logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Zoology (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Zoology (English-Oriya)

Nemazoid
ପ୍ରତିରକ୍ଷୀ ଜୁଏଡ଼

Neoplasm
ନବଦ୍ରବ୍ୟ

Neoplastic
ନବଦ୍ରବୀୟ, ଅର୍ବୁଦୀୟ

Neotaxonomy
ନବ ପ୍ରାଣୀବର୍ଗୀକରଣ

Neotechnic
ନୂତନ ପ୍ରଣାଳୀ, ଅଭିନବ କୌଶଳ

Neoteny
ଚିରଶୂକ ଅବସ୍ଥା, ନିଓଟେନି, ଚିରଭ୍ରୁଣ ଅବସ୍ଥା

Neolithic
ନବ ପ୍ରସ୍ତରଯୁଗୀୟ

Neotropical
ନୂତନ ଭସ୍ମ ମଣ୍ଡଳ

Neotype
ନବ ପ୍ରରୂପ

Neo-virus
ନବ ବିଷାଣୁ


logo