logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Oraon-Kisan-Sabdakosh

ଏକଜୁଟ୍‍
ଗାଁ ଲୋକ ଏକଜୁଟ୍‍ ହୋ‌ଇ ରାସ୍ତା ମରାମତି କଲେ
ଅଣ୍ଠାଣସାନ
ଡିହିନ୍ତା ଆଲାର ଅଣ୍ଠାଣସାନ ମାଞ୍ଜାରଆରୁ ପାବୁ ତିଆର କାମଚାର
ଓନଜୁଟ
ପାଦାନ୍ତା ଆଲାର ନେଲୁଟ୍‍ ମାନାରକି ହାହରେନ କାମଚାର

ଏକକ
ମିଟର ଦୂରତା ମାପିବାର ଏକକ ଅଟେ
ଏକକ
ମିଟର ଗେଚ୍ଛା ହୟନାଘି ଏକକଦ୍‍
ଏକକ
ମିଟର ଗେଚ୍ଛା ନାପନାଘି ଏକକଦ୍‍ ହିକେ

ଏଇଠି
ଏଇଠି ବସି ମୁଁ ନିତି ବହି ପଢ଼େ
ଇସାନ
ଇସାନ ଅକ୍କା ଆରୁ ଏନ୍‍ ରୋଜ ବହି ପାଢ଼ଦାନ୍‍
ଇସାନ
ଇସାନ ଅକ୍କାରକି ଏନ୍‍ ରୋଜ ବହି ପାଡ଼ଦାନ୍‍

ଏକତା
ଏକତା ହିଁ ବଳ ଅଟେ
ଏକ୍‌ତା
ଏକ୍‌ତା ଧି ବ‌ଅଡଦ୍‍
ଏକ୍‌ତା
ଏକ୍‌ତା ଦିମ ମୋଡ଼ଗାର ହିକେ

ଏକଲା
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ
ଅଥାନ
ଏମ୍‍ହାଏ ପାଡାନ୍ତି ଏନ୍‍ ଅଥାନ କଲେଜ କାଦାନ
ଅତ୍‌ଖାନ
ଏମ୍‍ହାଏ ପାଦ୍ଧାତି ଏନ୍‍ ଅତ୍‌ଖାନ କଲେଜ କାନ୍ଦାନ

ଏମନ୍ତ
ଏମନ୍ତ କରି ଦେଖାଅ, ଯାହା ଦେଖି ଲୋକ ଖୁସି ହେବେ
ଇନ୍ନେ
ଇନ୍ନେ କାମା ଏଦା ଯେ, ଅଲାର ଏରର୍‍ ଆରୁ ଖୁସି ମାନର
ଇନ୍ନେ
ଇନ୍ନେ କାମା ଏଦା ଯେ, ଅଲାର ଏରାର୍‍ କି ଖୁସି ମାନର

ଏବେ
ଏବେ ପାଠ ପଢ଼ାର ସମୟ ଅଟେ
ଆକ୍କୁନ
ଆକ୍କୁନ ପାଠ ପାଢ଼ାନାଘି ବେଡାଦ୍‍
ଆକ୍କୁନ
ଆକ୍କୁନ ପାଠ ପାଢ଼ାନାଘି ବେଡା ହିକେ

ଏଟିଏମ୍‍
ଏଟିଏମ୍‍ରୁ ଯେ କୌଣସି ସମୟରେ ଟଙ୍କା ଉଠାଯାଏ
ଏଟିଏମ୍‍
ଏଟିଏମ୍‍ନ୍ତି ଏକିନ ବାକେନ ରୁପିୟା ଅଥ୍ରା କାଇ
ଏଟିଏମ୍‍
ଏଟିଏମ୍‍ନ୍ତି ଏକାଆମବାକି ରୁପିୟା ଅଥ୍ରା ଅଙ୍ଗୟାରି

ଏନ୍ତୁଡ଼ିଶାଳ
ଏନ୍ତୁଡ଼ିଶାଳ ଆମ ଜନ୍ମସ୍ଥାନ ଅଟେ
ହାଦ୍‌ଦୁ ମାନ୍ନା ଏଡ଼ପା
ହାଦ୍‌ଦୁ ମାନ୍ନା ଏଡ଼ପାଦ୍‌ ନାମହାଏଁ ଜନମ କୁଠାଦ୍‍
କୁନ୍ଦୁରକା ଏଡ଼ପା
କୁନ୍ଦୁରକା ଏଡ଼ପା ନାମହାଏଁ ଭୁୟାଁରୀ ହିକେ

ଏକଟଙ୍କିଆ
ଆଜିକାଲି ଏକଟଙ୍କିଆ ନୋଟ ଦେଖାଯାଏ ନାହିଁ
ଟଙ୍କିକିଆ
ଇନ୍ନାନେଲା ଟଙ୍କିକିଆ ଲୋଟ ମା ଏଥ୍ରି
ଟଙ୍କିକିଆ
ଇନେଲା ଓନରୁପିୟା ଲୋଟ ମା ଇଥ୍ରି


logo