logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Glossary of Botany (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Botany (English-Odia)

Obclavate
ପ୍ରତିମୁଦଗର ଆକାର

Obconic
ଅପଶଙ୍କୁ, ଅପଶଙ୍କୁରୂପୀ

Obcordate
ଅପତାମ୍ବୁଳି, ପ୍ରତିହୃଦ୍‍ଆକାରି

Obdiplostemonous
ଦଳାଭିମୂଖୀ

Objective
ଦୃଶ୍ୟକୀ, ଉଦ୍ଦେଶ୍ୟକୀ

Oblanceolate
ଅପବର୍ଚ୍ଛାକାର

Oblate
ନାରଙ୍ଗାକାର, ଉଭୟାଗ୍ର ବର୍ତ୍ତୁଳ, ଚେପ୍‍ଟା

Obligate
ଅନନ୍ୟ, ଅବିକଳ୍ପୀ

Obligate parasite
ଅନନ୍ୟ ପରଜୀବୀ, ଅବିକଳ୍ପୀ ପରଜୀବୀ

Obligate saprobe
ଅନନ୍ୟ ମୃତଜୀବୀ, ଅବିକଳ୍ପୀ ମୃତଜୀବୀ


logo