logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Oraon-Kisan-Sabdakosh

ଆୟୋଜନ
ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜନ କରାଯାଏ
ଆଙ୍ଗଟି
ଆଙ୍ଗଟିଦ୍‍ ଧାରାଗେ ସାହାୟତା କାମିଦ୍‍
ମୋଗଡ଼ାନା
ସ୍କୁଲନୁ ବାଷିୟା ଡ଼େଓହାର ଯୋଗଡ଼ାନାର

ଆହୁରି
ଭଲ ଫଳ ପାଇବାକୁ ହେଲେ ଆହୁରି ପରିଶ୍ରମ କର
ଆରୁ
ବାନା ହାଖାଗେ ହାଲେ ଆରୁ ଖାଟା
ଆରୁ
ବାନା ହାଖାଗେ ହାଲେ ଆରୁ ଖାଟା

ଇଶ୍ୱର
ଇଶ୍ୱର ଆମର ସୃଷ୍ଟିକର୍ତ୍ତା ଅଟନ୍ତି
ଭଗବାନ
ଭଗବାନସ ନାମ୍‌ହାଏ ସିର୍ଜାନ୍‌ସ
ଧର୍ମେସ
ଧାର୍ମେସ ନାମହାଏ ସିର୍ଜାନକର୍ତ୍ତା ଡାଲଦାସ

ଇଟା
ଇଟା ଗଢ଼ି ପୋଡ଼ାଯାଏ
ଇଟା
ଇଟା ଗାଢିକିରି ବାସା କାଇ
ଇଟ୍ଟା
ଇଟ୍ଟା କାମଆଳି ବାସନାର

ଇସ୍ତ୍ରୀ
ଇସ୍ତ୍ରୀ କରିବା ପରେ ପୋଷାକ ପିନ୍ଧିବା ଭଲ
ଇସ୍ତ୍ରୀ
ଇସ୍ତ୍ରୀ କାମଚକା ବାନେ ଚିଢ଼ାପାଟା ଆତ୍‌ନା ପଜରନା ବାନେ
ଇସ୍ତ୍ରୀ
ଇସ୍ତ୍ରୀ କାମଚକା ପାଛେ ଚିଢ଼ାପାଟା ଆତ୍‌ନା ପଜରନା ବାନେ

ଉତ୍ତର
ପ୍ରଶ୍ନର ସଠିକ୍‍ ଉତ୍ତର ଦିଅ
ଉତ୍ତର
ପ୍ରଶ୍ନଘି ସଠିକ ଉତ୍ତର ଚିଆ
ଉତ୍ତର
ପ୍ରଶ୍ନଘି ସଠିକ ଉତ୍ତର ଚିଆ

ଉଚିତ
ପିଲା ମାନଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ
ଠିକ
ହାଦ୍‌ଦାରିନ ଠିକ ଶିକ୍ଷା ଚିଆ
ଦାଓ
ହାଦ୍‌ଦାରିନ ଦାଓ ବୁଦ୍ଧି ଚିଆ

ଉଦୟ
ପ୍ରତିଦିନ ଠିକ୍‍ ସମୟରେ ସୂର୍ଯ୍ୟ ଉଦୟ ହୁଏ
ବିଡ଼ ଆର୍‌ଗନା
ରୋଜ ଠିକ ବେଡାନୁ ବିଡି ଆରଗି
ବିଡ଼ ଆର୍‌ଗନା
ରୋଜ ଠିକ ବେଡାନୁ ବିଡି ଆରଗି

ଉପାଧି
ବିଜ୍ଞ ଲୋକମାନଙ୍କୁ ଯୋଗ୍ୟ ଉପାଧି ଦିଆଯାଏ
ପାହ୍ୟା
ବୁଦ୍ଧିଆଲ ଆଲାରଗେ ସଠିକ ପାହ୍ୟା ଚିଆ କାଇ
ଝାବା
ବୁଦ୍ଧିମାନ ଆଲାରଗେ ଉଚିତ ଝାବାନୁ ଝାବରାନାର

ଉପଯୁକ୍ତ
ରୋଗୀକୁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ
ସଠିକ
ବେମାରିଆସକେ ସଠିକ ସେବାସୁତର ଦାରକାର
ସଠିକ
ବେମାରିଆସଗେ ସଠିକ ସେବାସୁତର ଦାରକାର


logo