Odia-Oraon-Kisan-Sabdakosh (ATLC)
Academy of Tribal Language & Culture, Govt. of Odisha
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଚଉକି
ପ୍ଲାଷ୍ଟିକ ଚଉକି ଦେଖିବାକୁ ସୁନ୍ଦର ଦିଶେ
Kisan Word: କୁରଚି
Kisan Sentence: ପ୍ଲାଷ୍ଟିକ କୁରଚି ଏରାଗେ ବାନେ ଏଥ୍ରିଦ୍
Oraon Word: କୁରସି
Oraon Sentence: ପ୍ଲାଷ୍ଟିକ କୁରସି ଏରାଗେ ଦାଓ ଇଥ୍ରି
ଚକ
ସାଇକେଲର ଦୁଇଟି ଚକ ଥାଏ
Kisan Word: ଚାକା
Kisan Sentence: ସାଇକେଲଘି ଜଡ଼େ ଚାକା ରାଇଦ୍
Oraon Word: ଚାକା
Oraon Sentence: ସାଇକେଲଘି ଦୁଇଠୁ ଚାକା ରାଇ
ଚକଟା
କୁମ୍ଭାର ଚକଟା ମାଟିରେ ହାଣ୍ଡି ଗଢ଼େ
Kisan Word: ଚାଟ୍କାଚା
Kisan Sentence: କୁମ୍ଭାର ଚାଟ୍କାଚା ହାଜ୍ଜୁନୁ କାଟୁ ଗାଢନାଏ
Oraon Word: ଚାଟ୍କାଚା
Oraon Sentence: କୁମ୍ଭାର ଚାଟ୍କାଚା ହାଜ୍ଜୁନୁ କାଟୁ ଗାଢନାଏ
ଚକମକ
ଚକମକ ପଥର ଘସି ନିଆଁ ବାହାର କରାଯାଏ
Kisan Word: ଚକମକ
Kisan Sentence: ଚକମକ ଚାଚଆନୁ ଘସି ଚିଚୁ ଅଥରା କାଇଦ୍
Oraon Word: ଚକମକ
Oraon Sentence: ଚାକ ମାକ ପାଖନାନା ରାଗଡାକି ଚିଚି ଅଥରନାମାନି
ଚକି ପେଷା
ଚକି ପେଷା ଅଟା ଶରୀର ପାଇଁ ଉପକାରୀ
Kisan Word: ଚକି ପିସକା
Kisan Sentence: ଚକି ପିସକା ଆଟା ମେଦୁ ଲାଗାନ ବାନେଦ୍
Oraon Word: ଜାତାକାସକା
Oraon Sentence: ଜାତା କାସକା ଆଟା ମେଜଗେ ଦାଓ
ଚକିତ
ଦୁଃସାହାସିକ କାର୍ଯ୍ୟ ଦେଖିଲେ ଚକିତ ଲାଗେ
Kisan Word: ଚାମକାରନା
Kisan Sentence: ଦୁଃସାହାସିକ ନାଲଖୁ ଏରକୁନ ଚାମକାରନା ଲାଗିଦ୍
Oraon Word: ଚାମକାରନା
Oraon Sentence: ଦୁଃସାହାସିକ ନାଲଖୁ ଏରକୁନ ଚାମକାରନା ଲାଗିଦ୍
ଚକୁଳି
ମୁଁ ଚକୁଳି ଖାଇ ପଢ଼ାରେ ବସେ
Kisan Word: ଆସ୍ମା
Kisan Sentence: ଏନ ଆସ୍ମା ମହଦାନ ପାଠନୁ ଅକଦାନ୍
Oraon Word: ଆସ୍ମା
Oraon Sentence: ଏନ ଗରଗରା ଆସ୍ଥା ମଖାକି ପାଡ଼ାଗେ ଅକଦାନ
ଚକୋଲେଟ
ପିଲାମାନେ ଚକୋଲେଟ ଭଲ ପାଆନ୍ତି
Kisan Word: ଚକଲେଟ
Kisan Sentence: କୁକ୍କୋ ହାଦ୍ଦାର ଚକଲେଟ ବାନେ ହାଖନାଏ
Oraon Word: ଚକଲେଟ
Oraon Sentence: କୁକ୍କୋ ହାଦ୍ଦାର ଚକଲେଟ ଦାଓ ଖାଖନାର
ଚଟଣି
ଚଟଣୀ ଭୋଜନକୁ ଋଚିକର କରେ
Kisan Word: ଚଟନି
Kisan Sentence: ଚଟନିଦ୍ ଅନାମହାଁଗେ ସୁହାବିଦ୍
Oraon Word: ଚଟନି
Oraon Sentence: ଚଟନିଦ୍ ଅନାମହାଁଗେ ସୁହାବିଦ୍
ଚଟାଣ
ଶୀତଦିନେ ଚଟାଣ ଭାରି ଥଣ୍ଡା ଲାଗେ
Kisan Word: ଚାଟଣି
Kisan Sentence: ପାୟାଁବାକେନ୍ ଚାଟଣି ବାଗ୍ଗେ ଥାଣ୍ଡା ଲାଗିଦ୍
Oraon Word: ଚାଟାଇନ୍
Oraon Sentence: ପାୟାଁ ବାକି ଚାଟାଇନ୍ ବାଷେମ୍ ଥାଣ୍ଡା ଲାଗି
ଚଟାପଟ
ରବି ପ୍ରଶ୍ନର ଉତ୍ତର ଚଟାପଟ ଦେଇଥାଏ
Kisan Word: ଦୁରଦୁରା
Kisan Sentence: ରବି ପ୍ରଶ୍ନଘି ଉତ୍ତର ଦୁରଦୁରା ଚିଦାସ ଲାଗଦାସ୍
Oraon Word: ଚାଟପାଟ
Oraon Sentence: ରବିସ ପ୍ରଶ୍ନଘି ଉତ୍ତାରାନ ଚାଟପାଟ ଲେ ଚିଦାସ
ଚଟିଆ
ଆମ ଘର ଚାଳରେ ଚଟିଆ ବସା ବାନ୍ଧିଛି
Kisan Word: ଚୁଟିଆ
Kisan Sentence: ଏମ୍ ହାଏ ଆଡପା ବାଟିନୁ ଚୁଟିଆ ତପ୍ପା କାମକିଚି
Oraon Word: ପେରୋଆଁ
Oraon Sentence: ଏମ୍ ହାୟ ଏଡ୍ପା ମେସଗାନୁ ଗେରଆଁ ଖତା କାମଚ କି ରାଇ
ଚତୁର୍ଥ
ଜୁଲି ଚତୁର୍ଥ ଶ୍ରେଣୀରେ ପଢେ
Kisan Word: ନାଁହାଟା
Kisan Sentence: ଜୁଲି ନାଁହାଟା ଶ୍ରେଣିନୁ ପାଢିଦ
Oraon Word: ଚାଉଥା
Oraon Sentence: ଜୁଲି ଚାଉଥା କାଲାସନୁ ପାଡ଼ିଇ
ଚତୁର୍ଦ୍ଦିଗ
ସୂର୍ଯ୍ୟ ଉଦୟ ହେଲେ ଚତୁର୍ଦ୍ଦିଗ ଆଲୋକିତ ହୁଏ
Kisan Word: ଚାରିପାଖାନ
Kisan Sentence: ବିଡି ଆରର୍ଗାନାଗେନ୍ ଚାରିପାଖାନ ବିଲି ମାନିଦ୍
Oraon Word: ଚାଇରୋ କଣା
Oraon Sentence: ବିଡି ଆରଗନାଚି ଚାଇରୋ କଣା ବିଲ୍ଲି ମାନି
ଚନ୍ଦ୍ର
ଚନ୍ଦ୍ର ପୃଥିବୀର ଏକମାତ୍ର ଉପଗ୍ରହ ଅଟେ
Kisan Word: ଚନ୍ଦ୍ର
Kisan Sentence: ଚନ୍ଦ୍ରଦ ପୃଥିବୀଘି ଅଣ୍ଟାଖାଲି ଉପଗ୍ରହ ରାଇଦ୍
Oraon Word: ଚାନ୍ଦ
Oraon Sentence: ଚାନ୍ଦଦ ପୃଥିବୀଦ୍ଧି ରୀପ ଅଣ୍ଟା ଉପଗ୍ରାହ ହିକେ
ଚନ୍ଦ୍ରଗ୍ରହଣ
ସୂର୍ଯ୍ୟ ପୃଥିବୀ ଓ ଚନ୍ଦ୍ର ସରଳ ରେଖାରେ ରହିଲେ ଚନ୍ଦ୍ରଗ୍ରହଣ ହୁଏ
Kisan Word: ଚନ୍ଦ୍ରଗ୍ରହଣ
Kisan Sentence: ବିଡି ପୃଥିବୀ ଆଉ ଚନ୍ଦ୍ର ସିଧା ରେଖାନୁ ରାଚକୁନ ଚନ୍ଦ୍ରଗ୍ରହଣ ମାନିଦ୍
Oraon Word: ଚାନ୍ଦ ତାହନା
Oraon Sentence: ବିଡି ପୃଥିବୀ ଆଭର ଚାନ୍ଦ ସିଧା ପାବେନୁ ରାଚକାନ୍ତି ଚାନ୍ଦନ ଗାହନା ଧାରଇ
ଚପଲ
ଚପଲ ପିନ୍ଧି ପାଇଖାନା ଯିବା ଉଚିତ
Kisan Word: ଚଟି
Kisan Sentence: ଚଟି ଆତା ପାଇଖାନା କାନା ଉଚିତ
Oraon Word: ଖାରପା
Oraon Sentence: ଖାରପା ଆଡ଼ାର ପାଏଖାନା କାନା ଉଚିତ୍
ଚମଡ଼ା
ଗୋରୁ ଚମଡ଼ାରେ ଯୋତା ତିଆରି ହୁଏ
Kisan Word: ଚାମଡ଼ା
Kisan Sentence: ଅୟୁ ଚାମଡାନୁ ଜୁତା ତିଆର କାମନାଏ
Oraon Word: ଚାପଟ୍ଟା
Oraon Sentence: ଆଡ଼ୋ ଚାପଟ୍ଟାନୁ ଜୁତା କାମନାର
ଚରଣ
ଆମେ ଈଶ୍ୱରଙ୍କ ଚରଣ ତଳେ ପ୍ରାର୍ଥନା କରୁ
Kisan Word: ପାଦୁ
Kisan Sentence: ଏମ ଭଗବାନସ୍କି ପାଦୁ କିୟାଁ ପ୍ରାଥନା କାମଦାମ୍
Oraon Word: ଖେଡ଼େ
Oraon Sentence: ଏମ ଧାରମେସ ଘି ଖେଡେ କିୟା ଗୁହାଇର ନାନ ଦାମ
ଚଲାବୁଲା