भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Commerce (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z
< previous123Next >

A 1

ଏ’ ୱାନ୍‌ ପ୍ରଥମ ଶ୍ରେଣୀ ଉଚ୍ଚକୋଟୀର

A.A.R.(against all risks)

ସର୍ବ ସଙ୍କଟ ନିମିତ୍ତ

abandonment

ପରିତ୍ୟାଗ, ପରିହାର, ପରିବର୍ଜନ”
4,abatement,”ହ୍ରାସ, ଉପଶମନ”
5,abetment,”ଅସତ୍‌ କାର୍ଯ୍ୟରେ ସହାୟତା, ଅସତ୍‌ ପ୍ରବର୍ତ୍ତନା”
6,abeyance,”ସ୍ଥଗିତ, ସ୍ଥଗନ”
7,ab initio,ଆରମ୍ଭରୁ
8,abnormal,”ଅସ୍ୱାଭାବିକ, ଅନିୟମିତ”
9,aboard,”ଯାନ (ରେଳ, ଜାହାଜ, ନୌକା ଇତ୍ୟାଦି) ଉପରେ”
10,abolish,ଉଚ୍ଛେଦ କରିବା
11,abrasion,ଘର୍ଷଣ ଜନିତ କ୍ଷୟ
12,absolve,ମୁକ୍ତ କରିବା
13,absolute,”ସମ୍ପୂର୍ଣ୍ଣ, ନିରଙ୍କୁଶ”
14,absenteeism,”ଅନୁପସ୍ଥିତିତ୍ୱ, ଅନୁପସ୍ଥାନ”
15,absorption,”ପରିଶୋଷଣ, ଅନ୍ତର୍ଭୁକ୍ତି, ସମ୍ବିଲୟନ, ଅବଶୋଷଣ”
16,abstinence,”ନିବୃତ୍ତି, ବିରତି”
17,abstract,ସଂଗୃହୀତ ସାରାଂଶ
18,abandonment clause,”ପରିହାର, ପରିବର୍ଜନ ଖଣ୍ଡ”
19,abandonment of voyage,ସମୁଦ୍ର ଯାତ୍ରା ବର୍ଜନ
20,abatement of duty,ଶୁଳ୍‍କହ୍ରାସ
21,abstract of title,ସ୍ୱତାଧିକାର ସାରାଂଶ
22,abatement of purchase money,କ୍ରୟଧନ ରାଶି ହ୍ରାସ
24,absolute acceptance,ନିରଙ୍କୁଶ ସ୍ୱୀକୃତି
25,absolute advantage,ନିରଙ୍କୁଶ ସୁବିଧା
26,absolute assignment,ପୂର୍ଣ୍ଣ ସମର୍ପଣ
27,absolute contract,ନିରଙ୍କୁଶ ଚୁକ୍ତି
28,absolute ownership,ପୂର୍ଣ୍ଣ ମାଲିକାନା
29,absolute security,ପୂର୍ଣ୍ଣ ସୁରକ୍ଷା
30,absorbed capital,”ପରିଶୋଷିତ ପୁଞ୍ଜି, ନିବିଷ୍ଟ ପୁଞ୍ଜି”
31,absorbed overhead,ପରିଶୋଷିତ ଉପରି ବ୍ୟୟ
32,absorbed share,ପରିଶୋଷିତ ଅଂଶ
33,abstainer;s policy,ନିବୃତ୍ତକାରୀଙ୍କ ପଲିସି
34,abstract of teller;s receipt,ଗଣକ ରସିଦ ସାରାଂଶ
35,abstract of waybill,ଯାତ୍ରା-ବିବରଣୀ ସାରାଂଶ
36,A/c(account),ହିସାବ
37,acceleration,ତ୍ୱରଣ
38,acceptance,ସ୍ୱୀକୃତି
39,acceptance for honour,ମାନ୍ୟାର୍ଥେ ସ୍ୱୀକୃତି
40,acceptance supra protest,ପ୍ରତିବାଦୋତ୍ତର ସ୍ୱୀକୃତି
41,acceptance theory,ଗ୍ରହଣୀୟ ତତ୍ତ୍ୱ
42,acceptor,”ଗ୍ରହୀତା, ସ୍ୱୀକୃତିଦାତା”
43,accessibility,ପ୍ରବେଶ ଯୋଗ୍ୟ
44,accessories,”ଆନୁଷଙ୍ଗିକ ସରଞ୍ଜାମ, ଉପସାଧନ”
45,accommodation,”ସହାୟକାରୀ, ସୌନ୍ଦର୍ଯ୍ୟ, ବାସସୁବିଧା, ବାସସ୍ଥଳୀ”
46,accommodation bill accommodation,ସହାୟକାରୀ ହୁଣ୍ଡି
47,endrosement,ସହାୟକାରୀ ପୃଷ୍ଟାଙ୍କନ
48,accommodation party,ସହାୟକାରୀ ପକ୍ଷ
49,accompanying letter,ସହଗାମୀ ପତ୍ର
50,accomplishment,”କାର୍ଯ୍ୟ ସମାପ୍ତି, ସମ୍ପାଦନ”
51,accord,ସମ୍ମତି ପ୍ରଦାନ
52,accord approval,ଅନୁମୋଦନ ପ୍ରଦାନ
53,accrod and satisfaction,ସମ୍ମତ ପରିତୃପ୍ତି
54,account,”ହିସାବ, ଖାତା”
55,accountancy,”ହିସାବ ଶାସ୍ତ୍ର, ହିସାବ ବିଧି, ହିସାବ ବିଜ୍ଞାନ”
56,accounting,ହିସାବ ରକ୍ଷଣ
57,accountable,ଉତ୍ତର ଦାୟୀ
58,accountability,ଉତ୍ତର ଦାୟୀତ୍ୱ
59,accountant,ହିସାବ ରକ୍ଷକ
60,accelerated depriciation,ତ୍ୱରିତ ମୂଲ୍ୟହ୍ରାସ
61,accelerating premium,ତ୍ୱରିତ ପ୍ରିମିୟମ୍‍
62,accelerative endowment policy,ତ୍ୱରିତ ବର୍ଦ୍ଧକ ମିଆଦୀ ପଲିସି
63,acceptable proposal,”ସ୍ୱୀକାର୍ଯ୍ୟ ପ୍ରସ୍ତାବ, ଗ୍ରାହ୍ୟ ପ୍ରସ୍ତାବ”
64,acceptance book,ସ୍ୱୀକୃତି ହୁଣ୍ଡି ବହି
65,acceptance charges,ସ୍ୱୀକୃତି ପ୍ରଭାର
66,acceptance credit,”ସ୍ୱୀକୃତି ଋଣ, ସ୍ୱୀକୃତି ପ୍ରତ୍ୟୟ”
67,acceptance letter,ସ୍ୱୀକୃତି ପତ୍ର
68,acceptance of bill,ହୁଣ୍ଡି ସ୍ୱୀକାର
69,accepted business,ଗୃହୀତ (ବୀମା) ବ୍ୟବସାୟ
70,accepting house,ସ୍ୱୀକୃତି ସଂସ୍ଥା
71,acceptor ledger,ସ୍ୱୀକୃତି ଦାତାଙ୍କ ଖତିଆନ୍‍
72,accessorial service,ଆନୁଷଙ୍ଗିକ ସେବା
73,accessory equipment,ଆନୁଷଙ୍ଗିକ ଉପକରଣ
74,accessory product,ଆନୁଷଙ୍ଗିକ ଉତ୍ପାଦ
75,accident,ଦୁର୍ଘଟଣା
76,accidental death benefit,ଦୁର୍ଘଟଣା ଜନିତ ମୃତ୍ୟୁ ହିତଲାଭ
77,accidental means,ଦୁର୍ଘଟଣା କାରଣ
78,accepted bill,ସ୍ୱୀକୃତି ହୁଣ୍ଡି
79,acceptance of stock,ଷ୍ଟକ୍‍ର ଗ୍ରହଣ
80,acceptance register,”ସ୍ୱୀକୃତି ରେଜିଷ୍ଟର, ସ୍ୱୀକୃତି ପଞ୍ଜିକା”
81,accident and health insurance,ଦୁର୍ଘଟଣା ଓ ସ୍ୱାସ୍ଥ୍ୟ ବୀମା
82,accident frequancy,”ଦୁର୍ଘଟଣା ବାରମ୍ବାରତା, ପୌନଃ ପୁନିକ”
83,accident insurance,ଦୁର୍ଘଟଣା ବୀମା
84,accident policy,ଦୁର୍ଘଟଣା ପଲିସି
85,accident risk,ଦୁର୍ଘଟଣା ସଙ୍କଟ
86,accident severity,ଦୁର୍ଘଟଣାର ତୀବ୍ରତା
87,accounting machine,ହିସାବ ଯନ୍ତ୍ର
88,accounting period,”ହିସାବ କାଳ, ହିସାବ ଅବଧି”
89,accounting procedure,”ହିସାବ ପ୍ରଣାଳୀ, ହିସାବ ପ୍ରଥା”
90,accounting system,ହିସାବ ପଦ୍ଧତି
91,accounting year,ହିସାବ ବର୍ଷ
92,account book,ହିସାବ ବହି
93,account current,ଅଦ୍ୟାବଧି ହିସାବ
94,account day,ହିସାବ ନିକାଶ ଦିନ
95,”account day (Settelment period of account also0 called ,account)

accounting department

ହିସାବ ବିଭାଗ

account in operation

ସକ୍ରୀୟ ଖାତା

account and finance section

ହିସାବ ଓ ବିତ୍ତ, ଅନୁବିଭାଗ”
99,account of receivers,ପ୍ରାପକଙ୍କ ହିସାବ
100,accounts payable,ଦେୟ ହିସାବ
101,accounts receivable,ପ୍ରାପ୍ୟ ହିସାବ ବିତ୍ତ
102,financing,ବ୍ୟବସ୍ଥା
103,accrual,”ଉଦ୍ଭବନ, ଅର୍ଜନ”
104,accrual basis,ଉଦ୍ଭବ ଭିତ୍ତିକ
105,accrual basis accounting,ଉଦ୍ଭବ ଭିତ୍ତିକ ହିସାବ
106,accrued,”ଉପାର୍ଜିତ, ଅର୍ଜିତ”
107,accreditee,ଉଦ୍ଧାର ଯୋଗ୍ୟ ପାତ୍ର
108,accredition,ଅଧିସ୍ୱୀକୃତି
109,accrued holiday remuneration,ଉପାର୍ଜିତ ଛୁଟିର ପାରିଶ୍ରମିକ
110,accrued interest,ଉପାର୍ଜିତ ସୁଧ
111,accumulated balance,”ଠୁଳୀକୃତ ବଳକା, ସଞ୍ଚିତ ବଳକା”
112,accumulated divided,”ଠୁଳୀକୃତ ଲାଭାଂଶ, ସଞ୍ଚିତ ଲାଭାଂଶ”
113,accumulated profit,”ସଞ୍ଚିତ ଲାଭ, ଠୁଳୀକ୍ରୁତ ଲାଭ”
114,accumuleted stock,ଠୁଳୀକୃତ ସମ୍ଭାର ସାମଗ୍ରୀ
115,accumulation,”ଠୁଳୀକୀରଣ, ସଞ୍ଚୟ”
116,accumulated bonus,ସଞ୍ଚିତ ଅଧିଲାଭ/ ଅଧିଲଭ୍ୟ
117,accumulation of bonus,ଅଧିଲାଭ / ଅଧିଲଭ୍ୟ ସଞ୍ଚୟ
118,accumulation of capital,ପୁଞ୍ଜି ସଞ୍ଚୟ
119,accumulation of wealth,ଧନ ସଞ୍ଚୟ
120,accuracy test,ସଠିକତା ପରୀକ୍ଷଣ
121,acid and chemical,ଅମ୍ଳ ଓ ରାସାୟନିକ
122,damage policy,କ୍ଷତି ପଲିସି
123,acid test ratio,”କଷଟି ଅନୁପାତ, ଏସିଡ଼ ପରୀକ୍ଷଣ ଅନୁପାତ”
124,accumulated loss,ଠୁଳୀକୃତ କ୍ଷତି
125,accuracy,”ସଠିକତା, ପରିଶୋଧନ”
126,acknowledgment,ପ୍ରାପ୍ତି ସ୍ୱୀକାର
127,A/c payee crossing,”ଏକାଉଣ୍ଟ ପେୟି ରେଖାଙ୍କନ, ପ୍ରାପକ ହିସାବ ଉଲ୍ଲିଖିତ ରେଖାଙ୍କନ”
128,acquisition,”ଅକ୍ତିଆର, ଅଧିକାର ଭୁକ୍ତ”
129,acquisition cost,ସମ୍ପତ୍ତି ବା ବ୍ୟବସାୟ ଅର୍ଜନ ସମ୍ବନ୍ଧୀୟ ପରିବ୍ୟୟ
130,acquittance,”ଋଣ ମୋଚନ, ଅଭିମୁକ୍ତି ନିସ୍ତାରଣ ପତ୍ର”
131,acquittance roll,ନିସ୍ତାରଣ ନାମାବଳୀ
132,across the board,ଚତୁର୍ଦ୍ଦିଗ
133,actionable,ମକଦ୍ଦମା ଯୋଗ୍ୟ
134,action display,କାର୍ଯ୍ୟ ପ୍ରଦର୍ଶନ
135,active bond,ସକ୍ରୀୟ ବଣ୍ଡ/ ତମସୁକ/ ବନ୍ଧ ପତ୍ର
136,active circulation of notes,ନୋଟର ସକ୍ରିୟ ପରିଚାଳନା
137,active competition,ତୀବ୍ର ପ୍ରତିଯୋଗିତା
138,active deposite,ସକ୍ରୀୟ ବ୍ୟୁତପନ ଜମା
139,active life reserve,ସକ୍ରୀୟ ଜୀବନ ବୀମା ସଞ୍ଚିତି
140,active market,ସକ୍ରୀୟ ବଜାର
141,active policy,ସକ୍ରୀୟ ପଲିସି
142,active stock,”ସକ୍ରୀୟ ଷ୍ଟକ, ସକ୍ରିୟ ମାଲ”
143,”active trade balance
(=favourable balance of tade)

act of god

ଦୈବୀ ସଙ୍କଟ

act of god clause

ଦୈବୀ ସଙ୍କଟଧାରା

act of honour(acceptance for honour)

ମାନ୍ୟାର୍ଥେ ସ୍ୱୀକୃତି

acts of firm

ବ୍ୟବସାୟ ପ୍ରତିଷ୍ଟାନର କାର୍ଯ୍ୟ

actual cash value

ବାସ୍ତବ ନଗଦ ମୂଲ୍ୟ

actual cost

ବାସ୍ତବ ପରିବ୍ୟୟ

actual delivery

ବାସ୍ତବ ପ୍ରେରଣ

actual displacement

ବାସ୍ତବ ବିସ୍ଥାପନ

actual placement

ବାସ୍ତବ ସ୍ଥାପନ

actualreceipts

ବାସ୍ତବ ପ୍ରାପ୍ତି

actual total loss

ବାସ୍ତବ ମୋଟ ବା ସମ୍ପୂର୍ଣ୍ଣ କ୍ଷତି

actionable claims

ଅନୁଯୋଜ୍ୟ ଦାବୀ

act or omission

କୃତ ବା ଅକୃତ

actuarial science

ଜୀବନ ବୀମା ମୂଲ୍ୟନିର୍ଦ୍ଧାରଣତ୍ମକ ବିଜ୍ଞାନ
< previous123Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App