logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଅନ୍ଧ
ଆନ୍ଧା
ଅନ୍ଧକୁ ବାଟ ଦେଖାଇ ଦିଅ ।
ଆନ୍ଧାତେ ଗଏଞ୍ଜୁଗ୍‌ ଅବ୍‌ଜ ଗଡେ ।

ଅସୁମାରି
ଖୋବ୍‌
ରାତିରେ ଅସୁମାରି ତାରା ଦେଖାଯାଆନ୍ତି ।
ଇଡିବ୍‌ତେ ଖୋବ୍‌ ଜୁଙ୍ଗଜୁଙ୍ଗିଆ ଜୟତା କି ।

ଅସମ୍ଭବ
ଉମ୍‌ପାଲ୍‌ନା
ଅସମ୍ଭବ ବୋଲି କେବେ କହ ନାହିଁ ।
ଉମ୍‌ପାଲ୍‌ନା ଗାମ କରି ଆବୁ ଗାମେପେ/ଉମ୍‌ପାଲ୍‌ନା ଗାମ୍‌କରି ଇଭେରେଜ ଆବୁ ଗାମେପେ ।

ଅମ୍ବର
ତିରିବ୍‌
ନୀଳ ଅମ୍ବର ଭାରି ସୁନ୍ଦର ।
ନିଲିଆ ତିରିବ୍‌ ମୁରୁକ୍‌ ସୁନ୍ଦର ।

ଅସ୍ତ
ବିଁଡିବ୍‌ନା
ଅସ୍ତ ବେଳେ ସୂର୍ଯ୍ୟ ଲାଲ ଦେଖାଯାଏ ।
ବିଁଡିବ୍‌ନା ଭେରେ ବେଡ ଲାଲ୍‌ ଜୟତା ।

ଅମର
ଉମ୍‌ ଗଏଗ୍‌ନା
ଦେଶ ପାଇଁ ପ୍ରାଣ ଦେବା ବ୍ୟ‌କ୍ତି ଅମର ହୁଅନ୍ତି ।
ଦେଶ ଆଃ ଥମ ଜୀବନ ତେର୍‌ତେର୍‌ ଲେବୁ କେଭେ ଉମ୍‌ ଗୋଏଗ୍‌ତା ।

ଅପରିଷ୍କାର
ପୁହ୍‌ରିଆ
ଅପରିଷ୍କାର ରହିଲେ ରୋଗ ହୁଏ ।
ପୁହ୍‌ରିଆ ରହେକିଲା ରୁଗିଆ ହଏତା ।

ଅମଳ
ଆମଦାନୀ
ଫସଲ ଅମଳ ସମୟରେ ଚାଷୀ ଖୁସି ରହେ ।
ଫସଲ କିର୍‌ସି ଜାଏତ ଆମଦାନୀ ଭେରେ ତାଷି ଲେରୈଃ ତା ।

ଅପାର
ଖୋବ୍‌
ଅପାର ଧନ ଅପେକ୍ଷା ପ୍ରେମ ଉତ୍ତମ ।
ଖୋବ୍‌ ଧନ ଦରବ୍‌ ତାୟ ଦୁଲାର ଏକଦମ୍‌ ବାରୁ ।

ଅବଶିଷ୍ଟ
ବାକି
ଅବଶିଷ୍ଟ ସମୟ ମୁଁ ବଗିଚା କାମ କରେ ।
ବାକି ବେଡାତେ ଇଙ୍ଗ୍ ବାଡି କାମୁ ତାଏଙ୍ଗ୍ ।


logo