logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Saura Sabdakosh


ଇଚ୍ଛା
ଇତ୍‌ସୁମ୍‍
ମୁଁ ପାଠ ପଢିବାକୁ ଇଚ୍ଛା କରୁଛି
ଞେନ୍‍ ଞାଂ ଞାଂନାବେନ୍‍ ଆସାନ୍‍ ଇତ୍‌ସୁମ୍‍ ତାଇ

ଇଟା
ପିଡ଼ାଗାଲ୍‍ଲା
ମୁଁ ଇଟାଘର ତିଆରି କରିବି
ଞେନ୍‍ ପିଡ଼ାଗାଲ୍‌ଲା ସିଙାନ୍‍ ସାବ୍‌ଜାତାଇ (ଗୁତୁଲ୍‌ତାଇ)

ଇନ୍ଦ୍ରଧନୁ
ଇନିଲ୍‌ବଙ୍ (ଇଞ୍ଜିଲ୍‌ବଙ୍)(ଇଲିମ୍‌ବଙ୍)
ଇନ୍ଦ୍ରଧନୁ ସାତ ପ୍ରକାର ଚିହ୍ନଅଛି
ଇନିଲ୍‌ବଙାନ୍‌ ଗୁଲ୍‌ଜି ଜାନାବ୍‍ ଆରାବ୍‌ମାଡାନ୍‍ ଡାକୁ

ଇଗାଲ
ଆଡ଼ାଙ୍‍
ସାଗୁଣା ପକ୍ଷୀ ବହୁତ ଦୂର ଉଡ଼େ
ଆଡ଼ାଙାନ୍‍ ସାଙାଇଡ଼ାମ୍‍ ଏଙ୍‌ତେ


logo