logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ତଟକା
ଡାଣ୍ଡେ
ତଟକା ଫଳ ଖାଅ |
ଏସେ ଡାଣ୍ଡେ ପଲ ତିଞ୍ଜୁ |

ତଡ଼ା
ଆଲି
ଛୋଟ ପିଲାଟି ତଡ଼ାରେ ଠିଆ ହୋଇଛି |
କଗେରି ମୀଡା ଆଲି ନିସାମାନେ |

ତଣ୍ଟି
ଡ଼ାଟି
ତାଙ୍କ ତଣ୍ଟିରେ ଥରେ ମାଛ କଣ୍ଟା ଲାଗିଥିଲା |
ଏଆନି ଡାଟିତା ସଟେକା ମୀନୁ କ୍ଲୀଙ୍ଗସି ଜୂସାସେ |

ତତ୍ତ୍ୱାବଧାନ
ଲପ୍‍କା
ପିତାମାତା ସନ୍ତାନର ତତ୍ତ୍ୱାବଧାନ କରନ୍ତି |
ଟାଡିତାଞ୍ଜି ମୀଡାତିନିଈ ଲପ୍‍କିମାନୁ |

ତନ୍ତ
କପା
ତନ୍ତରେ ଲୁଗା ବୁଣାଯାଏ |
କପାଡ଼ାଈ ସିଣ୍ଡାଙ୍ଗା ଅସା ଆଇନେ |

ତମତମ
ଏନ୍ଦାନା
ସେ ରାଗରେ ତମତମ ହୋଇ ଚାଲିଗଲା |
ଏଆଞ୍ଜୁ ସ୍‍ଡ଼ାଙ୍ଗିଡାଈ ଏନ୍ଦାନା ସାସେଞ୍ଜୁ |

ତରତର
ସୁରାବାରା
ବାପା ତରତର ହୋଇ ଅଫିସ ଗଲେ |
ଆବା ସୁରାବାରା ଅପିସ୍‍ତାଙ୍ଗି ସାସେଞ୍ଜୁ |

ତରଳ
ସିରୁ
ତରଳ ପଦାର୍ଥକୁ ଲିଟରରେ ମପାଯାଏ |
ସିରୁ ଡେଃଙ୍ଗିତାଆ ଲିଟରଡ଼ାଈ ଡାସା ଆଇନେ |

ତରାଟି
ତ୍ରେହିସି
ସେ ମୋତେ ଆଖି ତରାଟି ଚାହିଁଲା |
ଏସାଞ୍ଜୁ ନାଙ୍ଗେ କାନ୍‍ଙ୍ଗା ତ୍ରେହିସି ମେଃତାତେଞ୍ଜୁ |

ତରୁ
ମ୍ରାଃକା
ଜଙ୍ଗଲରେ ବିଭିନ୍ନ ତରୁଲତା ଥାନ୍ତି |
ଗସାତାନି ଇସାନାଣ୍ଡାତାଈ ମ୍ରାଃକା ମାନୁ |


logo