟ

ଜିତିବା

ବିନା ଅଭ୍ୟାସରେ ଖେଳରେ ଜିତିବା କଷ୍ଟ
Kisan Word: ଜିତନା
Kisan Sentence: ବିନା ଅଭ୍ୟାସନୁ ବେଚିକିରି ଜିତନା କସଟ
Oraon Word: ଜିତନା
Oraon Sentence: ବିନା ଅଭ୍ୟାସନୁ ବେଚିକିରି ଜିତନା କସଟ

ଜିନିଷ

ଘରେ ନିଆଁ ଲାଗିଲେ ଅନେକ ଜିନିଷ ପୋଡ଼ିଯାଏ
Kisan Word: ଜିନିଷ
Kisan Sentence: ଆଡ୍‌ପାନୁ ଚିଚୁଲାଗିଆ ହାଲେ ଏଉଁଟା ଜିନିଷ ଅଲିକାଇଦ୍‍
Oraon Word: ଜିନିଷ
Oraon Sentence: ଆଡ୍‌ପାନୁ ଚିଚୁଲାଗିଆ ହାଲେ ଏଉଁଟା ଜିନିଷ ଅଲିକାଇଦ୍‍

ଜିରାଫ୍‍

ଜିରାଫ୍‍ ଏକ ତୃଣଭୋଜି ପ୍ରାଣୀ
Kisan Word: ଜିରାଫ୍‍
Kisan Sentence: ଜିରାଫ୍‍ ଅଣ୍ଟା ଘାସି ମହୁ ପ୍ରାଣୀଦ୍‍
Oraon Word: ଜିରାଫ୍‍
Oraon Sentence: ଜିରାଫ୍‍ ଅଣ୍ଟା ଘାସି ମହୁ ପ୍ରାଣୀଦ୍‍

ଜିଲ୍ଲାଜର୍ଜ

ପ୍ରତି ଜିଲ୍ଲାରେ ଜଣେ ଜିଲ୍ଲା ଜର୍ଜ ଥାନ୍ତି
Kisan Word: ଜିଲ୍ଲାଜର୍ଜ
Kisan Sentence: ଯାମା ଜିଲ୍ଲାନୁ ଅଣ୍ଟା ଲେଖା ଜିଲ୍ଲା ଜର୍ଜ ରାନାୟ
Oraon Word: ଜିଲ୍ଲାଜର୍ଜ
Oraon Sentence: ଯାମା ଜିଲ୍ଲାନୁ ଅଣ୍ଟା ଲେଖା ଜିଲ୍ଲା ଜର୍ଜ ରାନାୟ

ଜୀବ

ଜୀବ ହତ୍ୟା ମହାପାପ
Kisan Word: ଜୀବ
Kisan Sentence: ଜୀବ ପିଟ୍‌ନା ମହାପାପ
Oraon Word: ଜୀବ
Oraon Sentence: ଜୀବ ପିଟ୍‌ନା ମହାପାପ

ଜୀବନ

ଚିକିତ୍ସା ଅଭାବରେ ଅନେକଙ୍କ ଜୀବନ ଚାଲିଯାଏ
Kisan Word: ଜୀବନ
Kisan Sentence: ଚିକିତ୍ସା ଅଭାବନୁ ବହୁତ ଜୀବନ କାଇଦ୍‍
Oraon Word: ଜୀୟା
Oraon Sentence: ଚିକିତ୍ସା ମାଲକାତ ବହୁତ ଜୀୟାଚାଲା କାଇ

ଜୀବନଯାପନ

ନର୍ସ ସ୍ୱାସ୍ଥ୍ୟସେବା ଦେଇ ଜୀବନ ଚାଲିଯାଏ
Kisan Word: ଉଜ୍‌ନାଅକ୍‌ନା
Kisan Sentence: ନର୍ସ ସ୍ୱାସ୍ଥ୍ୟସେବା ଚିଇ ଉଜ୍‌ଜିଦ ଅକ୍‌କିଦ୍‍
Oraon Word: ଉଜ୍‌ନାଅକ୍‌ନା
Oraon Sentence: ନର୍ସ ସ୍ୱାସ୍ଥ୍ୟସେବା ଚିଇ ଉଜ୍‌ଜିଦ ଅକ୍‌କିଦ୍‍

ଜୀବନ୍ତ

ବଣ ପୋଡ଼ି ବେଳେ ଅନେକ ପ୍ରାଣୀ ଜୀବନ୍ତ ଦଗ୍‌ଧ ହୁଅନ୍ତି
Kisan Word: ଜୀଆଥାଇକରି
Kisan Sentence: ହାର୍‌ବୁ ଅଲନାବାକେନ ଏଉଁଟା ପ୍ରାଣୀ ଜୀଆଥାଇକରି ଅଲନାଏ
Oraon Word: ଭଜକା
Oraon Sentence: ଟାଡ଼ାଙ୍ଗ ଅଲନାତି ଏଉଁଠୁ ପ୍ରାଣୀ ଭଜନା ଅଲନାର

ଜୀବିକା

ଲୁଗାବୁଣା ତନ୍ତିର ଜୀବିକା ଅଟେ
Kisan Word: ଜୀବ୍‌କା
Kisan Sentence: ଚିଡ୍‌ହା ଏସ୍‌ନା ତନ୍ତିରଘି ଜୀବ୍‌କାଦ୍‍
Oraon Word: ଜୀବ୍‌କା
Oraon Sentence: ଚିତିରି ତେସନା ତନ୍ତିରଘି ଜୀବ୍‌କାଦ୍‍

Languages

Dictionary Search

Loading Results

Quick Search

Global Search

Search across all blogs:

Search on pages

Follow Us :   
  भारतवाणी ऐप डाउनलोड करो
  Bharatavani Windows App
PHP Code Snippets Powered By : XYZScripts.com