भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

ଖଜୁରି

ଆମ ଗାଁରେ ଡ଼େଙ୍ଗା ଡ଼େଙ୍ଗା ଖଜୁରି ଗଛ ଅଛି
Kisan Word: ଖିଜିରି
Kisan Sentence: ଏମା ଡ଼ିହିନୁ ମେଛା ମେଛା ଖିଜିରି ମାନ୍‌ନୁ ଆତ୍‌ଲିଦ୍‍
Oraon Word: ଖିଜିରି
Oraon Sentence: ଏମା ଡ଼ିହିନୁ ମେଛା ମେଛା ଖିଜିରି ମାନ୍‌ ଆତ୍‌ଲି

ଖଞ୍ଜଣି

ଆଜିକାଲି ଖଞ୍ଜଣି ଗୀତ ଆଉ ଶୁଣିବାକୁ ମିଳୁନି
Kisan Word: ଖାଞ୍ଜଣି
Kisan Sentence: ଇନ୍‌ନାନେଲା ଖାଞ୍ଜଣି ଗିତୁ ଆରୁ ମେନାଗେ ମାଲ୍ଲା ହାଖରୁଦ୍‍
Oraon Word: ଖାଞ୍ଜଣି
Oraon Sentence: ଇନେଲା ଖାଞ୍ଜଣି ଦାଣ୍ଡି ମେନା ମାଲ୍ଲା ଖାକ୍‌ରାଲି

ଖଞ୍ଜିବା

ଘଡ଼ିର ଯନ୍ତ୍ରାଂଶ ଖଞ୍ଜିବା ଜଟିଳ କାର୍ଯ୍ୟ ଅଟେ
Kisan Word: ଖାଞ୍ଜନା
Kisan Sentence: ଘଡ଼ିଘି ସାମାନ ଖାଞ୍ଜନା କଚକଚ ନାଲଖୁ
Oraon Word: ଖାଞ୍ଜନା
Oraon Sentence: ଘାଡ଼ିଘି ସାର ସାମାନ ଖଞ୍ଜନା ଆନାଇତ କାଠିନ ନାଲାଖ ହିକେ

ଖଡ଼ିକା

ଖଡ଼ିକାରେ ଗୁହାଳ ସଫା କରାଯାଏ
Kisan Word: ଚାଲକି
Kisan Sentence: ଚାଲ୍‌କିତି ଗଂସଲେ ସାଫା କାମନାୟ
Oraon Word: ଚାଲକି
Oraon Sentence: ଚାଲ୍‌କିତି ଗୁଇଁସାଲିନ୍‍ ସାଫା କାମନାୟ

ଖଣ୍ଡଖଣ୍ଡ

ତେଲ ବୋତଲ ତଳେ ପଡ଼ି ଖଣ୍ଡଖଣ୍ଡ ହୋ‌ଇଗଲା
Kisan Word: ଭିନେ ଭିନେ
Kisan Sentence: ଇସୁଙ୍ଗ ବୁତଲ କିୟାଁ ଖାତ୍‌ରିକରି ଭିନେ ଭିନେ ମାଞ୍ଚା କେରାଦ୍‍
Oraon Word: ଖାଣା ଟୁକୁଡ଼ା
Oraon Sentence: ଇସୁଙ୍ଗ ବତଲ କିୟା ଖାଡ୍‍ରାକି ଖାଣା ଟୁକୁରା ମାଞ୍ଚା କେରା

ଖଦଡ଼ା

ଗହମ ପେଶିବା ପରେ କିଛି ଖଦଡ଼ା ଅଂଶ ଥାଏ
Kisan Word: ଖାର୍‌ଖାସା
Kisan Sentence: ଗହମ ପେଶ୍‌କାନ୍ତିନ ଥଡ଼େ ଖାର୍‌ଖାସା ରାୟିଦ
Oraon Word: ଖାର୍‌ଖାସା
Oraon Sentence: ଗହମ କାସନାନ୍ତି ଥଡ଼େ ଖାର୍‌ଖାସା ରାୟିଦ

ଖନ୍ଦା

ଭୋଜି ବେଳେ ଖନ୍ଦାରେ ରୋଷେଇ କରାଯାଏ
Kisan Word: ଖାନ୍ଦା
Kisan Sentence: ଭୁଜି ବାକେନ୍‌ ଖାନ୍ଦାନୁ ବିତା କାୟିଦ୍‍
Oraon Word: ଖାନ୍ଦା
Oraon Sentence: ଭୁଜି ବାକେନ୍‌ ଖାନ୍ଦାନୁ ବିତ୍‌ନାର

ଖପରା

ହାଣ୍ଡି ଭାଙ୍ଗିଗଲେ ଖପରା ହୋ‌ଇଯାଏ
Kisan Word: ଖାପରା
Kisan Sentence: କାଟ୍‌ଟୁ ହଟ୍‌ରାହାଲେ ଖାପରା ମାନିଦ୍‍
Oraon Word: ଖାପରା
Oraon Sentence: କାଟ୍‌ଟୁ ହଟ୍‌ରାହାଲେ ଖାପରା ମାନିଦ୍‍

ଖବର

ଖବର କାଗଜ ସମାଜର ଦର୍ପଣ ଅଟେ
Kisan Word: ଖବର
Kisan Sentence: ଖବର କାଗଜ ସମାଜନ୍ତା ଦର୍ପନଦୁ
Oraon Word: ଖବର
Oraon Sentence: ଖବର କାଗଜ ସମାଜନ୍ତା ଦାର୍ପନହକେ

ଖମ୍ବଆଳୁ

ଖମ୍ବଆଳୁ ଏକ ଭଲ ପରିବା ଅଟେ
Kisan Word: ଗାଡ୍‌ଡିକାନ୍ଦା
Kisan Sentence: ଗାଡ୍‌ଡିକାନ୍ଦା ଅଣ୍ଟା ବନେ ଆଢ଼ାଦ୍‍
Oraon Word: ଗାଡ୍‌ଡିକାନ୍ଦା
Oraon Sentence: ଗାଡ୍‌ଡିକାନ୍ଦା ଅଣ୍ଟା ବନେ ଆଢ଼ାଦ୍‍ ହକେ

ଖରଚା

ପିଲାଙ୍କ ପଠୋପକରଣ ନିମନ୍ତେ କିଛି ଖରଚା ହୁଏ
Kisan Word: ଖାରଚା
Kisan Sentence: ହାଦ୍‌ଦାର ପାଢାନା ଜିନିଷଘି ଲାଗାନ୍‍ ଥଡ଼େ ଖାରଚା ମାନିଦ୍‍
Oraon Word: ଖାରଚା
Oraon Sentence: ହାଦ୍‌ଦାର ପାଢାନା ଜିନିଷଘି ଲାଗାନ୍‍ ଥଡ଼େ ଖାରଚା ମାନିଦ୍‍

ଖରା

ଗ୍ରୀଷ୍ମ ଋତୁରେ ଟାଣ ଖରା ହୁଏ
Kisan Word: ବିଡ଼ନା
Kisan Sentence: ବିଡ଼ନାଉଲ୍ଲା ଯୋର୍‌ସେ ବିଡ଼ିଦ୍‍
Oraon Word: ବିଡ଼ନା
Oraon Sentence: ବିଡ଼ନା ଗାଲି ସୋରସେ ବିତିଲ

ଖରା

ଖରାରେ ଜଳରୁ ବାଷ୍ପ ଉପରକୁ ଉଠେ
Kisan Word: ବିଡ଼ନା
Kisan Sentence: ବିଡ଼ନାବାକେନ୍‍ ଆମ୍ମୁନ୍ତିନ ଭାପ୍‌ଫେ ମିୟାଁ ଆର୍‌ଗିଦ୍‌
Oraon Word: ବିଡ଼ନା
Oraon Sentence: ବିଡ଼ନାବାକେନ୍‍ ଆମ୍ମୁନ୍ତିନ ଭାପ୍‌ଫେ ମିୟାଁ ଆର୍‌ଗିଦ୍‌

ଖରାଦିନ

ଖରାଦିନରେ ପାଶା ସଙ୍କଟ ଦେଖାଦିଏ
Kisan Word: ବିଡ଼ନା ଉଲ୍ଲା
Kisan Sentence: ବିଡ଼ନା ଉଲ୍ଲା ଆମ୍ମୁ ସଙ୍କଟ ଏଥ୍ରିଦ୍‍
Oraon Word: ବିଡ଼ନା ଉଲ୍ଲା
Oraon Sentence: ବିଡ଼ନା ଉଲ୍ଲା ଆମ୍ମୁ ସଙ୍କଟ ଏଥ୍ରି

ଖରାପ

ଖରାପ ପାଗ ଶରୀର ପାଇଁ ଅନିଷ୍ଟକର
Kisan Word: ଖାରାପ
Kisan Sentence: ଖାରାପ ପାଗୁ ମେଦୁ ଲାଗାନ ନୁକସାନ
Oraon Word: ଖାରାପ
Oraon Sentence: ଖାରାପ ପାଗ ମେଦୁ ଲାଗାନ ନୁକସାନ

ଖସ‌ଖାସ୍‍

ରାତିରେ ଖସ‌ଖାସ୍‍ ଶବ୍ଦ ଶୁଣି ମୁଁ ଡରିଗଲି
Kisan Word: ଖସ୍‌ଖାସ୍‍
Kisan Sentence: ମାହାଁ ଖସ୍‌ଖାସ୍‍ ଶବଦ୍‍ ମେନି କରି ଏନ୍‍ ଏଲଚାକାନ କେରକାନ
Oraon Word: ଖସ୍‌ଖାସ୍‍
Oraon Sentence: ମାଖା ଖସ୍‌ଖାସ୍‍ ଶାକାନ୍‍ ମେନାକି ଏନ୍‍ ଏଲଚକାନ କେରକାନ

ଖସଡା

ବିଦ୍ୟାଳୟମାନଙ୍କର ଖସଡ଼ା ତିଆରି ହୋ‌ଇଛି
Kisan Word: ବେଡା
Kisan Sentence: ଇସ୍କୁଲଯାମାରଗି ପାଢତା ସମୟ କାମଚକା ଆତ୍ଲି
Oraon Word: ବେଡା
Oraon Sentence: ମାମେ ସ୍କୁଲନୁ ପାଡ଼ବାନା ନିୟାମ ଡାହରେ କାମାଚକାର‌ଇ

ଖାଇ

ଆମ ଜେଜେ ରାତିରେ ରୋଟି ଖାଇ ଶୋ‌ଇ ଯାଆନ୍ତି
Kisan Word: ମହି
Kisan Sentence: ଏମ୍‌ମା ଆଜ୍‌ସ୍‍ ମାହାଁ ରୁଟି ମହି ଚୁତ୍‌ଦାଚିଦାସ୍‍
Oraon Word: ମଖା
Oraon Sentence: ମହାଶୟ ଆଜସ୍‍ ମାଖା ଆସମା ମଖାର ବେଡ଼େଇ ଦାସ

ଖାଇବା

ଭାତ ଖାଇବା ଦ୍ୱାରା ଶକ୍ତି ମିଳେ
Kisan Word: ଅନ୍‌ନା
Kisan Sentence: ମାଣ୍ଡି ଅନ୍‌ନା ଲାଗାନ୍‍ ଜାଙ୍ଗଡ ହାଖ୍‌ରିଦ
Oraon Word: ଅନ୍‌ନା
Oraon Sentence: ମାଣ୍ଡି ଅନ୍‌ନା ଲାଗାନ୍‍ ଜାଙ୍ଗଡ ହାଖ୍‌ରିଦ

ଖାଣ୍ଟି

ଖାଣ୍ଟି ସୁନାର ଦାମ ଆଧିକ ଅଟେ
Kisan Word: ଖାଣ୍ଟି
Kisan Sentence: ଖାଣ୍ଟି ସନାଘି ଦାମ ବାଗ୍‌ଗେ ରାଇଦ୍‍
Oraon Word: ଖାଣ୍ଟି
Oraon Sentence: ଖାଣ୍ଟି ସନାଘି ଦାମ ବାଗ୍‌ଗେ ରାଇ
< previous12Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App