भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

କୀର୍ତ୍ତୀ

ଐତିହାସିକ କୀର୍ତ୍ତି ବହୁମୂଲ୍ୟ ସମ୍ପଦ ଅଟେ
Kisan Word: କୀର୍ତ୍ତୀ
Kisan Sentence: ଐତିହାସିକ କୀର୍ତ୍ତି ବହୁମୂଲ୍ୟ ସମ୍ପଦ ରାଇଦ୍‍
Oraon Word: କୀର୍ତ୍ତୀ
Oraon Sentence: ଐତିହାସିକ କୀର୍ତ୍ତି ବହୁମୂଲ୍ୟ ସମ୍ପଦ ତାଲି

କ୍ରିୟା

ମହାତ୍ମାଗାନ୍ଧିଙ୍କ କ୍ରିୟା ଅବିସ୍ମରଣୀୟ ଅଟେ
Kisan Word: ନାଲଖୁ
Kisan Sentence: ମହାତ୍ମାଗାନ୍ଧିସ୍‌କି ନାଲ୍‌ଖୁ ଅବିସ୍ମରଣୀୟ ରାଇଦ୍‍
Oraon Word: ନାଲାଖ
Oraon Sentence: ମହାତ୍ମା ଗାନ୍ଧିସ୍‌ଦ୍ଧ ନାଲାଖ ମାଲମଧରନା ହିକେ

କୁକୁଡ଼ା

କୁକୁଡ଼ା ଚାଷରେ ବହୁତ ଲାଭ ମିଳିଥାଏ
Kisan Word: ହେରୁ
Kisan Sentence: ହେରୁ ଚାଷନୁ ବାଗ୍‌ଗେ ଲାଭ ମାନିଦ୍‍
Oraon Word: ହେରୁ
Oraon Sentence: ହେରୁ ଚାଷନୁ ବାଗ୍‌ଗେ ଲାଭ ଖାକ୍‍ରି

କୁକୁର

କୁକୁର ଘର ଜଗେ
Kisan Word: ଆଲ୍ଲା
Kisan Sentence: ଆଲ୍ଲାଦ୍‍ ଏଡ୍‍ପା ଜାଗିଦ୍‍
Oraon Word: ଆଲ୍ଲା
Oraon Sentence: ଆଲ୍ଲାଦ୍‍ ଏଡ୍‍ପା ଖାପି

କୁରୁଳି

ମାମୁଁ ଘରକୁ ଯିବାକୁ ପିଲେ କୁରୁଳି ଉଠନ୍ତି
Kisan Word: କୁଦାକୁଦି
Kisan Sentence: ମାମୁଁ ଏଡ୍‌ପା କାଲାଗେ ହାଦ୍‌ଦାର କୁଦାକୁଦି ମାନନାୟ
Oraon Word: କୁଦାକୁଦି
Oraon Sentence: ମାମୁଁ ଏଡ୍‌ପା କାଲାଗେ ହାଦ୍‌ଦାର କୁଦାକୁଦି ମାନନାୟ

କୁଲା

କୁଲା ସାହାଯ୍ୟରେ ଧାନ ପାଛୁଡ଼ା ଯାଏ
Kisan Word: କେଁତେର
Kisan Sentence: କେଁତେରତି ହେସ୍‌ସୁ କେଁଶନାୟ
Oraon Word: କେଁତେର
Oraon Sentence: କେଁତେରତି ହେସ୍‌ସୁ କେଁଶନାୟ

କୁଠାର

କୁଠାରରେ ଛୋଟ ଡାଳ କଟାଯାଏ
Kisan Word: ତାବ୍‌ଲା
Kisan Sentence: ତାବ୍‌ଲାତି ଛୋଟେ ଡାଆଡା ମୁର୍‌କାନାୟ
Oraon Word: ତାବ୍‌ଲା
Oraon Sentence: ତାବ୍‌ଲାତି ଛୋଟେ ଡାଆଡନା ଖାଣ୍ଡନାୟ

କୁମ୍ଭୀର

କୁମ୍ଭୀର ଏକ ଭୟଙ୍କର ପ୍ରାଣୀ ଅଟେ
Kisan Word: ଗ‌ଅଦ
Kisan Sentence: ଗ‌ଅଦଦ୍‍ ଅଣ୍ଟା ଭାୟାଙ୍କର ଜନ୍ତୁଦ୍‍
Oraon Word: ଗ‌ଅଦ
Oraon Sentence: ଗ‌ଅଦଦ୍‍ ଅଣ୍ଟା ଭାୟାଙ୍କର ଜନ୍ତୁ ହିକେ

କୁସୁମ

ଗୋଲାପ କୁସୁମର ସୁଗନ୍ଧ ଖୁବ୍‍ ଭଲ ଲାଗେ
Kisan Word: ପୁଁପୁ
Kisan Sentence: ଗୋଲାପ ପୁଁପୁଘି ମହକନ ବାଗ୍‌ଗେ ବାନେ ଲାଗିଦ୍‌
Oraon Word: ପୁଁପୁ
Oraon Sentence: ଗୋଲାପ ପୁଁପୁଘି ମହକନ ବାଗ୍‌ଗେ ବାନେ ଲାଗି

କୁଦା

ହରିଣଟି ଏକା କୁଦାରେ ନାଳ ଡେଇଁଲା
Kisan Word: ଡେଗା
Kisan Sentence: ମାକ୍‌ଦଦ୍‌ ଅଣ୍ଟା ଡେଗାନୁ ଜୁଡିଆ ଡେଗ୍‌ଚା
Oraon Word: ଡେଗା
Oraon Sentence: ମାକ୍‌ଦଦ୍‌ ଅଣ୍ଟା ଡେଗ୍‌ନାନୁ ତଡାନ୍‍ ଡେଗ୍‌ଚା

କୁମ୍ଭ କଳସ

କୁମ୍ଭ କଳସରେ ଜଳ ଭରି ପୂଜାକୁ ନିଆଯାଏ
Kisan Word: କୁଣ୍ଢିକଲସ
Kisan Sentence: କୁଣ୍ଢିକଲସନୁ ଆମ୍ମୁ ନିନ୍ଦି ପୂଜାଗେ ହୁଆକାଇଦ୍‍
Oraon Word: କୁଣ୍ଡିଚୁକ୍କା
Oraon Sentence: କୁଣ୍ଡି ଚୁକ୍କାନୁ ଆମ୍ମେ ବିନ୍ଦାରକ ପୂଜାଗେ ହେନାର

କୂଳ

ବନ୍ୟା ବେଳେ ନଈ କୂଳ ଭାଙ୍ଗି ଯାଏ
Kisan Word: ଖାଣ୍ଡିଦ୍‍
Kisan Sentence: ବାୟାଦ୍‍ ବାଢ଼ି ବାକେନ୍‍ ହଂପ୍ରା ଖାଣ୍ଡିଦ୍‍ ଧାସକାରାଇଦ୍‍
Oraon Word: ଖାଣ୍ଡିଦ୍‍
Oraon Sentence: ବାୟାହା କାଡ଼ହି ବିକିନ୍‍ ଖାଡ଼ ଖାଣ୍ଡିଦାନ ଧାସ‌ଇଚିଇ

କୁଳୁ କୁଳୁ

ଝରଣାର କୁଳୁକୁଳୁ ଶବ୍ଦ ମନ ମୋହି ନିଏ
Kisan Word: ସୁଲ୍‌ସୁଲିଆ
Kisan Sentence: ଜୁରକିନ୍ତା ସୁଲ୍‌ସୁଲିଆ ଶବଦ୍‍ ମନ୍‍ ମହିତ କାମଚିଦ୍‍
Oraon Word: ସୁଲ୍‌ସୁଲିଆ
Oraon Sentence: ଝାରିୟାନ୍ତା ସୁଲ୍‌ସୁଲିଆ ଶାବାଦ ମାନ ମୋହ‌ଇ ଚିଇ

କୁଟୁମ୍ବ

ମନୁଷ୍ୟ କୁଟୁମ୍ବ ନେଇ ବଞ୍ଚେ
Kisan Word: କୁଟୁମ୍‍
Kisan Sentence: ମୁନ୍‌ଷର କୁଟୁମ୍‍ ସାଙ୍ଗେ ଉଜନାୟ
Oraon Word: କୁଟୁମ୍‍
Oraon Sentence: ମାନୁଖାର କୁଟୁମ୍‍ ସାଙ୍ଗେ ଉଜନାୟ

କୁଣ୍ଡା

କୁଣ୍ଡାରୁ ଏକ ପ୍ରକାର ତେଲ ବାହାରେ
Kisan Word: କୁଣ୍ଡୋ
Kisan Sentence: କୁଣ୍ଡୋନତିନ୍‍ ଅଣ୍ଟା ପ୍ରକାର ଇସୁଙ୍ଗ୍ ଉରଖିଦ୍‍
Oraon Word: କୁଣ୍ଡୋ
Oraon Sentence: କୁଣ୍ଡୋନତିନ୍‍ ଅଣ୍ଟା ପ୍ରକାର ଇସୁଙ୍ଗ୍ ଉରଖି

କୁଣ୍ଡାଇବା

ଘାଆ କୁଣ୍ଡାଇବା ଅନୁଚିତ
Kisan Word: ହାସ୍‌ରାନା
Kisan Sentence: ଖାଦି ହାସ୍‌ରାନା ବାନେ ମାଲ୍ଲିଦ
Oraon Word: ହାସ୍‌ରାନା
Oraon Sentence: ଖାଦି ହାସ୍‌ରାନା ବାନେ ମାଲ୍ଲିଦ

କୁତୁକୁତୁ

କାଖ ତଳେ ଛୁଇଁଲେ କୁତୁକୁତୁ ଲାଗେ
Kisan Word: ଚାଲଗତର୍‌ନା
Kisan Sentence: ବାହାଁକିୟାଁ ଏସ୍‌ରୁକୁନ ଚାଲଗତ ଲାଗିଦ୍‍
Oraon Word: ଖୁଡ୍‌ଗୁଡ଼ି
Oraon Sentence: ଗୁଡୁନ୍‍ ଏମ୍‌ସାରକାନୁ ଗୁଡ୍‌ଗୁତି ଲାଗି

କୁଣିଆ

ଆମେ କୁଣିଆ ବ୍ୟକ୍ତିକୁ ଶ୍ରଦ୍ଧା କରୁ
Kisan Word: ପାହିଆର
Kisan Sentence: ଏମ୍‍ ପାହିଆ ଆଲାରିନ ଶ୍ରଦ୍ଧା କାମଦାମ୍‍
Oraon Word: ପାହିଆର
Oraon Sentence: ଏମ ପାହିଆରିନ୍‍ ଶ୍ରଦ୍ଧା ନାନ୍‌ଦାନ

କୁହୁଡ଼ି

ଶୀତ ଋତୁରେ ସକାଳେ କୁହୁଡ଼ି ଦେଖାଯାଏ
Kisan Word: କୁହୁଡି
Kisan Sentence: ପାୟାଁ ରୁତୁନୁ ପାଏରି କୁହୁଡି ଏଥ୍ରିଦ୍‍
Oraon Word: କୁହାଁସ
Oraon Sentence: ପାୟା ଗାଲି ପାଇରିମ କୁହାଁସ ଇଥ୍ରି

କୃଷି

ଆମ ବାପା କୃଷି କାର୍ଯ୍ୟ କରନ୍ତି
Kisan Word: ଚାସ
Kisan Sentence: ଏମ୍‍‌ହାଏ ବାଙ୍ଗସ୍‍ ଚାସ ନାଲଖୁ କାମଦାସ
Oraon Word: ଚାସ
Oraon Sentence: ଏମ୍‍‌ହାଏ ବାଙ୍ଗସ୍‍ ଚାସ ନାଲଖୁ କାମଦାସ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App