logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Saura Sabdakosh


ଏକ
ଆବ‌ଇ (ଆବଐ)
ମୋ ପାଖରେ କେବଳ ଏକ ଗୋଟି ବସ୍ତ୍ର ଅଛି
ମାଙବାଞେନ୍‍ ସାତ୍‌ନାନ୍‍ ଆବ‌ଇ ସିନ୍‌ରେନ୍‍ ଡାକୁ

ଏ ଗୁଡ଼ିକ
କାନିଜି
ଏ ଗୁଡ଼ିକ ଭଲ ଅଛି
କାନିଜି ବାଙ୍‍ସା ଡାକୁ

ଏହା
କାନି
ଏହା ମୋର ଜିନିଷ
କାନି ଜାନାବ୍ ଞେନ୍

ଏଣ୍ଡିପୋକ
ଗ‌ଅଲ୍‍ବୁଡ଼୍‍
ଏଣ୍ଡିପୋକର ସୁତାରେ ବିଭିନ୍ନ ପ୍ରକାର ଦାମିକା ବସ୍ତ୍ର ତିଆରି ହୁଏ
ଗ‌ଅଲ୍‍ ବୁଡ଼ାନ୍‍ ଆତାରେଲାନ୍‍ ବାତ୍‌ତେନ୍‍ ବେଗ୍‌ଗାଡ଼ା ଜାନାତ୍‌ତି ସିନ୍‌ରେନ୍‍ ଗାଡ଼େଲ୍‌ତେ

ଏ ପର୍ଯ୍ୟନ୍ତ
କାନି ସିକ୍‌କଇଜା
ଏ ପର୍ଯ୍ୟନ୍ତ ଏହି କାମ ସମ୍ପୁର୍ଣ୍ଣ ହେଉନାହିଁ
କାନି ସିକ୍‌କଇଜା ବାରାନ୍‍ ଇନ୍‌ରାଙ୍‍ ତାକୁଡ଼େ

ଏମାନେ
କାନ୍‍ ଆନିନ୍‌ଜି
ଏମାନେ କଟକ ଯିବେ
କାନ୍‍ ଆନିନ୍‌ଜି କଟକ ୟେର୍‌ତେଜି

ଏସବୁ
କାନ୍‍ କୁଡ଼୍‌ଡୁବ୍
ଏସବୁ କାମ ସାରି ଦିଅ
କାନ୍‍ କୁଡ଼୍‌ଡୁବ୍ ବାରାନ୍‍ ଆବ୍‌ଞିଡ଼୍‌ବା

ଏହିପରି
କାନି ଆମ୍‌ବାରିଜ୍‍
ଏହିପରି ଅପରାଧ ଆଉଥରେ କରିବ ନାହିଁ
କାନି ଆମ୍‌ବାରିଜ୍‍ ଏର୍‌ବାନାଙ୍‍ସା ବାରାନ୍‍ ଆକିଜ୍‍ ଲୁମ୍‌ଡଙ୍‍

ଏବଂ
ଡ (ବାର୍‍)
ଛେଳି ଏବଂ ମେଣ୍ଢା ମିଶି ଚରନ୍ତି
କିମେଡାନ୍‍ ଡ (ବାର୍‍) ମୁର୍‌କୁନ୍‌ଡ଼ାଡ଼ାନ୍‍ ମାଇଲେନ୍‍ ଜୁମ୍‌ଜୁମ୍‍ ତେନ୍‌କି


logo