logo
भारतवाणी
bharatavani  
logo
ଭାରତୀୟଭାଷା ମାଧ୍ୟମରେ ଜ୍ଞାନ
Bharatavani

Odia-Oraon-Kisan-Sabdakosh

ଥର
ମୁଁ ଦିନକୁ ଦୁଇଥର ଭାତ ଖାଏ
ଥର
ଏନ ଉଲ୍ଲାଅଣ୍ଟାଗେ ଦୁଇଥର ମାଣ୍ଡି ଅନଦାନ
ଧାଅଁ
ଏନ ଦିନଭାଇରନୁ ଦୁଇଧାଅଁ ମାଣ୍ଡି ଅନଦାନ

ଥରକେ
କୁକୁଡ଼ା ଥରକେ ଗୋଟିଏ ଅଣ୍ଡା ଦିଏ
ଅହନ
ହେରୁ ଅହନଗେ ଅଣ୍ଟା ଅଣ୍ଡା ଚିଇଦ୍‍
ଅହନ
ଖେର୍‍ ଅହନଗେ ଅଣ୍ଟା ବିଇ ଚିଇ

ଥର ଥର
ରୋଗୀ ଥର ଥର ହୋ‌ଇ ବସିଛି
ଥର ଥର
ବେମାରିସ ଥର ଥର ମାନି ଅକ୍କାଦାସ
ଥାର୍‌ଥାର୍‍
ବେମାରିସ ଥାର୍‌ଥାରାକି ଉକ୍କାଦାସ

ଥରିବା
ଥରିବା ମେଲେରିଆ ରୋଗର ଲକ୍ଷଣ
ଆସ୍‌ରାନା
ଆସ୍‌ରାନା ମେଲେରିଆ ବେମାରଘି ଲକ୍ଷଣ
ଆସ୍‌ରାନା
ଆସ୍‌ରାନା ମେଲେରିଆ ବେମାରଘି ଲକ୍ଷଣ

ଥଟ୍ଟା ମଜା
ଥଟ୍ଟା ମଜାରେ କ୍ଷଣିକ ଆନନ୍ଦ ମିଳେ
ଠାଟାମାଜା
ଠାଟାମାଜାନଉ ଟିକିଏଘି ଆନନ୍ଦ ହାଖରିଦ୍‍
ହାସିମାଜାକ
ହାସିମାଜାକନୁ ତାନିକଗେ ଆନାନ୍ଦ ଖାକରି

ଥଣ୍ଟ
ଶୁଆର ଥଣ୍ଟ ବଙ୍କା ଥାଏ
ଠୁଣ୍ଡି
ରୁପୋଘି ଠୁଣ୍ଡିଦ୍‍ କଙ୍କ ରାଇଦ୍‍
ଠର
ସୁଗା ଠର୍‍ କିଙ୍କ ରାଇ

ଥଣ୍ଡା
ଖରା ଦିନରେ ଥଣ୍ଡା ପାଣି ପିଇବାକୁ ଭଲ ଲାଗେ
ଥାଣ୍ଡା
ବିଡନାଉଲ୍ଲା ଥାଣ୍ଡା ଆମ୍ମୁ ହାପନା ବାନେ ଲାଗିଦ୍‍
ଠାଣହା
ବିଡନାଉଲ୍ଲା ଠାଣହା ଆମ୍ମେ ଓନାଗେ ଦାଓ ଲାଗି

ଥାନ
ଏହି ଥାନରେ ମୋର ଭାଇ ସହୀଦ ହୋ‌ଇଥିଲେ
ଆଡ୍ଡା
ଇ ଆଡ୍ଡାନୁ ଏଙ୍ଗଡିସ୍‍ ସହିଦ ମାଞ୍ଜକାଚାସ୍‍
ଆଡ୍ଡା
ଇ ଆଡ୍ଡାନୁ ଏଙ୍ଗଡିସ୍‍ ସହିଦ ମାଞ୍ଜକାଚାସ୍‍

ଥାନା
ଅନ୍ୟାୟ ଦୂର କରିବା ପାଇଁ ଥାନା ରହିଛି
ଥାନା
ଅନ୍ୟାୟ ଦୂର କାମାଗେ ଥାନା ଆତଲିଦ୍‍
ଥାନା
ଅନ୍ୟାୟ ଦୂର କାମାଗେ ଥାନା ରାଇ

ଥାଳି
ମୁଁ ମୋ ଖାଇବା ଥାଳି ସଫା କରେ
ଥାଡି
ଏନ ଏଙ୍ଘାଏ ଅନ୍‌ନା ଥାଡି ସାଫା କାମଦାନ
ଥାଡା
ଏନ ଏଙ୍ଘାଏ ଅନ୍‌ନା ଥାଡାନ ସାଫା ଜାନ୍‌ଦାନ


logo