भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567Next >

କଜିଆ

ଶ୍ରେଣୀରେ କଜିଆ କର ନାହିଁ
Kisan Word: ଝା‌ଗ୍‌ଡ଼ା
Kisan Sentence: କିଲାସ୍‍ ନୁ ଝାଗ୍‌ଡ଼ା ଆମା କାମା
Oraon Word: ଝା‌ଗ୍‌ଡ଼ା
Oraon Sentence: କିଲାସ୍‍ ନୁ ଝାଗ୍‌ଡ଼ା ଆମା କାମା

କଳି

କଳିରୁ ଶାନ୍ତି ହଜିଯାଏ
Kisan Word: ଲାଗ୍ନା ଲେଖେରନା
Kisan Sentence: ଲାଗ୍ନା ଲେଖେରନା ତି ଶାନ୍ତି ଏପ୍‌ଶ୍ରୀ କାଇ
Oraon Word: ଲାଗ୍ନା ଲେଖେରନା
Oraon Sentence: ଲାଗ୍ନା ଲେଖେରନା ତି ଶାନ୍ତି ଏପ୍‌ଶ୍ରୀ କାଇ

କଥାଭାଷା

ଆମ କଥା ଭଷା ସ୍ୱାଦ ଯୁକ୍ତ ହେବା ଉଚିତ
Kisan Word: କାଥାବାର୍ତ୍ତା
Kisan Sentence: ନାମ୍‌ହାଁୟ କାଥାବାର୍ତ୍ତା ତେଙ୍ଗନାଦ୍‍ ଏମ୍ବା ମାନ୍ନା ଦାରକାର
Oraon Word: କାଥାବାର୍ତ୍ତା
Oraon Sentence: ନାମ୍‌ହାଁୟ କାଥାବାର୍ତ୍ତା ତେଙ୍ଗନାଦ୍‍ ଏମ୍ବା ମାନ୍ନା ଦାରକାର

କରୁଣ

ଦୁଃଖି ଲୋକର କରୁଣ କ୍ରନ୍ଦନ ଇଶ୍ୱର ଶୁଣନ୍ତି
Kisan Word: ବିକଲ
Kisan Sentence: ଦୁଃଖି ଆଲାଘି ବିକଲ ଅଲହନାନ୍‍ ଭଗବାନସ୍‍ ମେନ୍ଦାସ୍‍
Oraon Word: ଖିଲ୍‌ପାଇତ୍‍
Oraon Sentence: ଦୁଃଖି ଆଲାପି ଖିଲପାଇତ ଚିଖ୍‌ନାନ ଧାତର୍ମସ ମେନ୍ଦାସ୍‍

କମ୍ପାଉଣ୍ଡର

ଡ଼ାକ୍ତରଖାନାରେ କମ୍ପାଉଣ୍ଡର ଔଷଧ ଦିଅନ୍ତି
Kisan Word: କମ୍ପାଉଣ୍ଡର
Kisan Sentence: ଦାକ୍‌ତରଖାନାନୁ କମ୍ପାଉଣ୍ଡସ୍‍ ମାନ୍ଦାର ଚିଦାସ୍‍
Oraon Word: କମ୍ପାଉଣ୍ଡର
Oraon Sentence: ଦାକ୍‌ତରଖାନାନୁ କମ୍ପାଉଣ୍ଡରାସ୍‍ ମାନ୍ଦାର ଚିଦାସ୍‍

କର୍ମଚାରୀ

କର୍ମଚାରୀ ନିଜ କର୍ତ୍ତବ୍ୟରେ ବିଶ୍ୱସ୍ତ ହେବା ଉଚିତ
Kisan Word: ଚାକିରିଆ
Kisan Sentence: ଚାକିରିଆସ୍‍ ନିଜର ନାଲଖୁନୁ ବିସ୍ୱାସ୍‍ ମାନ୍ନା ଦାରକାର
Oraon Word: ଚାକିରିଆ
Oraon Sentence: ଚାକିରିଆସ୍‍ ନିଜର ନାଲଖୁନୁ ବିସ୍ୱାସ୍‍ ମାନ୍ନା ଦାରକାର

କର‌ଇ

ମୁଁ ନିତି ସକାଳେ ପ୍ରାର୍ଥନା କର‌ଇ
Kisan Word: କାମଦାନ୍‍
Kisan Sentence: ଏନ୍‍ ରୋଜ ପାଇରି ଗୁହାର କାଦାନ୍‍
Oraon Word: କାମଦାନ୍‍
Oraon Sentence: ଏନ୍‍ ରୋଜ ପାଇରି ଗୁହାର ନାନ୍‌ଦାନ୍‍

କଷଣ

କଷଣ ସହିବା ବୁଦ୍ଧିମାନର କାମ ଅଟେ
Kisan Word: କଷଟ୍‍
Kisan Sentence: କଷଟ୍‍ ସାହାନାଦ୍‍ ବୁଦ୍ଧିଆଲସ୍‍ କି ନାଲଖୁଦ୍‍
Oraon Word: କଷଟ୍‍
Oraon Sentence: କଷଟ୍‍ ସାହାନାଦ୍‍ ବୁଦ୍ଧିଆଲସ୍‍ ଘି ନାଲାଖ୍‍ ହିକେ

କର୍ଣ୍ଣ

କର୍ଣ୍ଣ ଦ୍ୱାରା ଶ୍ରବଣ ହୁଅ‌ଇ
Kisan Word: ହେବ୍‌ଦା
Kisan Sentence: ହେବ୍‌ବ ଘି ଲାଗାନ୍‍ ମେନା କାଇ
Oraon Word: ହେବ୍‌ଦା
Oraon Sentence: ହେବ୍‌ବ ଘି ଲାଗାନ୍‍ ମେନା କାଇ

କ‌ଇଁଚି

କ‌ଇଁଚି ରେ ବାଳ କଟାଯାଏ
Kisan Word: କାଇଁଚି
Kisan Sentence: କାଇଁଚି ତି ଚୁଟି ମୁଣ୍ଡା କାଇ
Oraon Word: କାଇଁଚି
Oraon Sentence: କାଇଁଚି ତି ଚୁଟି ମୁଣ୍ଡା କାଟ୍‌ତାରୀ

କ‌ଇଁଛ

ଗହୀରମଥା କ‌ଇଁଛଙ୍କ ପ୍ରଜନନ କେନ୍ଦ୍ର ଅଟେ
Kisan Word: ଏକ୍କା
Kisan Sentence: ଗହୀରମଥାଦ୍‍ ଏକ୍କା ଘି ହାଦ୍‌ଦୁ ହଟ୍‌ନା ଆଡ଼ାଦ୍‍
Oraon Word: ଏକ୍କା
Oraon Sentence: ଗହୀରମଥାଦ୍‍ ଏକ୍କା ଘି ହାଦ୍‌ଦୁ ହଟ୍‌ନା ଆଡ଼ା ହିକେ

କଣ୍ଟା

ଗୋଲାପ ଗଛରେ କଣ୍ଟା ଥାଏ
Kisan Word: ଆଚୁ
Kisan Sentence: ଗୁଲାପ ମାନୁ ନୁ ଆଚୁ ରାଇ
Oraon Word: ଆଚ୍‍
Oraon Sentence: ଗୁଲାପ ମାନୁ ନୁ ଆଚେ ରାଇ

କଦଳୀ

କଦଳୀ ଏକ ସୁଆଦିଆ ଫଳ ଅଟେ
Kisan Word: କାଦ୍‌ଲୀ
Kisan Sentence: କାଦ୍‌ଲୀଦ୍‍ ଅଣ୍ଟା ଏମ୍ବା ଫାଡ୍‍ ଦୁ
Oraon Word: କେଣା
Oraon Sentence: କେଣା ଅଣ୍‌ଯା ଏମ୍ବା ଖାଞ୍ଜପା ତାଲି

କମଳା

କମଳାରୁ ଫଳରସ ପ୍ରସ୍ତୁତ କରାଯାଏ
Kisan Word: କମଲା
Kisan Sentence: କମଲାନ୍ତି ଫାଢୁରାସେ ଅଥରା କାଇ
Oraon Word: ସାନ୍‌ତାରା
Oraon Sentence: ସାନ୍‌ତାରାନ୍ତି ଖାଞ୍ଜପାରାସି କାମତାରି

କଞ୍ଚା

କଞ୍ଚା କାଠ ସହଜରେ ଜଳେ ନାହିଁ
Kisan Word: ହେନା
Kisan Sentence: ହେନା କାଙ୍କୁ ସହଜେ ମା ଲାଘ୍ରି
Oraon Word: ଚାଚା
Oraon Sentence: କାଚା କାଙ୍କେ ସାହଜେ ମା ଲାଘ୍ର

କଲବଲ

ଭିକାରୀଟି କଲବଲ ହୋ‌ଇ ଅନାଇଛି
Kisan Word: ଗଡ୍‌ଗଡ଼ା
Kisan Sentence: ମାଙ୍ଗତାରିସ୍‍ ଗଡ୍‌ଗଡ଼ା ଏରାଲଦାସ୍‍
Oraon Word: ଗଡ୍‌ଗଡ଼ା
Oraon Sentence: ମାଙ୍ଗତାରିସ୍‍ ଗିରଗରା ଏରାଲଦାସ୍‍

କପୋତି

କପୋତି ଚିତ୍ର ବିଚିତ୍ର ଅଣ୍ଡା ଦିଏ
Kisan Word: ମାଇଁ ପୁର୍ରା
Kisan Sentence: ମାଇଁ ପୁର୍ରା କାବ୍ରା ଚିତ୍ରା ମାଞ୍ଜି ଟିଡ଼ି
Oraon Word: ଡାଇଡ଼ପାଣକି
Oraon Sentence: ଡାଇଡ଼ପାଣକି କାବ୍ରାଚିତ୍‌ରା ବିଇ ଟିଡ଼ି

କପୋତ

କପୋତ ଶାନ୍ତିର ପ୍ରତୀକ ଅଟେ
Kisan Word: ଏଣ୍ଡ୍ରା ପୁର୍ରା
Kisan Sentence: ଏଣ୍ଡ୍ରା ପୁର୍ରା ଶାନ୍ତି ଘି ପ୍ରତିକ୍‍ ଦୁ
Oraon Word: ପାଣକି
Oraon Sentence: ପାଣକି ଶାନ୍ତି ଘି ପ୍ରାତିକ ହିକେ

କମ୍ପନ

ଘଣ୍ଟିକୁ ଆଘାତ କଲେ କମ୍ପନ ସୃଷ୍ଟି ହୁଏ
Kisan Word: ଥାରଥାରନା
Kisan Sentence: ଘଣ୍ଟିନ୍‍ ଡେମଚ୍‌କୁନ ଥାରଥାରନା ମାନି
Oraon Word: ଥାରଥାରନା
Oraon Sentence: ଘଣ୍ଟିନ୍‍ ଡେମଚ୍‌କୁନ ଥାରଥାରନା ମାନି (ଝାନକାରନା)

କମ୍‍

କମ୍‍ ବୃଷ୍ଟିପାତରେ ଭଲ ଫସଲ ହୁଏ ନାହିଁ
Kisan Word: କମ୍‌ତି
Kisan Sentence: କମ୍‍‌ତି ଚେପୁନୁ ବାନେ ଫ‌ଇସଲ ମା ମାନି
Oraon Word: କମ୍‌ତି
Oraon Sentence: କାମତି ଚେପ୍‍ ପୁଇଁନାତି ବେଶ ଫାସାଲ ମା ମାନି
< previous1234567Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App