Odia-Oraon-Kisan-Sabdakosh (ATLC)
Academy of Tribal Language & Culture, Govt. of Odisha
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଏଇଠି
ଏଇଠି ବସି ମୁଁ ନିତି ବହି ପଢ଼େ
Kisan Word: ଇସାନ
Kisan Sentence: ଇସାନ ଅକ୍କା ଆରୁ ଏନ୍ ରୋଜ ବହି ପାଢ଼ଦାନ୍
Oraon Word: ଇସାନ
Oraon Sentence: ଇସାନ ଅକ୍କାରକି ଏନ୍ ରୋଜ ବହି ପାଡ଼ଦାନ୍
ଏକ
କୁକୁର ଏକ ବିଶ୍ୱସ୍ତ ପ୍ରାଣୀ ଅଟେ
Kisan Word: ଅଣ୍ଟା
Kisan Sentence: ଆଲ୍ଲାଦ୍ ଅଣ୍ଟା ବିଶ୍ୱାସୀ ଜିବଦ୍
Oraon Word: ଅଣ୍ଟା
Oraon Sentence: ଆଲ୍ଲାଦ୍ ଅଣ୍ଟା ବିଶ୍ୱାସୀ ଜିବହିକେ
ଏକକ
ମିଟର ଦୂରତା ମାପିବାର ଏକକ ଅଟେ
Kisan Word: ଏକକ
Kisan Sentence: ମିଟର ଗେଚ୍ଛା ହୟନାଘି ଏକକଦ୍
Oraon Word: ଏକକ
Oraon Sentence: ମିଟର ଗେଚ୍ଛା ନାପନାଘି ଏକକଦ୍ ହିକେ
ଏକଜୁଟ୍
ଗାଁ ଲୋକ ଏକଜୁଟ୍ ହୋଇ ରାସ୍ତା ମରାମତି କଲେ
Kisan Word: ଅଣ୍ଠାଣସାନ
Kisan Sentence: ଡିହିନ୍ତା ଆଲାର ଅଣ୍ଠାଣସାନ ମାଞ୍ଜାରଆରୁ ପାବୁ ତିଆର କାମଚାର
Oraon Word: ଓନଜୁଟ
Oraon Sentence: ପାଦାନ୍ତା ଆଲାର ନେଲୁଟ୍ ମାନାରକି ହାହରେନ କାମଚାର
ଏକଟଙ୍କିଆ
ଆଜିକାଲି ଏକଟଙ୍କିଆ ନୋଟ ଦେଖାଯାଏ ନାହିଁ
Kisan Word: ଟଙ୍କିକିଆ
Kisan Sentence: ଇନ୍ନାନେଲା ଟଙ୍କିକିଆ ଲୋଟ ମା ଏଥ୍ରି
Oraon Word: ଟଙ୍କିକିଆ
Oraon Sentence: ଇନେଲା ଓନରୁପିୟା ଲୋଟ ମା ଇଥ୍ରି
ଏକତା
ଏକତା ହିଁ ବଳ ଅଟେ
Kisan Word: ଏକ୍ତା
Kisan Sentence: ଏକ୍ତା ଧି ବଅଡଦ୍
Oraon Word: ଏକ୍ତା
Oraon Sentence: ଏକ୍ତା ଦିମ ମୋଡ଼ଗାର ହିକେ
ଏକଦଶ
ମୁଁ ଏକଦଶ ବାର ଚିଲିକା ଦେଖିଛି
Kisan Word: ଏଗାର
Kisan Sentence: ଏନ୍ ଏଗାର ଥଅର ଚିଲିକା ଏରକାଦାନ
Oraon Word: ଏଗାର
Oraon Sentence: ଏନ୍ ଏଗାର ଥଅର ଚିଲିକା ଏରକାଦାନ
ଏକପ୍ରକାର
ସୈନିକ ମାନେ ଏକପ୍ରକାରର ପୋଷାକ ପିନ୍ଧନ୍ତି
Kisan Word: ଅଣ୍ଟାରକମ
Kisan Sentence: ପଲଟନ ଜାମାର ଅଣ୍ଟା ରକମଘି ଲୁଗାପାଟା ଆତ୍ନାର
Oraon Word: ଅଣ୍ଟାରକମ
Oraon Sentence: ପଲଟନ ଜାମାର ଅଣ୍ଟା ରକମଘି କିଚ୍ରି ଆତ୍ନାର
ଏକବାର ଛୁ
କୁକୁରକୁ ଦେଖି ମାଙ୍କଡ଼ ଏକବାର ଛୁ
Kisan Word: ଅହନାସାରେନ ବୁଙ୍ଗନା
Kisan Sentence: ଆଲ୍ଲାନ୍ ଏରିକିରି ବାନ୍ଦ୍ରାଦ୍ ଅହନାସାରେନ ବୁଙ୍ଗାଦ୍
Oraon Word: ଅନସରେ ଭଂନା
Oraon Sentence: ଆଲ୍ଲାନ୍ ଏରାକି ବାନ୍ଦ୍ରାନ ବିଦ୍ୟାଭାସନ ଭଂଗା
ଏକଲା
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ
Kisan Word: ଅଥାନ
Kisan Sentence: ଏମ୍ହାଏ ପାଡାନ୍ତି ଏନ୍ ଅଥାନ କଲେଜ କାଦାନ
Oraon Word: ଅତ୍ଖାନ
Oraon Sentence: ଏମ୍ହାଏ ପାଦ୍ଧାତି ଏନ୍ ଅତ୍ଖାନ କଲେଜ କାନ୍ଦାନ
ଏକାଠି
ପରିବାରରେ ସମସ୍ତେ ଏକାଠି ରହନ୍ତି
Kisan Word: ଅଣ୍ଟାନୁ
Kisan Sentence: ପରିବାରନୁ ସାଫାର ଅଣ୍ଟାନୁ ରାଆନାର
Oraon Word: ଅଣ୍ଟାନୁ
Oraon Sentence: ପରିବାରନୁ ଜାମାର ଅଣ୍ଟାନୁ ରାଆନାର
ଏକାଡ଼ିଆଁ
ମାଙ୍କଡ଼ଟି ଏକା ଡ଼ିଆଁରେ ପଳାଇଲା
Kisan Word: ଅଣ୍ଟା ଲହାଁପା
Kisan Sentence: ବାନ୍ଦ୍ରାଦ୍ ଅଣ୍ଟା ଲାହାଁପାନୁ ବୁଙ୍ଗାଦ୍
Oraon Word: ଅଣ୍ଟା ଲହାଁପା
Oraon Sentence: ବାନ୍ଦ୍ରାଦ୍ ଅଣ୍ଟା ଲାହାଁପାନୁ ବୁଙ୍ଗାଦ୍
ଏକାଧିକ
ମୋ ପାଖରେ ଏକାଧିକ ଗଣିତ ବହି ଅଛି
Kisan Word: ଅଣ୍ଟାନ୍ତିନ ବାଗ୍ଗେ
Kisan Sentence: ଏଙ୍ଘାସାନ ଅଣ୍ଟାନ୍ତିନ ବାଗ୍ଗେ ଗଣିତ ବହି ଆତ୍ଲି
Oraon Word: ଅଣ୍ଟାନ୍ତିନ ବାଗ୍ଗେ
Oraon Sentence: ଏଙ୍ଘାସାନ ଅଣ୍ଟାନ୍ତିନ ବାଗ୍ଗେ ଗଣିତ ବହି ଆତ୍ଲି
ଏଟିଏମ୍
ଏଟିଏମ୍ରୁ ଯେ କୌଣସି ସମୟରେ ଟଙ୍କା ଉଠାଯାଏ
Kisan Word: ଏଟିଏମ୍
Kisan Sentence: ଏଟିଏମ୍ନ୍ତି ଏକିନ ବାକେନ ରୁପିୟା ଅଥ୍ରା କାଇ
Oraon Word: ଏଟିଏମ୍
Oraon Sentence: ଏଟିଏମ୍ନ୍ତି ଏକାଆମବାକି ରୁପିୟା ଅଥ୍ରା ଅଙ୍ଗୟାରି
ଏଣେ ତେଣେ
ଆବର୍ଜନା ଏଣେ ତେଣେ ପକାନ୍ତୁ ନାହିଁ
Kisan Word: ଇୟା ହାୟା
Kisan Sentence: ମାଇଲା ଝାଇଲା ଇୟା ହାୟା ଆମା ଟିଡା
Oraon Word: ଇତରା ଆତ୍ରା
Oraon Sentence: କାନଟେ କାସୁହାନ ଆତ୍ରା ଇତ୍ରା ଆମା ଟିଡା
ଏଣ୍ଡୁଅ
ଏଣ୍ଡୁଅ କଙ୍କି ମାରି ଖାଏ
Kisan Word: ଟେଟେଙ୍ଗା
Kisan Sentence: ଟେଟେଙ୍ଗା ଫିଡ୍ଙ୍ଗି ପିଟିଦ୍ ଆରୁ ମହିଦ୍
Oraon Word: ଟେଟେଙ୍ଗା
Oraon Sentence: ଟେଟେଙ୍ଗା ତୁଣ୍ଡଲୁନ ପିଟି ମୁଖି
ଏନ୍ତୁଡ଼ିଶାଳ
ଏନ୍ତୁଡ଼ିଶାଳ ଆମ ଜନ୍ମସ୍ଥାନ ଅଟେ
Kisan Word: ହାଦ୍ଦୁ ମାନ୍ନା ଏଡ଼ପା
Kisan Sentence: ହାଦ୍ଦୁ ମାନ୍ନା ଏଡ଼ପାଦ୍ ନାମହାଏଁ ଜନମ କୁଠାଦ୍
Oraon Word: କୁନ୍ଦୁରକା ଏଡ଼ପା
Oraon Sentence: କୁନ୍ଦୁରକା ଏଡ଼ପା ନାମହାଏଁ ଭୁୟାଁରୀ ହିକେ
ଏବେ
ଏବେ ପାଠ ପଢ଼ାର ସମୟ ଅଟେ
Kisan Word: ଆକ୍କୁନ
Kisan Sentence: ଆକ୍କୁନ ପାଠ ପାଢ଼ାନାଘି ବେଡାଦ୍
Oraon Word: ଆକ୍କୁନ
Oraon Sentence: ଆକ୍କୁନ ପାଠ ପାଢ଼ାନାଘି ବେଡା ହିକେ
ଏମନ୍ତ
ଏମନ୍ତ କରି ଦେଖାଅ, ଯାହା ଦେଖି ଲୋକ ଖୁସି ହେବେ
Kisan Word: ଇନ୍ନେ
Kisan Sentence: ଇନ୍ନେ କାମା ଏଦା ଯେ, ଅଲାର ଏରର୍ ଆରୁ ଖୁସି ମାନର
Oraon Word: ଇନ୍ନେ
Oraon Sentence: ଇନ୍ନେ କାମା ଏଦା ଯେ, ଅଲାର ଏରାର୍ କି ଖୁସି ମାନର
ଏହି