logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଡଙ୍ଗା
ଡଙ୍ଗା
ଡଙ୍ଗାରେ ନଈ ପାର କରାଯାଏ ।
ଡଙ୍ଗାବୁଙ୍ଗ୍ ଖିରମ୍‌ ପାବ୍‌ର ତେକି ।

ଡଜନ
ଦର୍ଜନ
କଦଳୀ ଡଜନ କୋଡ଼ିଏ ଟଙ୍କା ।
କଦେଲ୍‍‌ ଦର୍ଜନତେ କୁଡେ ରୁପିଆ ।

ଡବା
ଡବା
କ୍ଷୀର ଡବାରେ ରଖି ରପ୍ତାନି କରାଯାଏ ।
ତମ୍‌ଲେଙ୍ଗ ଡବାତେ ଉନ୍‌କଲା ଡାଙ୍ଗତେକି/ଅଲତେକି ।

ଡର
ବତଙ୍ଗ୍
ବାଘ ଦେଖିଲେ ମତେ ଡର ଲାଗେ ।
କିଡଃ ଜୟଃଲାଃ ଇଙ୍ଗତେ ବତଙ୍ଗ୍ ଲାଃତା ।

ଡରିବା
ବତଙ୍ଗନା
ଦୁଷ୍ଟମାନଙ୍କୁ ଡରିବା ଅନୁଚିତ ।
ବଦମାସ୍‍ କିତେ ବତଙ୍ଗନା ମଃଡେଗ୍‌ । / ବଦମାସ୍‍ କିତେ ଆବୁ ବତଙ୍ଗନାପେ ।

ଡାଇସ୍‍
ଡାଇସ୍‍
ଲୁଡୁ ଖେଳ ପାଇଁ ଡାଇସ୍‍ ଆବଶ୍ୟକ ।
ଲୁଡୋ ଏବଃନାଥଃମ୍‌ ଡାଇସ୍‍ ଦରକାର୍‌ ।

ଡାକବାଲା
ଡାକୁଆ
ଡାକବାଲା ଆମକୁ ଚିଠି ଦେଇ ଯାଆନ୍ତି ।
ଡାକୁଆ ଆନିଂତେ ଚିଠି ତେର୍‌କରି ସାନ୍‌ତା ।

ଡାକିବା
ରେମାଃନା
ମୁଁ ଭାଇକୁ ଡାକିବା ପାଇଁ ଗଲି ।
ଇଙ୍ଗ୍ ଭାଇତେ ରେମାଃନାଃ ଥମ୍‌ ସାନ୍‌କିଙ୍ଗ୍ ।

ଡାକ୍ତର
ଦାଗ୍‌ଦାର୍‌
ଡାକ୍ତର ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ଦିଅନ୍ତି ।
ଦାଗ୍‌ଦାର୍‌ ଝାକିତେ ଚିକିସା ବାଏତେ କିଆର୍‌ ।

ଡାକ୍ତରଖାନା
ଦାଗ୍‌ଦାର ଖାନା
ଡାକ୍ତରଖାନାରେ ରୋଗୀ ଚିକିତ୍ସା କରାଯାଏ ।
ଦାଗ୍‌ଦାର ଖାନାତେ ରୁଗୀକିତେ ଯତ୍‌ନାଏ ତେକି ।


logo