भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odia-Oraon-Kisan-Sabdakosh (ATLC)

Academy of Tribal Language & Culture, Govt. of Odisha

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456789100101Next >

ଅତିଥି

ଆମ ଘରକୁ ଅତିଥି ଆସିଛନ୍ତି
Kisan Word: ପାହିଆର୍‍
Kisan Sentence: ଏମ୍‍ହାଏ ଆଡ଼ପାଗେ ପାହିଆର୍‍ ବାରଚ୍‍କାନାୟ
Oraon Word: ପାହିଆର୍‍
Oraon Sentence: ଏମ୍‍ହାଏ ଏଡ଼ପାନୁ ପାହିଆର୍‍ ବାରଚ୍‍କାନାର

ଅଙ୍କନ

ଗୋଟିଏ କାଉର ଚିତ୍ର ଅଙ୍କନ କର
Kisan Word: ନାନା
Kisan Sentence: ଅଣ୍ଟା ହାହା ଘି ଛାପା ନାନା
Oraon Word: ନାନା
Oraon Sentence: ଅଣ୍ଟା (କେୱା) ବାନ୍ନା ଘି ଛାପା ନାନା

ଅଭିଭାବକ

ଅଭିଭାବକ ମାନେ ତୁମର ଯତ୍ନ ନିଅନ୍ତି
Kisan Word: କହାର
Kisan Sentence: କହାର ନାମାନ ଯାତ୍ନାନାର
Oraon Word: କହାର
Oraon Sentence: କହାର ନାମାନ ଯାତ୍ନାନାର

ଅଭିଭାବକ

ଗୀତ ଗାଇବା ଅଭ୍ୟାସ କର
Kisan Word: ହେବ୍‍ରା
Kisan Sentence: ଗିତୁ ପାଡାଗେ ହେବ୍‍ରା
Oraon Word: ହେବ୍‍ରା
Oraon Sentence: ଡାଣ୍ଡି ପାଡାଗେ ଅଭ୍ୟାସ ନାନା

ଅଭିନୟ

ରବି ଭଲ ଅଭିନୟ କରି ଜାଣେ
Kisan Word: ନାଲାବେଚା
Kisan Sentence: ରବି ବାନେ ନାଲାବେଚାଗେ ଆହାଦାସ
Oraon Word: ତୋକନା ନାକାଲ
Oraon Sentence: ରବିସ୍‍ ବେସ୍‍ ନକାଲ ନାନା ଆଖ୍‍ଦାସ

ଅଜା

ଆମ ଅଜାଙ୍କ ନାମ ରାମଚନ୍ଦ୍ର ଖାଲ୍‌ଖୋ
Kisan Word: ଆଜ୍ଜୋ
Kisan Sentence: ଏମ୍‍ହାଏ ଆଜ୍ଜୋସ୍‌କି ନାମେ ରାମଚନ୍ଦ୍ର ଖାଲ୍‌ଖୋ
Oraon Word: ଆଜ୍ଜୋ
Oraon Sentence: ଏମ୍‍ହାଏ ଆଜ୍ଜୋସ୍‌କି ନାମେ ରାମଚନ୍ଦ୍ର ଖାଲ୍‌ଖୋ

ଅଧିକ

ମୁଁ ସମସ୍ତଙ୍କଠାରୁ ଅଧିକ ପାଠ ଜାଣେ
Kisan Word: ବଗ୍‌ଗେ
Kisan Sentence: ଏକ ଜାମାରଘିନ୍ତିନ ବଗ୍‌ଗେ ପାଡ୍‌ହା ଆହ୍‌ଦାନ
Oraon Word: ବଗ୍‌ଗେ
Oraon Sentence: ଏକ ଜାମାରଘିନ୍ତିନ ବଗ୍‌ଗେ ପାଡ୍‌ହା ଆଖ୍‌ଦାନ

ଅମୃତ

ଅମୃତ ଖାଇଲେ କେହି ମରନ୍ତି ନାହିଁ
Kisan Word: ଅମୃତ
Kisan Sentence: ଅମୃତ ମକୁନ୍‍ ନେଦ୍‌ହି ମା ଖେଁନାଏ
Oraon Word: ଅମୃତ
Oraon Sentence: ଅମୃତ ମକାନ୍ତି ନେହୁଁ ମାଲ ଖେଅର

ଅଣଓସାରିଆ

ଆମ ଗ୍ରାମକୁ ଅଣଓସାରିଆ ରାସ୍ତାଟିଏ ଅଛି
Kisan Word: ସାକ୍‌ଡି
Kisan Sentence: ଏମ୍‍ହାଏ ଡିହିନୁ ସାକ୍‌ଡି ପାବୁ ଅଣ୍ଟା ଆତ୍‌ଲି
Oraon Word: ସାକ୍‌ଡି
Oraon Sentence: ଏମ୍‍ହାଏ ପାଦ୍ଧାନୁ ସାକୁର ଡାହରେ ଭାଇ

ଅପେକ୍ଷା

ମୁଁ ତୁମକୁ ଅପେକ୍ଷା କରି ଆସିବି
Kisan Word: ହଖା
Kisan Sentence: ଏନ୍‍ ନିମାନ୍‍ ହଖାକରି ବାରନ୍‍
Oraon Word: ହଖା
Oraon Sentence: ଏନ୍‍ ନିମାନ୍‍ ଖା-ପରକି ବାରନ୍‍

ଅକ୍ଷର

ତୁମର ଅକ୍ଷର ବହୁତ ସୁନ୍ଦର ଅଟେ
Kisan Word: ଲେଖା
Kisan Sentence: ନିଙ୍ଘାଏ ଲେଖା ଢେର କଡେ
Oraon Word: ଲେଖା
Oraon Sentence: ନିଙ୍ଘାଏ ଝୁଡ଼କା ଢେର କଡେ

ଅଠା

ଅଠାରେ କାଗଜ ଲଗାଯାଏ
Kisan Word: ଲାଠା
Kisan Sentence: ଲାଠାତି କାଗଜ ବନ୍‍ ଲାଗାବାନାୟଁ
Oraon Word: ଲାଠା
Oraon Sentence: ଲାତ୍ସାତି କାଗଜାନ ବନ୍‍ ଲାଟକାନାର

ଅକଲ ଗୁଡୁମ୍‍

ମୃତ୍ୟୁ ଖବର ପାଇ ମୋର ଅକଲ ଗୁଡୁମ୍‍ ହେଲା
Kisan Word: ବୁଦ୍ଧିବାଣା
Kisan Sentence: ଖେ‌ଏନା ଖବର ମେନାକିରି ଏଙ୍ଘାଏ ବୁଦ୍ଧିବାଣା ମାଞ୍ଚା କେରାଦ୍‍
Oraon Word: ବୁଦ୍ଧିବାଣା
Oraon Sentence: ଖେ‌ଏନା ଖବର ମେନାକିରି ଏଙ୍ଘାଏ ବୁଦ୍ଧିବେଣାର

ଅଧଃକ୍ରମ

ମୁଁ ଅଧଃକ୍ରମରେ ନାମଗୁଡ଼ିକ ପଢିଲି
Kisan Word: କାହାନ୍ତିସାନ୍‌ନିତକ
Kisan Sentence: ଏନ୍‍ କାହାନ୍ତିସାନ୍‌ନିତକ ନାମେ ଗୁଠିନ୍‍ ପାଢ଼କାନ୍‍
Oraon Word: କାହାନ୍ତିସାନ୍‌ନିତକ
Oraon Sentence: ଏନ୍‍ କାହାନ୍ତିସାନ୍‌ନିତକ ନାମେ ଗୁଠିନ୍‍ ପାଚଚକାନ୍‍

ଅମ୍ଳ

ଅମ୍ଳ ରସ ପିଇ ହୁଏ ନାହିଁ
Kisan Word: ଅମ୍ଳପିତ୍ତ
Kisan Sentence: ଅମ୍ଳପିତ୍ତ ରାସି ହାପ୍‌ପା ମା ମାନିଦ
Oraon Word: ଅମ୍ଳପିତ୍ତ
Oraon Sentence: ଅମ୍ଳପିତ୍ତ ରାସି ଓନ୍ନା ପୁଲରି

ଅନ୍ନ

ଅନ୍ନ ବିନା ଆମେ ବଞ୍ଚି ପାରିବା ନାହିଁ
Kisan Word: ଅନ୍ନ
Kisan Sentence: ଅନ୍ନ ବିନା ନାମ୍‍ ଉଜାପଲଦାତ୍‍
Oraon Word: ଅନ୍ନ
Oraon Sentence: ଆନ୍ନ ବିନା ନାମ୍‍ ଉଜାପଲତ୍‍

ଅଣ୍ଟା

ବୁଢ଼ା ବୁଢ଼ୀମାନେ ଅଣ୍ଟା ପାରନ୍ତି ନାହିଁ
Kisan Word: କାଡ୍‌ମା
Kisan Sentence: ପାଚ୍‌କିପାଚୋର ଜାମାର୍‍ କଡ୍‌ମାତି ପଲନାୟଁ
Oraon Word: କାଡ୍‌ମା
Oraon Sentence: ପାଚ୍‌କିପାଚୋର ଜାମାର୍‍ କଡ୍‌ମାତି ପଲନାର

ଅଁଳା

ଅଁଳା ତେଲ କେଶକୁ ଭଲ
Kisan Word: ଆଉଣା
Kisan Sentence: ଆଉଣା ଇସୁଙ୍ଗ ଚୁଟ୍‌ଟିଗେ ବାନେଦ୍‍
Oraon Word: ଆଉଣା
Oraon Sentence: ଆଉଣା ଇସୁଙ୍ଗ ଚୁଟ୍‌ଟିଗେ ଦାଓ

ଅଞ୍ଚଳ

ଆମ ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ
Kisan Word: ରାଜି
Kisan Sentence: ଏମ୍‌ହାଏ ରାଜି ହାର୍ବୁନୁ ନିନ୍ଦିକିଚି
Oraon Word: ରାଜି
Oraon Sentence: ଏମ୍‌ହାଏ ରାଜି ଟାଡ଼ାଙ୍ଗ ନୁ ନିନ୍ଦକିରିଇ

ଅରମା

ଆମେ ଆମ ବାରିର ଅରମା ସଫା କରୁ
Kisan Word: କାଚାରା
Kisan Sentence: ଏମ୍‌ ଏମ୍‌ହାଏ ବାଟ୍‌କିନ୍ତା ଚାଚାରା ପାରଛା କାମ୍‌ଦାତ୍‍
Oraon Word: କାଚାରା
Oraon Sentence: ଏମ୍‌ ଏମ୍‌ହାଏ ବାଟ୍‌କିନ୍ତା ଲେଝା ପେସଦାମ
< previous123456789100101Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App