भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଛକି

ଭୁଲ ଉତ୍ତରରେ ଶିକ୍ଷକ ଛକି ଚିହ୍ନ ଦିଅନ୍ତି
Kisan Word: ଛକି
Kisan Sentence: ଭୁଲ ଉତ୍ତରନୁ ମାଷ୍ଟରସ୍‍ ଛକି ଚିହ୍ନା ଚିଦାସ୍‍
Oraon Word: ଛାକି
Oraon Sentence: ଭୁଲ ଉତ୍ତରନୁ ମାଷ୍ଟରସ୍‍ ଛାକି ଚିହ୍ନା ଚିଦାସ୍‍

ଛଚିନ୍ଦ୍ରା

ଛଚିନ୍ଦ୍ରାକୁ ବିଲେଇ ଖାଏ ନାହିଁ
Kisan Word: ଛୁଚୁନ୍‍
Kisan Sentence: ଛୁଚୁନ୍‍ ବିଲାଇଦ ମାମହିଦ୍‍
Oraon Word: ଛୁଚୁନ୍‍
Oraon Sentence: ଛୁଚୁନ୍‍ ବିଲାଇଦ ମାମୁଖି

ଛଟପଟ

ଯନ୍ତ୍ରଣାରେ ପିଲାଟି ଛଟପଟ ହେଉଛି
Kisan Word: ଛାଟପାଟନା
Kisan Sentence: ନୁଞ୍ଜାତି କୁକ୍କୋସ ଛାଟପାଟ୍ରାଦାସ୍‍
Oraon Word: ଛାଟପାଟାରନା
Oraon Sentence: ନୁଜୋନାତ କୁକୋସ ଛାଟପାଟରାଲ୍‍ ଦାସ

ଛତା

ଖରା ବର୍ଷାରୁ ଛତା ରକ୍ଷା କରେ
Kisan Word: ଛାତା
Kisan Sentence: ବିଡନା ଚେପୁନ୍ତି ଛାତା ବାଚାବାଇଦ୍‍
Oraon Word: କୁଲା
Oraon Sentence: ବିଡନା ଚେପୁନ୍ତି କୁଲ୍ଲାଦ ବାଚାବାଇଦ୍‍

ଛତୁ

ପୁରୁଣା କାଠରେ ଛତୁ ଉଠେ
Kisan Word: ଅସା
Kisan Sentence: ପାଚ୍ଚା କାଙ୍କୁନୁ ଅସା ଚୁଇଦ୍‍
Oraon Word: ଅସା
Oraon Sentence: ପାଚ୍ଚା କାଙ୍କୁନୁ ଅସା ଚୁଇ

ଛନଛନିଆ

ହାତୀମାନେ ଛନଛନିଆ ଫସଲକୁ ନଷ୍ଟ କରନ୍ତି
Kisan Word: ଲୋଭଲୋଭାଣି
Kisan Sentence: ହାତୀ ଗୁଠିଦ୍‍ ଲୋଭଲୋଭାଣି କିରିସିନ ଖାରଫ କାମିଦ୍‍
Oraon Word: ଲଭଲୋଭାରନା
Oraon Sentence: ହାତୀଗୁଠି ଲଭଲୋଭାରନା ଖିତିନ୍‍ ନାଷ ନାନି

ଛପର

ନଡ଼ା ଛପର ଘର ଖରାଦିନେ ଥଣ୍ଡା ରହେ
Kisan Word: ବୁଁଇନା
Kisan Sentence: ନାଣା ଛାଇଁନା ଆଡ୍‌ପା ବିଡନା ଉଲ୍ଲା ଥାଣ୍ଡା ରାଇଦ୍‍
Oraon Word: ବାଇଁନା
Oraon Sentence: ନାଣା ବାଇଁନା ଏଡ୍‌ପା ବିଡନା ଉଲ୍ଲା ଥାଣ୍ଡା ରାଇ

ଛପେଇ

ଡାକ ଟିକଟ ଅଠାରେ ଛପେଇ ଦିଆଯାଏ
Kisan Word: ଛାପାବା
Kisan Sentence: ଡାକ ଟିକଟ ଲାଠାନ୍ତି ଛାପାବା କାଇଦ୍‍
Oraon Word: ଛାପାବା
Oraon Sentence: ଡାକ ଟିକଟ ଲାସ୍ସାନ୍ତି ଲାଠକାନାର

ଛଳରେ

କେଉଟ ଛଳରେ ମାଛ ଧରେ
Kisan Word: କଞ୍ଚନୁ
Kisan Sentence: କେଁଟାର କଞ୍ଚନୁ ଇଞ୍ଜୋ ଧାରନାଏ
Oraon Word: କଞ୍ଚନୁ
Oraon Sentence: କେଁଟାର କଞ୍ଚନୁ ଇଞ୍ଜୋ ଧାରନାଏ

ଛାଞ୍ଚି

ବଙ୍କାକାଠକୁ ଚାଞ୍ଛି ସଳଖ କରାଯାଏ
Kisan Word: ଛଲା
Kisan Sentence: କଙ୍କୋମାନ୍ନୁନୁ ଛର୍ଲା ସିଧା କାମକାଇଦ୍‍
Oraon Word: ଛଲା
Oraon Sentence: ବେଙ୍କ ମାନ୍ନେନ ଛଲାକି ସିଧା ନାନତାରି

ଛାତି

ଭୂମିକମ୍ଫ ଦେଖି ଭୟରେ ଛାତି ଥରି ଉଠେ
Kisan Word: ଏହୁ
Kisan Sentence: ଭୂମିକମ୍ଫ ଏରାକିରି ଆଲାଗି ଏହୁ ଥାରଥାରି ଚୁଇ
Oraon Word: ଛାତି
Oraon Sentence: ଭୁଇଁଡ଼ୋଲ ଏରାକି ଝାରେ ଛାତି ଧାକ୍‍ ଧାକ୍‌ରି

ଛିଞ୍ଚିବା

ଅଚେତ ବ୍ୟକ୍ତିର ମୁହଁରେ ପାଣି ଛିଞ୍ଚିବା ଭଲ
Kisan Word: ଛିଞ୍ଚାନା
Kisan Sentence: ବିହୋସ୍‍ ଆଲାରକି ମୁହିଁନୁ ଆମ୍ମୁ ଛିଞ୍ଚାନା ଭଲ
Oraon Word: ଛିଞ୍ଚାନା
Oraon Sentence: ବିହୋସ୍‍ ଆଲାରକି ମୁଇନୁ ଆମ୍ମେ ଛିଞ୍ଚାନା ଦାଓ

ଛୁ

ଚୋର ପୋଲିସକୁ ଦେଖି ଛୁ ମାରିଲା
Kisan Word: ବୁଙ୍ଗନା
Kisan Sentence: ଚରାସ୍‍ ପୁଲିସ ଏରିକିରି ବୁଙ୍ଗଚାସ୍‍
Oraon Word: ବୁଙ୍ଗନା
Oraon Sentence: ଚରାସ୍‍ ପୁଲସିନ୍‍ ଏରାକି ଭୁଙ୍ଗିୟାସ

ଛୁଆ

ମଣିଷ ଛୁଆ ଅନେକ ଯତ୍ନ ଆବଶ୍ୟକ କରେ
Kisan Word: ହାଦ୍‌ଦୁ
Kisan Sentence: ମାଣାୟ ହାଦ୍‌ଦୁ ବହୁତ ଯତନ ଦାରକାର ଖାତରିଦ୍‍
Oraon Word: ଖାଦ୍ଦାସ
Oraon Sentence: ଆଲ ଖାଦ୍ଦାସ ବାଚଗମ ମାତାନ ଦାରକାର ମାନି

ଛୁଇଁଲେ

ଲାଜକୁଳି ଲତାକୁ ଛୁଇଁଲେ ତାହା ମ‌ଉଳି ଯାଏ
Kisan Word: ଏସରକୁନ
Kisan Sentence: ଲାଜକୁଲି ଲାଟାନ୍‍ ଏସରକୁନ ଆଦ ସାପାଟ୍ଟାରିକି
Oraon Word: ଏମସେରକୁନ
Oraon Sentence: ଲାଜକୁଲି ଖପାନ ଏମସେରକୁନତେ ମୁରଝାରି

ଛୁଏଁ

ସମୁଦ୍ର ଆମ ଜନ୍ମ ଭୂମିର ପାଦ ଛୁଏଁ
Kisan Word: ଏଁସରି
Kisan Sentence: ସମୁଦ୍ର ଏମା ଜନମ ଭୁଇଁଘି ପାଦ ଏଁସରି
Oraon Word: ଏମ୍‌ସିରି
Oraon Sentence: ସାମୁଦାର ନାମହାୟ ଜାନାମ ଆଡ୍ଡାଘି ଖେଡ଼େ ଏମ୍‌ସିରି

ଛେଳି

ଛେଳି ପାଳନ ଏକ ଲାଭଜନକ ବ୍ୟବସାୟ
Kisan Word: ଏଡା
Kisan Sentence: ଏଡା ପୋସନା ଅଣ୍ଟା ଲାଭ ଜନକ ବେଉସା
Oraon Word: ଏଡା
Oraon Sentence: ଏଡା ପୋସନା ଅଣ୍ଟା ଲାଭ ଜନକ ବେପାର

ଛୋଟ

ଛୋଟ ବେଳୁ ପିତାମାତାଙ୍କର ଆଜ୍ଞାବହ ହୁଅ
Kisan Word: ଛୋଟେ
Kisan Sentence: ଛୋଟେ ବାକେନନ୍ତି ବାଙ୍ଗ ଆୟାଙ୍ଗ ଘି କାଥା ଆଜ୍ଞା ଲେଖା ମାନତ୍‍
Oraon Word: ସାନ୍ନି
Oraon Sentence: ସାନ୍ନି ବାକିନ୍ତେ ଆୟାଙ୍ଗ ବାଙ୍ଗାରଘି ଆଜ୍ଞା କାଥାନ ମନଆ

Languages

Dictionary Search

Loading Results

Quick Search

Global Search

Search across all blogs:

Search on pages

Follow Us :   
  भारतवाणी ऐप डाउनलोड करो
  Bharatavani Windows App
PHP Code Snippets Powered By : XYZScripts.com